National

ଭାରତରେ କୋଭିଡ୍ ସଂକ୍ରମଣ ୧୨ ହଜାର ପାର, ୪୨ ଜଣ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କ୍ରମାଗତ ଭାବେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୧୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଶୁକ୍ରବାର...

ଉଠୁଛି ପଡୁଛି ରାଜସ୍ଥାନ ରାଜନୀତି: ‘ପାଇଲଟ୍‌-ଗେହଲଟ୍‌’ ଲଢ଼େଇ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜସ୍ଥାନରେ କ୍ଷମତା ହାତେଇବାକୁ ସଚିନ ପାଇଲଟ ଏବଂ ଆଶୋକ ଗେହଲଟଙ୍କ ମଧ୍ୟରେ ଚାଲିଛି ରାଜନୈତିକ ଲଢ଼େଇ। ରାଜସ୍ଥାନ ରାଜନୀତି ଏବେ ଉଠୁଛି ପଡ଼ୁଛି। ଗୋଟିଏ ମୁଖ୍ୟ ଆସନ ଉପରେ ଦୁଇଜଣ ତୁଙ୍ଗ...

ଏମ୍ସରେ ୩ ହଜାରରୁ ଅଧିକ ‘ନର୍ସିଂ ଅଫିସର’ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ମେ’...

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନ୍ତର୍ଗତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ ୩,୦୫୫ଟି ନର୍ସିଂ ଅଫିସର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ...

ସବୁ ପ୍ରବାସୀ ଶ୍ରମିକଙ୍କୁ ୩ ମାସ ଭିତରେ ରାସନ କାର୍ଡ ଦିଅ – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରବାସୀ ଶ୍ରମିକମାନଙ୍କୁ ୩ ମାସ ମଧ୍ୟରେ ରାସନ କାର୍ଡ ଦେବା ପାଇଁ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ରାସନ କାର୍ଡ ଦେବା ବାବଦରେ...

ଜମ୍ମୁ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ: ଲୁହରେ ଭିଜିଲା ଓଡ଼ିଆ ସହିଦ ଯବାନ ଦେବାଶିଷଙ୍କ ଗାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଗୁରୁବାର ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ଭାରତୀୟ ସେନାର ୫ ଜଣ ଯବାନ। ଏମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଦେବାଶିଷ ବିଶ୍ଵାଳ। ଦେବାଶିଷଙ୍କ ଘର...

ବଦଳିଲା ସେନାରେ ସୈନିକ ଭର୍ତ୍ତି ପ୍ରକ୍ରିୟା, ଏବେ ପ୍ରଥମେ ହେବ ଲିଖିତ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସେନାରେ ସୈନିକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହୋଇଛି। ଏବେ ସୈନିକ ହେବାପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ ପ୍ରଥମେ ଲିଖିତ ପରୀକ୍ଷା ଦେବାକୁ ହେବ। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା...

କର୍ଣ୍ଣାଟକ ନିର୍ବାଚନ: ବରିଷ୍ଠ ନୁହେଁ ବିଜେପିକୁ ଭରସା ନୂଆ ଚେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ନିର୍ବାଚନ ବୈତରଣୀ ପାର ହେବାକୁ ବଡ଼ ନେତାଙ୍କୁ ଛାଡ଼ି ନୂଆ ଚେହେରା ଉପରେ ଭରସା କରିଛି ବିଜେପି। କର୍ଣ୍ଣାଟକରେ ଆସନ୍ତା ମେ’ ୧୦ ତାରଖରେ ହେବାକୁ ଯାଉଛି...

ୟୁପିଏସସି ପକ୍ଷରୁ କମ୍ବାଇନ ମେଡିକାଲ ସର୍ଭିସ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ମେ’ ୯ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୧୨୬୧ଟି ଡାକ୍ତର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନକୁ ଭାରତର ବିଭିନ୍ନ ସ୍ଥାନରେ ଅଶିଷ୍ଟାଣ୍ଟ ଡିଭିଜନାଲ୍...

ଶିଶୁଙ୍କ ଟିକାକରଣରେ ଓଡ଼ିଶା ଆଗୁଆ – ୟୁନିସେଫ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସାର୍ବଜନୀନ ଟିକାକରଣ କ୍ଷେତ୍ରରେ ଭାରତରେ ଏକ ଅଗ୍ରଣୀ ରାଜ୍ୟ। ରାଜ୍ୟରେ ୯୦.୫ ପ୍ରତିଶତ ଶିଶୁଙ୍କ ଟିକାକରଣ ହୋଇଛି। ଏହା ଟିକାକରଣର ଜାତୀୟ ହାର ୭୬.୪ ପ୍ରତିଶତରୁ ଅଧିକ। ଓଡ଼ିଶାର ଦୁର୍ଗମ...

ରାଜ୍ୟରେ ବଢ଼ୁଛି କୋଭିଡ୍ ସଂକ୍ରମଣ, ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ ହଜାର ଟପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଗୁରୁବାର ଦିନ ୩୮୭ଟି ନୂଆ କୋଭିଡ୍-୧୯ ମାମଲା ସାମ୍ନାକୁ ଆସିଛି। ଏଥିସହ ରାଜ୍ୟରେ ସକ୍ରିୟ କୋଭିଡ୍ ରୋଗୀଙ୍କ ସଂଖ୍ୟା ୨ ହଜାର ଅତିକ୍ରମ କରିଛି। ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ...