କଲମ୍ବୋ ଟି-୨୦: ୫ ୱିକେଟରେ ଭାରତକୁ ହରାଇଲା ଶ୍ରୀଲଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
କଲମ୍ବୋରେ ଧମାକାଦାର ଖେଳ ପ୍ରଦର୍ଶନ କରିଛି ଶ୍ରୀଲଙ୍କା ଟିମ୍। ଭାରତୀୟ ଦଳକୁ ୫ ୱିକେଟରେ ପରାଜିତ କରି ଟି-୨୦ ମ୍ୟାଚରେ ବିଜୟୀ ହୋଇଛି ଶ୍ରୀଲଙ୍କା।
ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ହାରି ପ୍ରଥମେ...
ମାର୍ଚ୍ଚ ୯ ରୁ ନୂଆଦିଲ୍ଲୀଠାରେ ଓଡ଼ିଶା ପର୍ବ – ୨୦୧୮
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ସଂସ୍କୃତି ଓ ଓଡିଆ ସମାଜର ଗୌରବମୟ ଗାଥାକୁ ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ମାର୍ଚ୍ଚ ୯ରୁ ଓଡ଼ିଶା ପର୍ବ-୨୦୧୮ ଅନୁଷ୍ଠିତ ହେବାକୁ ଯାଉଛି। ଏହା ୧୧...
ଷ୍ଟାଣ୍ଡିଂ କମିଟିରୁ ବୈଜୟନ୍ତଙ୍କୁ ହଟାଇବା ପାଇଁ ଚିଠି ଲେଖିଲେ ଭର୍ତ୍ତୃହରି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ
ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଲେଖିଲେ ଚିଠି
ଲୋକସଭାରେ ବୈଜୟନ୍ତଙ୍କ ସିଟ୍ ଅଲଗା କରାଯାଉ
ବିଜେଡି ସାଂସଦଙ୍କ ସହ ସେ ବସିପାରିବେନି...
କନରାଡ୍ ସାଙ୍ଗମା ହେଲେ ମେଘାଳୟ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୧ଟି ବିଧାନସଭା ଆସନ ପାଇଥିବା କଂଗ୍ରେସକୁ ମେଘାଳୟରେ ନିରାଶ ହେବାକୁ ପଡ଼ିଛି। ୪ଟି ଦଳର ସମର୍ଥନରେ କନରାଡ୍ ସାଙ୍ଗମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମେଘାଳୟ...
ଓଡ଼ିଶାରେ ତ୍ରିପୁରାର ପୁନରାବୃତ୍ତି ହେବ?
ଓଡ଼ିଶାଲାଇଭ୍ ବ୍ୟୁରୋ
୨୫ ବର୍ଷ ପରେ ତ୍ରିପୁରା ଦଖଲ କରିଥିବା ବିଜେପି ଏବେ ୧୮ ବର୍ଷର ନବୀନ ସରକାର ଉପରେ ଆଖି ପକାଇଛି। ତ୍ରିପୁରା ଭଳି ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି...
ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ସାଂସଦ ହେଲେ କୃଷ୍ଣା କୁମାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ଦଳିତ ହିନ୍ଦୁ ମହିଳା ଭାବେ କୃଷ୍ଣା କୁମାରୀ କୋହ୍ଲି ପାକିସ୍ତାନ ପାର୍ଲିଆମେଣ୍ଟର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।
ମୁସଲମାନ ବହୁଳ ପାକିସ୍ତାନର ସିନ୍ଧ ପ୍ରଦେଶର ଦଳିତ ହିନ୍ଦୁ ମହିଳା କୃଷ୍ଣା କୁମାରୀ...
କଂଗ୍ରେସର ଆଶା ମଉଳିଲା: ମେଘାଳୟ ବିଜେପି-ଏନପିପି ମେଣ୍ଟ ହାତକୁ ଗଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଘାଳୟରେ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି। ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ନେତୃତ୍ୱରେ ବିଜେପି ଏଠାରେ ସରକାର ଗଢ଼ିବାକୁ ଯାଉଛି।
ଚଳିତବର୍ଷ ମେଘାଳୟ ବିଧାନସଭା ନିର୍ବାଚନରେ କଂଗ୍ରେସ ସର୍ବାଧିକ ୨୧ଟି...
ସିବିଏସଇ ପରିଚାଳିତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଦୁଇ ଶ୍ରେଣୀରେ ମୋଟ ୨୮ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ସେଣ୍ଟ୍ରାଲ ବୋର୍ଡ ଅଫ୍...
ମେଘାଳୟରେ ସକରାର ଗଠନ କରିବ କିଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସର ଜୋରଦାର ଉଦ୍ୟମ
ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ନେତା
୬୦ରୁ ୨୧ଟି ଆସନ ପାଇଛି କଂଗ୍ରେସ
ବିଜେପି ବି ଆଶା ଛାଡ଼ିନି
ଶନିବାର ପ୍ରକାଶ ପାଇଛି ମେଘାଳୟ ବିଧାନସଭା ନିର୍ବାଚନର ଫଳାଫଳ।...
ଅମିତ ଶାହାଙ୍କ ଦମ୍ଭୋକ୍ତି: ଓଡ଼ିଶାରେ ସରକାର ଗଢ଼ିବ ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପୁଣି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୨୦୧୯ରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି କହିଛନ୍ତି। ବିଜେଡି ଶାହାଙ୍କ ମନ୍ତବ୍ୟର ଦୃଢ଼ ଜବାବ ଦେଇଛି।
ଉତ୍ତର-ପୂର୍ବ...





















