National

ନାଲକୋ ଅଧ୍ୟକ୍ଷଙ୍କୁ ନଲେଜ ଏକ୍ସିଲେନ୍ସ ସମ୍ମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଞ୍ଚିଠାରେ ଅନୁଷ୍ଠିତ ୨୨ତମ ଅଣଲୌହ ଖଣିଜ ଓ ଧାତୁ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ-୨୦୧୮  ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଯୋଗଦେଇ ଆଲୁମିନିୟମ୍ ଉଦ୍ୟୋଗର...

ଖୋଲିବ ଦିଲ୍ଲୀ ବୁରାଡ଼ି ମୃତ୍ୟୁର ରହସ୍ୟ! ମହିଳା ତାନ୍ତ୍ରିକ ପାଖରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳା ତାନ୍ତ୍ରିକ ଗୀତା ମା'କୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ। ସାରା ଦେଶରେ ଚହଳ ପକାଇଥିବା ବୁରାରୀ ମୃତ୍ୟୁ ରହସ୍ୟ ଉପରୁ ଧିରେ ଧିରେ ପରଦା ଉଠୁଛି। ଭାଟିଆ ପରିବାରର ମୃତ୍ୟୁ ସହ...

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କୁ ୧୦ ବର୍ଷ ଜେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁର୍ନୀତି ଅଭିଯୋଗରେ ନୱାଜ ସରିଫ୍‌ଙ୍କୁ ଜେଲ୍ ଦଣ୍ଡାଦେଶ ଦେଲେ ପାକିସ୍ତାନର ଆକାଉଣ୍ଟିବିଲିଟି କୋର୍ଟ ସରିଫ୍‌ଙ୍କ ଝିଅ ମାରିୟାମ ନୱାଜଙ୍କୁ ୭ ବର୍ଷ ଜେଲ୍ ଜ୍ୱାଇଁ ସଫ୍‌ଦାରଙ୍କୁ ବର୍ଷେ ଜେଲ୍ ପାକିସ୍ତାନର ପୂର୍ବତନ...

ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ: ଜାମ୍ମୁ ଓ କାଶ୍ମୀରରେ କନଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାମ୍ମୁ-କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ କନଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କଲେ ଆତଙ୍କବାଦୀ। ଜାମ୍ମୁ-କାଶ୍ମୀରର ଶୋପିଆନ୍‌ର ବେହଲୀ କାଚଡ଼ୋଗରା ଅଞ୍ଚଳରେ ଘଟିଛି ଏହି ଅଘଟଣ। ଏଠାରେ...

ବୁରାରି କାଣ୍ଡ: ୬ଦିନ ପୂର୍ବରୁ ଚାଲିଥିଲା ଆତ୍ମହତ୍ୟା ପ୍ରାକ୍ଟିସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀର ବୁରାରିରେ ଗୋଟିଏ ପରିବାରର ୧୧ଜଣ ମୃତ୍ୟୁ ଘଟଣାରେ ପ୍ରତିଦିନ ନୂଆନୂଆ କଥା ସାମ୍ନାକୁ ଆସୁଛି। ଘଟଣାର ମାଷ୍ଟରମାଇଣ୍ଡ୍ କୁହାଯାଉଥିବା ପରିବାର ସଦ୍ୟସ୍ୟ ଲଳିତ ଭାଟ୍ଟିଆଙ୍କ ଡାଏରୀରୁ ଅନେକ ତଥ୍ୟ ପଦାକୁ...

ଜିଓର ଧମାକାଦାର ଅଫର୍: ପୁରୁଣା ଫୋନ ଦେଇ ନେଇପାରିବେ ନୂଆ ଫୋନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ଜିଓ ଗ୍ରାହକଙ୍କ ପାଇଁ ବଡ଼ ଅଫର ଘୋଷଣା କରିଛନ୍ତି। ରିଲାଏନ୍ସ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରୀର ୪୧ତମ ସାଧାରଣ ବୈଠକରେ ଏହି ଘୋଷଣା କରାଯାଇଛି। ଏହି ବୈଠକରେ ବ୍ରଡ୍‌ବ୍ୟାଣ୍ଡ୍‌...

ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାରର ପ୍ରଥମ ବଜେଟ: କୃଷକଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଗୁରୁବାର ତାଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କର୍ଣ୍ଣାଟକର ପ୍ରତି କୃଷକଙ୍କୁ ୨ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ଼ ଘୋଷଣା କରିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି...

ଶଶି ଥରୁରଙ୍କୁ ଆଗୁଆ ଜାମିନ, ବିନା ଅନୁମତିରେ ବିଦେଶ ଯାଇପାରିବେ ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ଦିଲ୍ଲୀର ଏକ କୋର୍ଟ ଗୁରୁବାର ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ବରିଷ୍ଠ କଂଗ୍ରେସ ନେତା...

ହ୍ଵାଟସଆପରେ ଗୁଜବ ମେସେଜ୍ ନେଲାଣି ୩୦ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ କିଛିଦିନ ଧରି ମେସେଜିଂ ଆପ୍ଲିକେସନ୍‌ ହ୍ଵାଟ୍‌ସଆପ୍‌ ଜରିଆରେ ପିଲାଚୋରି ଗୁଜବ ଖବର ବ୍ୟାପିବାରେ ଲାଗିଛି। ଏହାର କୁପରିଣତି ସ୍ୱରୂପ ଦେଶରେ ମୋଟ ୩୦ଟି ହତ୍ୟାକାଣ୍ଡ ଘଟିସାରିଲାଣି। ଏ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର...

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍: ଇଟାଲୀରେ ରୋଡ଼ ସୋ’ କରିବ ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ଏବେ ଇଟାଲୀ ମୁହାଁ। ପୁଞ୍ଜି ଆକର୍ଷଣ କରିବା ପାଇଁ ବିଶ୍ୱର ବହୁ ଦେଶରେ ରୋଡ଼ ସୋ' କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ମେକ ଇନ ଓଡ଼ିଶା...