National

ଦ୍ଵିତୀୟଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେଲେ ସିଦ୍ଦରମେୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ଵିତୀୟଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଦରମେୟା। ଶନିବାର ଦିନ କର୍ଣ୍ଣାଟକ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଡି କେ ଶିବକୁମାର...

ଜାତୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଦେବା ପାଇଁ ସୁଯୋଗ, ଆବେଦନର ଶେଷ ତାରିଖ ମେ’ ୨୬

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଜାତୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଗଣଶିକ୍ଷା ଅନୁଷ୍ଠାନରେ ଶିକ୍ଷକ ପଦବୀ ପାଇଁ ଏହି ପରୀକ୍ଷା...

ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି: ବଜାରରୁ ପ୍ରତ୍ୟାହାର ହେବ ୨ ହଜାର ଟଙ୍କିଆ ନୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ   ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟକୁ ନେଇ ଶୁକ୍ରବାର ବଡ଼ ନିଷ୍ପତ୍ତି ନେଇଛି। ଏବେ ବଜାରରୁ ୨ ହଜାର ଟଙ୍କିଆ ନୋଟକୁ ଧୀରେ...

କେନ୍ଦ୍ର ସରକାରଙ୍କୁ ୮୭ ହାଜର ୪୧୬ କୋଟି ଟଙ୍କାର ଲାଭାଂଶ ଦେବ ରିଜର୍ଭ ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୋର୍ଡର ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରିଜର୍ଭ ବ୍ୟାଙ୍କ ଭାରତ ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ହୋଇଥିବା ନିଜର ଲାଭରୁ ୮୭...

କର୍ଣ୍ଣାଟକ ନାଟକର ଅବସାନ, ସିଦ୍ଦରମେୟା ହେବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଂଗ୍ରେସରେ ୯୬ ଘଣ୍ଟାର ଆଲୋଚନା ପରେ ବିଭିନ୍ନ ତର୍କରୁ ନିଷ୍କର୍ଷ ବାହାରିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସହମତିରେ ସିଦ୍ଦରମେୟାଙ୍କ ନାମରେ ମୋହର ବାଜିଛି। କର୍ଣ୍ଣାଟକ ରାଜନୀତିରେ ଗତ ୪୦ ବର୍ଷ ଭିତରେ...

‘ଅପରେସନ ଲୋଟସ’ ୨୦୨୩ରେ ଫେଲ୍: ବିଧାନସଭା ପାହାଚ ଚଢ଼ିପାରିଲେନି ବହୁ ବିଧାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଅପରେସନ ଲୋଟସରେ ବିଜେପିକୁ ଆସିଥିବା କଂଗ୍ରେସ ଓ ଜେଡିଏସ୍‌ ବିଧାୟକ ଏଥର ବିଧାନସଭା ମୁହଁ ଦେଖିବାରେ ବିଫଳ ହୋଇଛନ୍ତି। ଜେଡିଏସ୍-କଂଗ୍ରେସ ସରକାରକୁ ଭାଙ୍ଗିବା ଏବଂ ବିଜେପିକୁ କର୍ଣ୍ଣାଟକରେ ସରକାର ଗଠନ...

କର୍ଣ୍ଣାଟକ ନିର୍ବାଚନ ପୋଷ୍ଟମର୍ଟମ: ଭୁଲ ଗଣୁଛି ବିଜେପି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ନିଜକୁ ଆଇନାରେ ଦେଖି ନଥିବା ବିଜେପି ଏବେ ଆଇନାରେ ନିଜ ମୁହଁ ଦେଖି ଚମକୁଛି। ଭୁଲ୍ ରହିଲା କେଉଁଠି? ନିଜେ ଭୁଲ୍ ଜାଣିକି ବି ଅଜଣା ରହୁଥିଲା...

‘ସଂଚାର ସାରଥି’ ପୋର୍ଟାଲ ଉନ୍ମୋଚିତ, ଏଣିକି ସହଜରେ ଖୋଜି ହେବ ହଜିଲା ମୋବାଇଲ ଫୋନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ହଜି ଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଫୋନକୁ ସହଜରେ ଠାବ କରିହେବ। ଏଥିପାଇଁ କେନ୍ଦ୍ର ସଂଚାର ମନ୍ତ୍ରାଳୟ ପକ୍ଷରୁ ‘ସଂଚାର ସାରଥି’ ପୋର୍ଟାଲ ଆରମ୍ଭ କରାଯାଇଛି। ମଙ୍ଗଳବାର କେନ୍ଦ୍ର...

ସିଦ୍ଧରମେୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ସିଦ୍ଧରମେୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବାର ସମ୍ଭବନା ରହିଛି। ଦଳୀୟ ନେତୃତ୍ଵଙ୍କ ଘନ ଘନ ବୈଠକ ପରେ ସିଦ୍ଧରମେୟାଙ୍କ ନାଁରେ ମୋହର ବାଜିଥିବା କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ ପ୍ରାୟ ୪୦ ବର୍ଷର ରେକର୍ଡ...

ଜୁନ ୪ରେ କେରଳ ଛୁଇଁବ ମୌସୁମୀ ବାୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନ ୪ ତାରିଖରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ। ଏ ବର୍ଷ ସାମାନ୍ୟ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିବ। ଏନେଇ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ...