ସୁପ୍ରିମକୋର୍ଟ ପଚାରିଲେ କ’ଣ ଆଇଏଏସ ଅଫିସରଙ୍କ ନାତି ବି ପଛୁଆ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିକୋର୍ଟଙ୍କ ପ୍ରଶ୍ନ - ଯଦି ଜଣେ ସଂରକ୍ଷିତ ବର୍ଗରୁ ଆସି ଗୋଟିଏ ରାଜ୍ୟର ମୁଖ୍ୟ ଶାସନ ସଚିବ ହେଲେ ତେବେ ବି କ’ଣ ତାଙ୍କ ପରିବାରର ସଦସ୍ୟଙ୍କୁ ପଛୁଆ ବର୍ଗ ବୋଲି...
ଏକକାଳୀନ ନିର୍ବାଚନ: ମୁଖ୍ୟ ନିର୍ବାଚନ କମିଶନର କହିଲେ ‘ପ୍ରଶ୍ନ ଉଠୁନି’
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନା କହିଲେ ମୁଖ୍ୟ ନିର୍ବାଚନ କମିଶନର ଓପି ରାୱତ।
ବିଜେପିର 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ସ୍ଲୋଗାନକୁ ଶକ୍ତ ଧକ୍କା ଲାଗିଛି। ଦଳ ପକ୍ଷରୁ...
ପରଲୋକରେ ବରିଷ୍ଠ ସାମ୍ବାଦିକ କୁଲ୍ଦୀପ ନାୟାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ଜଣାଶୁଣା ବରିଷ୍ଠ ସାମ୍ବାଦିକ କୁଲ୍ଦୀପ ନାୟାରଙ୍କ ଆଜି ଦିଲ୍ଲୀ ଏସ୍କର୍ଟ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ନିମୋନିଆ ଜ୍ୱରରେ ଆକ୍ରାନ୍ତ ହୋଇ ୫...
ଜର୍ମାନରେ ରାହୁଲ ଗାନ୍ଧି – କହିଲେ, “ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଛାରଖାର କରିଦେଇଛନ୍ତି ମୋଦି”
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଜର୍ମାନ ଯାଇଛନ୍ତି। ହାମବର୍ଗସ୍ଥିତ ବୁସେରିୟସ ସମର ସ୍କୁଲର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ଅବସରରେ ମୋଦି ସରକାର ଉପରେ ହମ୍ଲା କରିଛନ୍ତି ରାହୁଲ୍। ବିମୁଦ୍ରାକରଣ ଓ...
୮୦ ପଦବୀ, ୮ ହଜାର ପ୍ରାର୍ଥୀ – ପରୀକ୍ଷାରେ ସମସ୍ତେ ଫେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୮୦ ପଦବୀ ପାଇଁ ଅନୁଷ୍ଠିତ ପରୀକ୍ଷାରେ ୮ ହଜାର ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତ ପ୍ରାର୍ଥୀ ଫେଲ୍ ହୋଇଯାଇଛନ୍ତି।
ଗୋଆ ରାଜ୍ୟରେ ସରକାରୀ ଆକାଉଣ୍ଟାଣ୍ଟ୍ ପଦବୀ ପାଇଁ ଏକ...
ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା – ମଇନାପଦରରେ ପହଞ୍ଚିଲେ ବିଶେଷଜ୍ଞ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ୍ବକୋଇଲି ପିଠା ଖାଇ ଗୋଟେ ପରିବାରର ୩ଜଣଙ୍କ ମୃତ୍ୟୁ ଘଟଣାରେ ବୁଧବାରଦିନ ଗାଁରେ ଡାକ୍ତରୀ ଟିମ, ବିଡ଼ିଓ, ତହସିଲଦାର ପହଞ୍ଚି ସମସ୍ତଙ୍କ ଘରେ ଥିବା ଆମ୍ବ କୋଇଲି ଗୁଣ୍ଡ ଓ ତିଆରି...
ମୁଡ୍ ଅଫ ଦି ନେସନ: ମୋଦିଙ୍କୁ ଫାଇଦା ବାରଭାଇ ଆଖଡ଼ା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେ 'ମୁଡ୍ ଅଫ ଦି ନେସନ'ରୁ ସ୍ପଷ୍ଟ ହୋଇଛି ଯେ ମୋଦି ପୁଣିଥରେ ୨୦୧୯ରେ ପ୍ରଧାନମନ୍ତ୍ରୀ ହେବେ।
ଦେଶରେ ଯଦି ଆଜି ଭୋଟ ହୁଏ ତାହାଲେ...
କ୍ରିଷ୍ଟାଲ୍ ଟାଓ୍ଵାରରେ ଭୟଙ୍କର ଅଗ୍ନିକାଣ୍ଡ – ୪ ମୃତ, ୨୦ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବଇର ପାରେଲ୍ ଅଞ୍ଚଳରେ ଥିବା କ୍ରିଷ୍ଟାଲ୍ ଟାଓ୍ଵାରରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।
ମୁମ୍ବଇର ପରେଲ ଅଞ୍ଚଳର ହିନ୍ଦମାତା ସିନେମା ହଲ ନିକଟରେ ଥିବା...
୭ ରାଜ୍ୟରେ ନୂଆ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
୭ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ବିହାର, ଜମ୍ମୁ କାଶ୍ମୀର, ହରିୟାଣା, ତ୍ରିପୁରା, ସିକିମ୍, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ନୂଆ...
ସିଦ୍ଧୁ ପୁଣି ଦେଲେ ସଫେଇ – କହିଲେ, ‘ଅଟଳ ଓ ମୋଦି ବି ଯାଇଥିଲେ ପାକିସ୍ତାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପାକ୍ ଆର୍ମି ମୁଖ୍ୟଙ୍କୁ ଆଲିଙ୍ଗନ କରିବା ନେଇ...





















