ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ କ୍ରମାଗତ ଭାବେ ନବମ ଥର ପାଇଁ ଅପରିବର୍ତ୍ତିତ ରହିଲା ‘ରେପୋ’ ରେଟ୍। ଏହି ଦର ପୂର୍ବଭଳି ୬.୫ ପ୍ରତିଶତ ରହିବ। ଏନେଇ ଗୁରୁବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ...
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ ଘଟିଛି। ଗୁରୁବାର ସକାଳେ କୋଲକାତା ସ୍ଥିତି ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ପଶ୍ଚିମବଙ୍ଗରେ ସିପିଏମର...
କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁସ୍ତିରୁ ସନ୍ନ୍ୟାସ ନେଇଛନ୍ତି ଭିନେଶ ଫୋଗଟ। ପ୍ୟାରିସ ଅଲିମ୍ପିକ୍ସରୁ ଡିସକ୍ଵାଲିଫାଏ ହେବା ପରେ ସେ କୁସ୍ତିରୁ ସନ୍ନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୁରୁବାର ସେ ସୋସିଆଲ ମିଡିଆରେ ଏକ...
କେବଳ ବାଂଲାଦେଶ ନୁହେଁ, ଶ୍ରୀଲଙ୍କା ଓ ଆଫଗାନିସ୍ତାନରେ ମଧ୍ୟ ହିଂସା ଯୋଗୁଁ ଦେଶ ଛାଡ଼ିଥିଲେ ରାଷ୍ଟ୍ରମୁଖ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଂଲାଦେଶରେ ହିଂସା ଯୋଗୁଁ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି। ଦେଶର ସାମାଜିକ ଓ ଅର୍ଥନୈତିକ ପରିସ୍ଥିତି ଖରାପ ହେବାରେ ଲାଗିଛି। ତେବେ ବିଶ୍ଵରେ ଏହା ପ୍ରଥମ ଘଟଣା...
ଭୁବନେଶ୍ଵର: ଦଶମ ଜାତୀୟ ହସ୍ତତନ୍ତ୍ର ଦିବସ ସମାରୋହ ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଆୟୋଜିତ ହୋଇଛି ଦଶମ ଜାତୀୟ ହସ୍ତତନ୍ତ ଦିବସ ସମାରୋହ। ବୁଧବାର ଏହି ଅବସରରେ ସ୍ଥାନୀୟ ଜୟଦେବ ଭବନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର...
ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଣା ହେଲା ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ। ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ଖାଲିପଡ଼ିଥିବା ରାଜ୍ୟସଭା ଆସନ ଲାଗି ଉପନିର୍ବାଚନ ହେବ। ଏ ନେଇ...
ମଉଳିଲା ଭାରତର ସ୍ଵର୍ଣ୍ଣ ପଦକ ଆଶା: ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଡିସ୍କ୍ଵାଲିଫାଏଡ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଛି ବଡ଼ ଝଟକା। ମଉଳି ଗଲା ଭାରତର ସ୍ଵର୍ଣ୍ଣ ପଦକ ଆଶା। ଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେଲେ କୁସ୍ତିଯୋଦ୍ଧା ଭିନେଶ...
ପ୍ୟାରିସ ଅଲିମ୍ପିକ୍ସ: କୁସ୍ତି ଫାଇନାଲରେ ଭିନେଶ ଫୋଗଟ, ଭାରତର ମେଡାଲ ପକ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଆଉ ଏକ ମେଡାଲ ପକ୍କା ହୋଇଯାଇଛି। ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତି ପ୍ରତିଯୋଗିତାରେ ଭାରତର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ସ କୁସ୍ତିରେ ଫାଇନାଲକୁ...
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଜୀବନ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ଜୀବନକାଳରେ ଦୁଇ ଥର ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ ଶେଖ ହସିନା।
ବାଂଲାଦେଶରେ ହିଂସା ଯୋଗୁଁ ସ୍ଥିତି ଉଗ୍ର ରୂପ ଧାରଣ କରିଛି। ଏହାର ପରିମାଣ ସ୍ଵରୂପ ଦେଶର...
ପ୍ୟାରିସ ଅଲିମ୍ପିକ୍ସ: ଜାଭେଲିନ ଥ୍ରୋ ଫାଇନାଲରେ ନୀରଜ, ନିରାଶ କଲେ କିଶୋର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ଅଲିମ୍ପିକ୍ସରେ ମଙ୍ଗଳବାର ଜାଭେଲିନ ଥ୍ରୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ଭାରତ ପକ୍ଷରୁ ନୀରଜ ଚୋପ୍ରାଙ୍କ ସହ ମଇଦାନକୁ ଓହ୍ଲାଇଥିଲେ ଓଡ଼ିଆ ପୁଅ କିଶୋର ଜେନା। ଏହି ଜାଭେଲିନ ଥ୍ରୋ...





















