International

ରୁଷ-ୟୁକ୍ରେନ ଯୁଦ୍ଧ ଅପଡେଟସ୍ : ଦିନ ୨ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ-ୟୁକ୍ରେନ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି। ୟୁକ୍ରେନ ରାଜଧାନୀ କ୍ଵିଭ ଏବଂ ଖାରକିଭ ସହର ଉପରେ ରୁଷ ସେନାଙ୍କ ଆକ୍ରମଣ ଜାରି ରହିଛି। ଏହି ପରିସ୍ଥିତିରେ ଭାରତ ସରକାର ୟୁକ୍ରେନରେ ଫସି...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ: ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁକ୍ରେନ ସୀମାକୁ ଯିବେ ୪ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ ୟୁକ୍ରେନରୁ କିପରି ଭାରତୀୟଙ୍କୁ ତୁରନ୍ତ ଉଦ୍ଧାର କରାଯିବ ସେଥିପାଇଁ ୪ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ ଓ ଭି.କେ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି ମୋଦି। ୪...

ରୁଷ-ୟୁକ୍ରେନ ଯୁଦ୍ଧ ଅପଡେଟସ୍: ସକାଳ ୧୧ଟା ସୁଦ୍ଧା ଟିକିନିଖି ଖବର

 ଓଡ଼ିଶାଲାଇଭ ବ୍ୟୁରୋ ରୁଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ବାହାରିଛି ଇସ୍ରାଏଲ। ଉଭୟ ଦେଶ ମଧ୍ୟରେ ଆଲୋଚନାରେ ମଧ୍ୟସ୍ଥତା କରିବା ପାଇଁ ଇସ୍ରାଏଲ ପ୍ରସ୍ତାବ ଦେଇଛି । ଯଦି ପ୍ରସ୍ତାବରେ ଉଭୟ ଦେଶ...

ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଡେଟସ୍ : ସନ୍ଧ୍ୟା ୭ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଉଗ୍ର ରୂପ ଧାରଣ କରିଛି। ଏବେ ଭୟରେ ଦେଶ ଛାଡ଼ୁଛନ୍ତି ୟୁକ୍ରେନ ନାଗରିକ। ୟୁକ୍ରେନ ଆମେରିକାର ସହାୟତାକୁ ନା କହିଥିବାବେଳେ ଭାରତର...

ଭାରତର ନିରବତା: ରୁଷ ସପକ୍ଷରେ ଗଲାନି କି ବିରୋଧ କଲାନି

ଓଡ଼ିଶାଲାଇଭ ବ୍ୟୁରୋ ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ଭାରତ ଏହି ପ୍ରସ୍ତାବ ଉପରେ ନିଜର ମତ ରଖିନାହିଁ । ଅର୍ଥାତ...

ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଡେଟସ୍ : ସନ୍ଧ୍ୟା ୫ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବିଶ୍ଵ ଉପରେ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଛି। ଏବେ ଅମାନିଆ ରୁଷକୁ ରୋକିବା ପାଇଁ ୟୁକ୍ରେନକୁ ସହଯୋଗର ହାତ ବଢ଼ାଇଛି...

ସ୍ଵଦେଶ ଫେରୁଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ

ଓଡ଼ିଶାଲାଇଭ ବ୍ୟୁରୋ ୟୁକ୍ରେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି ଭାରତ। ପ୍ରଥମ ପର୍ଯ୍ୟାୟରେ ୪୭୦ଜଣ ଛାତ୍ରଛାତ୍ରୀଙ୍କୁ ରୋମାନିଆ ବାଟ ଦେଇ ଭାରତ ଅଣାଯାଉଛି। ଏୟାର ଇଣ୍ଡିଆ...

ଦେଶ ଛାଡ଼ିବେନି ଜେଲେନସ୍କି- କହିଲେ, “ମତେ ଅସ୍ତ୍ର ଦରକାର”

ଓଡ଼ିଶାଲାଇଭ ବ୍ୟୁରୋ କ୍ଵିବକୁ ସ୍ଥାନାନ୍ତର କରିବାକୁ ଜେଲେନସ୍କିଙ୍କୁ ଆମେରିକା ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ୟୁକ୍ରେନ । ଅଧିକାରୀଙ୍କ କହିବାନୁସାରେ, ଜେଲେନସ୍କି କହିଛନ୍ତି, ସ୍ଥାନାନ୍ତରଣ ନୁହେଁ ଅସ୍ତ୍ର ଓ ଗୋଳାବାରୁଦର...

ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଡେଟସ୍ : ଦିନ ୧୧ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ-ୟୁକ୍ରେନ ଯୁଦ୍ଧ ଉଗ୍ର ରୂପ ଧାରଣ କରିଛି। ରୁଷ ଆକ୍ରମଣର କଡ଼ା ଜବାବ ଦଉଛି ୟୁକ୍ରେନ। ରୁଷ ଆଲୋଚନା ପାଇଁ ପ୍ରସ୍ତାବ ଦେଉଥିବାବେଳେ ଅସ୍ତ୍ରତ୍ୟାଗ କରିବାକୁ ଅମଙ୍ଗ ହୋଇଛି ୟୁକ୍ରେନ। ରୁଷ-ୟୁକ୍ରେନ...

ଭାରତ ଅର୍ଥନୀତି ଉପରେ ପ୍ରଭାବ ପକାଇବ ରୁଷ-ୟୁକ୍ରେନ ଯୁଦ୍ଧ, ବଢ଼ିପାରେ ଗ୍ୟାସ, ତେଲ ଓ ସୁନାର ଦର

ଓଡ଼ିଶାଲାଇଭ ବ୍ୟୁରୋ ରୁଷ-ୟୁକ୍ରେନ ଯୁଦ୍ଧ ଭାରତ ଅର୍ଥନୀତି ଉପରେ ବିଶେଷ ରୁପେ ପ୍ରଭାବ ପକାଇବ। ଭାରତକୁ ଆମଦାନୀ ହେଉଥିବା ୯୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ରୁଷ ଏବଂ ୟୁକ୍ରେନରୁ ଆସିଥାଏ। ଅଶୋଧିତ ତୈଳ, ଫାର୍ମାସ୍ୟୁଟିକାଲ୍...