National

ପଦ୍ମାବତୀକୁ ନେଇ ଥମୁନି ବିବାଦ: କରଣୀ ସେନା ପୁଣି ଦେଲା ଧମକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ପଦ୍ମାବତୀକୁ ନେଇ ବିବାଦ ଥମୁନି। ଆରମ୍ଭରୁ କରଣୀ ସେନା ଏହାକୁ ବିରୋଧ କରି ଆସୁଛି। ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ଶାଲୀଙ୍କୁ  ଜେଲ୍ ପଠାଯିବା...

ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବେନି ଆଦିବାସୀ ପରିବାର: ଜୁଏଲ୍ ଓରାମ୍

ଓଡ଼ିଶାଲାଇଭ୍ ବ୍ୟୁରୋ "ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ଓଡିଶାର କୌଣସି ଆଦିବାସୀ ପରିବାର ପ୍ରତି କ୍ଷତି ପହଁଚିବାର ସମ୍ଭାବନା ନାହିଁ। ଯଦି ରାଜ୍ୟ ସରକାର ସୀମାରେ ପାଣି ପ୍ରବାହ ତଦାରଖ ପାଇଁ ଏକ ତଟବନ୍ଧ ନିର୍ମାଣ...

ପ୍ରତିଦିନ ତାଜମହଲ ପରିଦର୍ଶନ କରିବେ ୪୦ ହଜାର ପର୍ଯ୍ୟଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଯ୍ୟଟକଙ୍କ ପ୍ରବଳ ଭିଡକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ତାଜମହଲ ଆସୁଥିବା ପର୍ଯ୍ୟଟଙ୍କ ଉପରେ ରୋକ ଲଗାଇଛନ୍ତି। ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସ୍ଆଇ)ର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ବିଭାଗର...

ସରିଲା ଶୀତ ଅଧିବେଶନ: ଝୁଲିକି ରହିଲା ତିନି ତଲାକ୍ ବିଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ପାରିଲା ନାହିଁ ତିନି ତଲାକ୍ ବିଲ୍। ଲୋକସଭାରେ ପାସ୍‌ ହେବା ପରେ ବିରୋଧୀ ସଂଶୋଧନ ଦାବି କରିବାରୁ ଏହି ବିଲ୍‌ ରାଜ୍ୟସଭାରେ ଝୁଲିକି ରହିଛି। ବଜେଟ୍ ଅଧିବେଶନରେ...

ନାଲକୋ ପ୍ରତିଷ୍ଠା ଦିବସ ଉତ୍ସବ: ଲୋକାର୍ପିତ ହେଲା ୩ଟି ନୂଆ ପ୍ରକଳ୍ପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଲୋକାର୍ପିତ କଲେ ଦୁଇ କେନ୍ଦ୍ରମନ୍ତ୍ରୀ ନାଲ୍‌କୋ ପକ୍ଷରୁ ବହୁ ପ୍ରତିଭାବାନ୍ ବ୍ୟକ୍ତି ସମ୍ମାନିତ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ନାଲ୍‌କୋ ଆଚିଭ୍‌ମେଣ୍ଟ ଆୱାର୍ଡ ସ୍ୱନାମଧନ୍ୟ ବଂଶୀବାଦକ...

ଦୁଷ୍ପ୍ରାପ୍ୟ ହେବ ଚକୋଲେଟ୍

ଓଡ଼ିଶାଲାଇଭ୍‍ ବ୍ୟୁରୋ ଜଳବାୟୁର ପରିବର୍ତ୍ତନ ଯୋଗୁଁ ପୃଥିବୀ ପୃଷ୍ଠରୁ ଲୋପ ପାଉଛି ପ୍ରାଣୀଜଗତ। ଏହି କ୍ରମରେ ଧୀରେ ଧୀରେ କୋକୋଆ ଗଛ ମରିବାରେ ଲାଗିଛି। ପରିସ୍ଥିତିରେ ସୁଧାର ନ ଆସିଲେ ଏହି ଗଛ ଆଗାମୀ...

ଗୋଖାଦ୍ୟ ଦୁର୍ନୀତି: ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଇଥିଲେ ଲାଲୁ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଚ୍‌ ଡି ଦେବେଗୌଡାଙ୍କ ସରକାର ପତନ ପରେ କଂଗ୍ରେସ ସହ ନୂଆ ବୁଝାମଣା କରି ପ୍ରଧାନମନ୍ତ୍ରୀ ହୋଇଥାନ୍ତି ଗୁଜରାଲ୍‌। କୁହାଯାଏ ଯେ, ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ପଦରୁ...

ପାକିସ୍ତାନକୁ ମୁହଁତୋଡ ଜବାବ; ୧୫ ପାକିସ୍ତାନୀ ରେଞ୍ଜର୍ସ ମୃତ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନ ସେନାର ଗୁଳିରେ ଜଣେ ଯବାନ୍ ସହିଦ ହୋଇଥିଲେ।  ଏହି ବର୍ବର କାଣ୍ଡକୁ ସହଜରେ ଗ୍ରହଣ କରିପାରିନାହିଁ ଭାରତ। ଯବାନମାନେ ଦେଇଛନ୍ତି ମୁହଁତୋଡ ଜବାବ। ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ...

ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ; ଡାକଟିକେଟ ସଂଗ୍ରହ କରୁଥିଲେ ମିଳିବ ବୃତ୍ତି

ଓଡ଼ିଶାଲାଇଭ୍‍ ବ୍ୟୁରୋ ଦେଶର ଏକ ନିର୍ଦ୍ଦିଷ୍ଟ ସମୟର ସାମାଜିକ, ରାଜନୀତିକ ଓ ଅର୍ଥନୀତିର ବ୍ୟବସ୍ଥା ଡାକଟିକେଟରେ ପ୍ରତିଫଳିତ ହୋଇଥାଏ। ଡାକଟିକେଟ ସଂଗ୍ରହ କରୁଥିବା ବ୍ୟକ୍ତି କିମ୍ବା ଛାତ୍ରଛାତ୍ରୀଙ୍କ ଜ୍ଞାନ ଏହା ମାଧ୍ୟମରେ ବିକଶିତ ହୋଇଥାଏ।...

ଆଲୁମିନିୟମ୍‌ ଉତ୍ପାଦନରେ ନାଲ୍‌କୋ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି: ରାଜ୍ୟପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ୩୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି ନବରତ୍ନ କମ୍ପାନି ନାଲ୍‌କୋ। ନାଲ୍‌କୋ ଅଡିଟୋରିୟମ୍‌ ହଲ୍‌ରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମିର...