National

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍, ମେ’ ୧୦ରେ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକରେ ବାଜିଲା ନିର୍ବାଚନୀ ବିଗୁଲ। ମଙ୍ଗଳବାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମେ’ ମାସ ୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ହେବ। ଏହାପରେ ମେ’...
job

ଇପିଏଫଓ ପକ୍ଷରୁ ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଏପ୍ରିଲ ୨୮

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଅଧିନସ୍ଥ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ପକ୍ଷରୁ ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀ ପାଇଁ ମାସିକ ୩୦...

ଭାରତୀୟ ନୌସେନାର ଶକ୍ତି ବଢ଼ାଇବେ ୨,୫୮୫ ଅଗ୍ନିବୀର, ଆଇଏନଏସ୍ ଚିଲିକାରେ ପାସିଂ ଆଉଟ୍ ପ୍ୟାରେଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି ୨,୫୮୫ ଜଣ ଅଗ୍ନିବୀର। ଏଥିଲାଗି ଓଡ଼ିଶାରେ ଥିବା ଆଇଏନଏସ୍ ଚିଲିକାରେ ଆୟୋଜିତ ହୋଇଯାଇଛି। ଅଗ୍ନିବୀରଙ୍କ ପ୍ରଥମ ପାସିଂ ଆଉଟ୍ ପ୍ୟାରେଡ୍। ଏହି ପ୍ୟାରେଡରେ ନୌସେନା ଅଧ୍ୟକ୍ଷ...

ପୁଣି ବଢ଼ିଲା ପାନ୍ ଓ ଆଧାର ଲିଙ୍କ ଅବଧି, ଏବେ ଜୁନ ୩୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଏବେ ପାନ୍ ଓ ଆଧାର କାର୍ଡ ଲିଙ୍କ ଅବଧିକୁ ପୁଣିଥରେ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏବେ ଏହି ଦୁଇ କାର୍ଡକୁ ଲିଙ୍କ କରିବାର ଶେଷ ତାରିଖ ଜୁନ ୩୦ ଯାଏଁ...

ବର୍ଷ ୨୦୨୨-୨୩ ପାଇଁ ବଢ଼ିଲା ଇପିଏଫ ସୁଧହାର, ଏବେ ମିଳିବ ୮.୧୫ ପ୍ରତିଶତ ସୁଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର (ଇପିଏଫ) ସୁଧହାର ବୃଦ୍ଧି ପାଇଛି। ବର୍ଷ ୨୦୨୨-୨୩ ପାଇଁ ଇପିଏଫରେ ୮.୧୫ ପ୍ରତିଶତ ସୁଧ ମିଳିବ। ପୂର୍ବ ବର୍ଷ ଏହି ସୁଧହାର ୮.୧୦ ପ୍ରତିଶତ ଥିଲା।...

ପୁଣି ଫେରୁଛି କୋଭିଡ: ବେଡ୍, ଅକ୍ସିଜେନ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ସବୁ ରାଜ୍ୟକୁ ଚିଠି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ବଢ଼ିଲାଣି କୋଭିଡ ସଂକ୍ରମଣ। ରବିବାର ଦିନର ରିପୋର୍ଟ ଅନୁସାରେ ୧,୮୯୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକୁ ନେଇ ଚିନ୍ତା ବଢ଼ିଛି। ଓଡ଼ିଶାରେ ୧୧ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ...

ବିବାହ କରିବେ ଅଭିନେତ୍ରୀ ପରିନୀତି ଚୋପ୍ରା-ଆପ୍ ସାଂସଦ ରାଘବ ଚଢ଼ା!

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡର ଚୁଲବୁଲି ନାୟିକା ପରିନୀତି ଚୋପ୍ରା ଏବଂ ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କ ପ୍ରେମ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ପରିନୀତି ଏବଂ ରାଘବଙ୍କୁ ଦୁଇ ଦୁଇ...

୨୦୨୪ ନିର୍ବାଚନ ପୂର୍ବରୁ ସେମିଫାଇନାଲ: ଦିଲ୍ଲୀ ଦଖଲ ପାଇଁ ବିଜେପିକୁ ଦରକାର ୪ଟି ଗଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହେବ ଏକାଧିକ ନିର୍ବାଚନ, ଯାହାର ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡ଼ିବ। ୨୦୨୩ରେ ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ କର୍ଣ୍ଣାଟକ ନିର୍ବାଚନ ଫଳାଫଳ...

ରାହୁଲଙ୍କ ପ୍ରସଙ୍ଗକୁ ନେଇ ସଂସଦରେ କଳା ପୋଷାକ ପିନ୍ଧି ପ୍ରଦର୍ଶନ କଲେ ବିରୋଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦକୁ ନେଇ ଏବେ ଦେଶରେ ରାଜନୀତି ଜୋର୍ ଧରିଛି। ଏହି ପ୍ରସଙ୍ଗକୁ ଆଧାର କରି ବିଭିନ୍ନ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏହି ପରିପ୍ରେକ୍ଷୀରେ...

ଓଡ଼ିଶା ଓ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଜଳ ବିବାଦ ଅନେକବର୍ଷ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏକ ବଡ଼ ସମସ୍ୟା ପାଲଟିଛି। ଦୁଇ ରାଜ୍ୟଙ୍କ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ...