ଗୁରୁଗ୍ରାମରେ ନିଖୋଜ କାଶ୍ମିର ଛାତ୍ର ସୋହେଲ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ଗୁରୁଗ୍ରାମରେ ଏମ୍ସ ଛାତ୍ର ସୋହେଲ ଅଜାଜକୁ ଦେଖିଛନ୍ତି ଗୁରୁଗ୍ରାମର ଏକ ଏଟିଏମର ସିକୁରିଟି ଗାର୍ଡ !
ଭୁବନେଶ୍ଵର ଏମ୍ସର ନିଖୋଜ କାଶ୍ମିର ଛାତ୍ର ସୋହେଲ ଅଜାଜକୁ ଠାବ କରିବା ପାଇଁ ଜାରି...
କାଠମାଣ୍ଡୁରେ ବିମାନ ଦୁର୍ଘଟଣାଗ୍ରସ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଢାକାରୁ ଯାତ୍ରା ଆରମ୍ଭ କରିଥିଲା ବିମାନ
କାଠମାଣ୍ଡୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରସାମ୍ୟ ହରାଇଲା ବିମାନ
ବିମାନରେ ଥିଲେ ୬୮ ଯାତ୍ରୀ
୧୩ ଉଦ୍ଧାର, ୫୫ ଯାତ୍ରୀ ପ୍ରାଣ ହରାଇଥିବା...
କୃଷକଙ୍କ ଗୁହାରି ଶୁଣିବ କିଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଦାବି ପୂରଣ ନେଇ ଲଗାତାର ଷଷ୍ଠ ଦିନରେ ପହଞ୍ଚିଛି ମହାରାଷ୍ଟ୍ରର ଚାଷୀ ଆନ୍ଦୋଳନ। ସେହିପରି ସୋମବାରଠାରୁ ପ୍ରାଇସ୍ ,ପ୍ରେସଟିଜ୍ ଓ ପେନସନ୍ ଦାବିରେ ଭୁବନେଶ୍ଵରରେ ଗର୍ଜିଛନ୍ତି ଚାଷୀ।
ଦେଶର ପେଟ...
ବିଜେପି ଉପରେ ବର୍ଷିଲେ ସୋନିଆ: କହିଲେ, “୨୦୧୯ରେ ସରକାର ଗଢ଼ିବ କଂଗ୍ରେସ”
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବିଜେପି ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି। ବିଜେପି ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ କହିବା ସହ ୨୦୧୯ରେ କଂଗ୍ରେସ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ...
ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ଇଚ୍ଛାମୃତ୍ୟୁକୁ ଦେଲେ ସର୍ତ୍ତମୂଳକ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ମାନର ସହ ମରିବାର ଅଧିକାର ରହିଛି। ଏହା ଦର୍ଶାଇ ସୁପ୍ରିମକୋର୍ଟ ଦେଇଛନ୍ତି ଏକ ଐତିହାସିକ ରାୟ। ତେବେ ସର୍ବୋଚ୍ଚ ଅଦାଲତ ଇଚ୍ଛାମୃତ୍ୟୁ ଲାଗି ଅନେକଗୁଡିଏ ସର୍ତ୍ତ ରଖି ସ୍ୱୀକୃତି...
ସାଂସଦଙ୍କ ବ୍ୟକ୍ତିଗତ ସହାୟକରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ବିପ୍ଲବ ଦେବଙ୍କ ରାଜନୀତିକ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ମନରେ ଆଗ୍ରହ ଓ ନିଷ୍ଠା ଥିଲେ ଯେ କୌଣସି ବ୍ୟକ୍ତି ସଫଳତାର ଶୀର୍ଷକୁ ଯାଇଥାଏ। ଏହାକୁ ପ୍ରମାଣିତ କରିଛନ୍ତି ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ। ସ୍ୱୟଂସେବକ ଭାବେ ରାଜନୀତି...
ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିପ୍ଲବ ଦେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ବିପ୍ଲବ ଦେବ ଶପଥ ନେଇଛନ୍ତି। ଶପଥଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ତ୍ରିପୁରାରେ ବାମଗଡ ଧ୍ୱସ୍ତ ହେବା ପରେ ପ୍ରଥମଥର ଲାଗି ରାଜ୍ୟରେ ବିଜେପି ସରକାର...
ବାଂଲାଦେଶକୁ ୬ ୱିକେଟରେ ହରାଇଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଦାହାସ୍ ଟି-୨୦ ସିରିଜ୍ରେ ଭାରତୀୟ କ୍ରିକେଟ ଟିମ୍ ଜବରଦସ୍ତ ବିଜୟ ହାସଲ କରିଛି। ବାଂଲାଦେଶକୁ ୬ ୱିକେଟରେ ପରାଜିତ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଟିମ୍...
ମହିଳା ପାଇଲଟଙ୍କୁ ନିଯୁକ୍ତି ଦେବାରେ ଭାରତ ବିଶ୍ୱରେ ନଂ ୧
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ପାଇଲଟ୍ ନିଯୁକ୍ତି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା। ବିଶ୍ୱସ୍ତରରେ ପେସାଦାର ମହିଳା ପାଇଲଟଙ୍କ ହାରାହାରି ନିଯୁକ୍ତି ହାର ୫.୪ ପ୍ରତିଶତ ରହିଥିବା ଭାରତରେ ଏହା ୧୨ ପ୍ରତିଶତ।
ନିଜ ଦକ୍ଷତା ବଳରେ ଭାରତୀୟ...
ମାଣିକ ସରକାରଙ୍କ ପାଦ ଛୁଇଁଲେ ତ୍ରିପୁରାର ଭାବି ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ରିପୁରାରେ ଦୀର୍ଘ ୨୫ ବର୍ଷର ବାମ ଦଳ ଗଡ଼କୁ ଧ୍ଵସଂ କରି ବିଜେପି ସରକାର ଗଢ଼ିବାକୁ ଯାଉଛି। ପ୍ରଦେଶ ବିଜେପି ଅଧ୍ୟକ୍ଷ ବିପ୍ଲବ ଦେବ ଆସନ୍ତା ମାର୍ଚ୍ଚ ୯ ତାରିଖରେ...





















