କାଟ୍ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ – ବିଶ୍ୱାସ ପରୀକ୍ଷାରେ ମୋଦି ସରକାର ପାସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି। ବିଶ୍ୱାସ ପରୀକ୍ଷାରେ ମୋଦି ସରକାର ପାସ୍ କରିଛନ୍ତି। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ ଜଣ ସାଂସଦ ଭୋଟ ଦେଇଥିବା ବେଳେ ବିପକ୍ଷରେ...
ଆଖି ମାରିଲେ ରାହୁଲ୍, ଫଟୋ ହେଲା ଭାଇରାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆଜି ନିଆରା ରୂପରେ ଦେଖିବାକୁ ମିଳିଥିଲା ଲୋକସଭାରେ। ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାରେ ରାହୁଲ୍ ଭାଗ ନେଇଥିଲେ। ମୋଦି...
ଲୋକସଭାରେ ମୋଦି ସରକାରଙ୍କ ଉପରେ ଜମେଇକି ବର୍ଷିଲେ ରାହୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ କରିଥିଲେ ଟାର୍ଗେଟ୍। ମୋଦି ସରକାର ଗରୀବଙ୍କ ସରକାର ନୁହେଁ, ସୁଟ୍-ବୁଟ୍ ଲୋକଙ୍କ ସରକାର...
ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ କକ୍ଷତ୍ୟାଗ, ବିରୋଧୀଙ୍କୁ କଡ଼ା ସନ୍ଦେଶ ଦେଲା ବିଜେଡି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ହେବା ପୂର୍ବରୁ ବିଜେଡି ସାଂସଦ କକ୍ଷତ୍ୟାଗ କରି ବିରୋଧୀ ମହାମେଣ୍ଟକୁ କଡ଼ା ସନ୍ଦେଶ ଦେଇଛନ୍ତି।
ଶୁକ୍ରବାର ଦିନ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର...
କ’ଣ ନଘଟିଲା! ଅନାସ୍ଥା ଆଲୋଚନା ବେଳେ ମୋଦିଙ୍କୁ ଆଲିଙ୍ଗନ କଲେ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସଂସଦରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପରସ୍ପର ବିରୋଧୀ ସାଜିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପରକୁ ଆଲିଙ୍ଗନ କରିଛନ୍ତି।
ଆଜି ସଂସଦରେ ବିରୋଧୀଙ୍କ...
ଆଜିଠାରୁ ସାରା ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍ ଧର୍ମଘଟ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଦାବି ନେଇ ଆଜିଠାରୁ ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍ ଧର୍ମଘଟ ଡାକରା ଦିଆଯାଇଛି।
ସାରା ଦେଶରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍ ଧର୍ମଘଟ ଆରମ୍ଭ। ବିଭିନ୍ନ ଦାବି ନେଇ...
ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ, ଜାଣନ୍ତୁ ମତ ରଖିବା ପାଇଁ କେଉଁ ଦଳକୁ ମିଳିବ କେତେ ସମୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସଂସଦରେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ।
ଶାସନର ୪ ବର୍ଷ ପରେ ମୋଦି ସରକାର ଆଜି ପ୍ରଥମଥର ପାଇଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ଯାଉଛନ୍ତି।...
ଆରବିଆଇ ଜାରି କଲା ନୂଆ ୧୦୦ ଟଙ୍କିଆ ନୋଟ୍, ଅଗଷ୍ଟରେ କରିବ ବଜାର ପ୍ରବେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ନୋଟ୍ର ରଙ୍ଗ ବାଇଗଣୀ
ନୂଆ ନୋଟ୍ରେ ଗୁଜରାଟ ରାଣୀଙ୍କର ମହଲ
ନୋଟ୍ର ଲମ୍ବ ୬୬ ଏମ୍ଏମ୍ ଏବଂ ଚଉଡ଼ା ୧୪୨ ଏମ୍ଏମ୍
ଦେବନାଗରୀ ଭାଷାରେ ଲେଖାଯାଇଛି ୧୦୦
ଭାରତୀୟ ରିଜର୍ଭ...
୨୦ ବର୍ଷୀୟ ସ୍ୱାମୀର ଦୁଇକାନ କାଟି ଦେଲା ୪୦ ବର୍ଷୀୟା ସ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକ ଅମାନବୀୟ ଘଟଣାକ୍ରମରେ କୋଲକାତାରେ ଜଣେ ଯୁବକଙ୍କର ଦୁଇକାନ କାଟିଦେଇଛି ତାଙ୍କ ସ୍ତ୍ରୀ। ଉକ୍ତ ମହିଳା ଓ ତାଙ୍କ ଭଉଣୀ ମିଶି ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କର ଦୁଇଟି...
ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜାଣନ୍ତୁ କିଏ କାହା ସାଥିରେ ଅଛି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ। କେଉଁ ଦଳ କାହାକୁ ସମର୍ଥନ କରିବ ତାକୁ ନେଇ ଉଠୁଛି ପଡ଼ୁଛି ଜାତୀୟ ରାଜନୀତି।
ନରେନ୍ଦ୍ର ମୋଦି ସରକାର ବିରୋଧରେ କଂଗ୍ରେସ...





















