ଓପିଏସସି ପକ୍ଷରୁ ୩୯ଟି ଏସଡିଆଇପିଆରଓ ପଦବୀରେ ନିଯୁକ୍ତି ସୁଯୋଗ: ଆବେଦନର ଶେଷ ତାରିଖ ଅକ୍ଟୋବର ୩୦
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏସଡିଆଇପିଆରଓ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀରେ ୩୯ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ।
ଏଥିପାଇଁ ହେବାକୁ ଥିବା...
‘ସମାଜ’ ପକ୍ଷରୁ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ପ୍ରତିଯୋଗିତା ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମାଜ ଖବରକାଗଜର ୧୦୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଶେଷ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ରବିବାର ଦିନ ‘ସମାଜ’ ପକ୍ଷରୁ ଭୁବନେଶ୍ୱରର ଡିଏଭି ସ୍କୁଲ୍ ଅଫ୍ ବିଜିନେସ୍...
ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନା ଆଉ ବର୍ଷେ ବଢ଼ିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାର ଅବଧିକୁ ଆଉ ୧ ବର୍ଷ ବଢ଼ାଇଛନ୍ତି ରାଜ୍ୟ ସରକାର। ଯୋଜନା ଅନ୍ତର୍ଗତ ସାମ୍ବାଦିକଙ୍କ ୨୦୨୩ରେ ପଞ୍ଜୀକୃତ ହୋଇଥିବା ସ୍ୱାସ୍ଥ୍ୟବୀମା ଆଉ ବର୍ଷେ...
ଓଡ଼ିଶାର ବରିଷ୍ଠ ଫଟୋ ସାମ୍ବାଦିକ ଅନିଲ ପ୍ରସାଦ ମିଶ୍ରଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବରିଷ୍ଠ ଫଟୋ ସାମ୍ବାଦିକ ତଥା ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସିର ପ୍ରତିଷ୍ଠାତା ଅନିଲ ପ୍ରସାଦ ମିଶ୍ରଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...
ଆଇଆଇଏମ୍ସି ଢେଙ୍କାନାଳର ୩୨ତମ ପ୍ରତିଷ୍ଠା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳର ୩୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଶନିବାର ଏହି ଅବସରରେ ଅନୁଷ୍ଠାନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍...
ସରଳ ଏବଂ ଅମାୟିକ ବ୍ୟକ୍ତିତ୍ଵ ଥିଲେ ପ୍ରଦୀପ ସାର୍
ଶିଶିର ଭଟ୍ଟମିଶ୍ର
ପ୍ରଦୀପ ସାର୍ (ଡକ୍ଟର ପ୍ରଦୀପ ମହାପାତ୍ର) କହିଲେ ''ତମେ କ’ଣ ସାମ୍ବାଦିକ ହେବ କି ହେ? ୟୁନିଭର୍ସିଟିରେ ଆଉ ଦି ବର୍ଷ ରହି ଇଲେକ୍ସନ ଫିଲେକ୍ସନରେ ମାତିବ ଆଉ ମଉଜ ମସ୍ତି...
ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡକ୍ଟର ପ୍ରଦୀପ ମହାପାତ୍ର
ଅଭିଷେକ ରାୟ
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ସାମ୍ବାଦିକତା ସହ ବିଭିନ୍ନ ମହଲରେ ଶୋକର ଛାୟା...
ଓଡ଼ିଶାର ବରିଷ୍ଠ ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବରିଷ୍ଠ ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ...
ମାନହାନି ମାମଲାରେ ଏକା ଛନ୍ଦି ହୋଇଗଲେ ସାମ୍ବାଦିକ, ହାତ ଛାଡ଼ିଦେଲା ଖବରକାଗଜ ସଂସ୍ଥା ‘ଦ ହିନ୍ଦୁ’
ଅଭିଷେକ ରାୟ
ବରିଷ୍ଠ ସାମ୍ବାଦିକ ରାହୁଲ ପଣ୍ଡିତଙ୍କ ବିରୋଧରେ ମାନହାନି ମାମଲାରେ ପଞ୍ଜାବର ମୋହାଲିସ୍ଥିତ ଏକ ଅଦାଲତ ତାଙ୍କୁ ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୪ରେ ସେ 'ଦ...
ଏଏନଆଇ ପକ୍ଷରୁ ଉଇକିପିଡ଼ିଆ ବିରୋଧରେ ୨ କୋଟି ଟଙ୍କାର ମାନହାନି ମୋକଦ୍ଦମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ଉଇକିପିଡ଼ିଆ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମୋକଦ୍ଦମା ଦାଏର କରାଯାଇଛି। ଉଇକିପିଡ଼ିଆ ନିଜ ପେଜରେ ଏଏନଆଇ ବିଷୟରେ ଅପମାନଜନକ କଥା ପ୍ରକାଶ କରିବା ଅଭିଯୋଗରେ...




















