National

ନ୍ୟାୟପାଳିକା-ସରକାର ମଧୁଚନ୍ଦ୍ରିକା: ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ଜଷ୍ଟିସ ଚେଲମଶ୍ୱର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ନେଇ ବଢ଼ୁଛି ବିବାଦ। ନ୍ୟାୟପାଳିକାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଥିବା ପୁଣି ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜେ ଚେଲମଶ୍ୱର। ନ୍ୟାୟପାଳିକାରେ କେନ୍ଦ୍ର...

ହଟିଲେ ଜନାର୍ଦ୍ଦନ, ଅଶୋକ ଗେହଲଟ୍ ହେଲେ ଏଆଇସିସିର ସଙ୍ଗଠନ ମହାସଚିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଧ୍ୟକ୍ଷ ହେବା ପରେ ରାହୁଲ ଗାନ୍ଧି ଆଜି ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ଦୀର୍ଘଦିନ ଧରି ଦଳର ସଙ୍ଗଠନ ମହାସଚିବ ଥିବା ଜନାର୍ଦ୍ଦନ ଦ୍ୱିବେଦୀଙ୍କୁ ପଦରୁ ହଟାଇ ବରିଷ୍ଠ ନେତା ଅଶୋକ ଗେହଲଟ୍‌ଙ୍କୁ...

ଏପ୍ରିଲ ୨୫ରେ ପୁନଃ ପରୀକ୍ଷା: ଅର୍ଥନୀତିରେ ପରୀକ୍ଷା ଦେବେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୨୫ ତାରିଖରେ ହେବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା। ଏନେଇ ସିବିଏସ୍‌ଇ କର୍ତ୍ତୃପକ୍ଷ ଶୁକ୍ରବାର ଅପରାହ୍ଣରେ କରିଛନ୍ତି ଘୋଷଣା। ତେବେ ଦଶମ ଶ୍ରେଣୀର ଗଣିତ ପରୀକ୍ଷା କେବେ ହେବ...

ସୋସିଆଲ ମିଡିଆରେ ଅଟଳ ବିହାରୀ ବାଜପେୟୀଙ୍କୁ ନେଇ ପୁଣି ଗୁଜବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ଖବର। କିଛି ଲୋକ ଆଗ ପଛ ବିଚାର ନକରି ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ବି ଦେଇଛନ୍ତି। ହେଲେ...

ଅନଶନ ଭାଙ୍ଗିଲେ ଆନ୍ନା ହଜାରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନଶନରୁ ଓହରିଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଜୁସ୍‌ ପିଆଇ ଆନ୍ନାଙ୍କୁ ଅନଶନରୁ ଉଠାଇଛନ୍ତି। ଅନଶନରୁ ଓହରିଲେ ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ। କୃଷକଙ୍କୁ...

ଦୁବାଇ ମାଟିରେ ଉଡ଼ିଲା ଓଡ଼ିଆ ପାଇକ ବୀରଙ୍କ ବୀରତ୍ଵର ଧ୍ଵଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ   ବିଦେଶ ମାଟିରେ ଓଡ଼ିଆ ପାଇକଙ୍କ ବୀରତ୍ୱର କାହାଣୀ ପହଞ୍ଚାଇବା ଲକ୍ଷ୍ୟ ନେଇ ଦୁବାଇର ଓଡ଼ିଆ ସଂସ୍କୃତି ସଂଗଠନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ। ଦୁବାଇର ଓଡ଼ିଆ ସଂସ୍କୃତି ସଂଗଠନ ପକ୍ଷରୁ ‘ପାଇକ ବିଦ୍ରୋହ’ ୨୦୦ବର୍ଷ...

ଉତ୍କଳ ଦିବସରୁ ମୁମ୍ବାଇରେ ମିଳିବ ପ୍ରସିଦ୍ଧ ଦହିବରା-ଆଳୁଦମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇରେ ମିଳିବ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ୍। ଏଥିପାଇଁ 'ପୂର୍ଣ୍ଣ ଭୋଜ' ନାମକ ଏକ ସଂସ୍ଥା ତରଫରୁ ଏହି ଉଦ୍ୟମ ଆରମ୍ଭ ହୋଇଛି। ମୁମ୍ବାଇ ଓ ଦେଶର ଅନ୍ୟ ମେଟ୍ରୋ ସହରରେ ଯେଉଁ ଓଡ଼ିଆମାନେ...

ଆଜିର ବଡ଼ ଖବର (୨୯ ମାର୍ଚ୍ଚ, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ -ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ପିସିସି ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି...

ମେଳି ବାନ୍ଧୁଛନ୍ତି ବିରୋଧୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଣିବେ ‘ମହାଭିଯୋଗ’ ପ୍ରସ୍ତାବ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଙ୍କଟରେ ପଡ଼ିଛି ଦେଶର ନ୍ୟାୟପାଳିକା। ଚାରି ଜଣ ବରିଷ୍ଠ ବିଚାରପତି ସୁପ୍ରିମକୋର୍ଟରେ କିଛି ଠିକ୍‌ ଚାଲିନାହିଁ ଅଭିଯୋଗ ଆଣି ଦେଶକୁ ହଲଚଲ୍ କରିବା ପରେ ଏବେ ଏକ ନୂଆ ଚର୍ଚ୍ଚା ମୁଣ୍ଡ...

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍: ଆଉଥରେ ହେବ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଏସ୍‌ଇ ଦଶମ ଶ୍ରେଣୀର ଗଣିତ ଏବଂ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପ୍ରଶ୍ନପତ୍ର ଲିକ୍‌ ହେବା ପରେ ତତ୍ପର ହେଇ ଉଠିଛନ୍ତି ସିବିଏସ୍‌ଇ କର୍ତ୍ତୃପକ୍ଷ। ଏହି ଦୁଇଟି ବିଷୟରେ ଆଉଥରେ ପରୀକ୍ଷା ହେବ...