‘ହିଜାବ’ : କର୍ଣ୍ଣାଟକରୁ ସାରା ଦେଶକୁ ବ୍ୟାପିଲାଣି ଏହି ବିବାଦ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକରେ ହିଜାବକୁ ନେଇ ମୁଣ୍ଡ ଟେକିଥିବା ବିବାଦ ଏବେ ହିଂସାତ୍ମକ ରୂପ ଧାରଣ କରିଛି। ସାରା ଦେଶରେ ହିଜାବ ବିବାଦକୁ ନେଇ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ରାଜନୈତିକ ବିବାଦ ମଧ୍ୟ...

‘ହମାସ’ର ଅନ୍ତ ନହେବା ଯାଏଁ ଜାରି ରହିବ ଯୁଦ୍ଧ – ଇସ୍ରାଏଲ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ହମାସକୁ କଡ଼ା ଜବାବ ଦେବା ପାଇଁ ଇସ୍ରାଏଲ ପାଲେଷ୍ଟାଇନର ଗାଜା ଷ୍ଟ୍ରିପରେ...

‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଗାନ୍ଧୀ ଜୟନ୍ତୀରୁ ‘ଉଦ୍ୟୋଗୀ ସମ୍ପର୍କ ଅଭିଯାନ’ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜଗତସିଂହପୁର/ଭୁବନେଶ୍ୱର): ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ 'ସ୍ୱକଳ୍ପ' ଅଧୀନରେ ‘ଉଦ୍ୟୋଗୀ ସମ୍ପର୍କ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏଥିପାଇଁ ଏକ ସ୍ୱତନ୍ତ୍ର...

‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଅସ୍ତରଙ୍ଗ ବ୍ଳକରେ ‘ଉଦ୍ୟୋଗୀ ପରାମର୍ଶ ଶିବିର’

ଓଡ଼ିଶାଲାଇଭ୍ ବ୍ୟୁରୋ (ଅସ୍ତରଙ୍ଗ/ପୁରୀ): ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ ବିଭିନ୍ନ ସ୍ଥାନରେ ‘ଉଦ୍ୟୋଗୀ ପରାମର୍ଶ ଶିବିର’ ଆୟୋଜନ କରାଯାଉଛି। ମଙ୍ଗଳବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର...

‘ସ୍ୱକଳ୍ପ ସହଯୋଗ’: ଗୋଟିଏ ପ୍ଲାଟଫର୍ମରେ ଏକାଠି ହେଲେ ୧୦୦ରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ ସହଯୋଗୀ ସଂସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ସହିତ ସେମାନଙ୍କ ବ୍ୟବସାୟକୁ ଆଉ ଏକ ସୋପାନକୁ ନେବା ଲକ୍ଷ୍ୟରେ ‘ସ୍ୱକଳ୍ପ ସହଯୋଗ’ ଆୟୋଜନ କରାଯାଉଛି। ବୁଧବାର...

‘ସେମାନେ’ ପୋଲିସ୍‌କୁ ଠିକଣା ସମୟରେ ଜଣାଇଥିଲେ ମାନସ ବଞ୍ଚିଯାଇଥାନ୍ତେ କି?

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଜଘନ୍ୟ ହତ୍ୟା ଘଟଣାରେ ଆଜି ଅନେକ ପ୍ରଶ୍ନ ଉଠୁଛି। ତା’ ଭିତରେ ଗୋଟିଏ ନୂଆ ପ୍ରଶ୍ନ ହେଉଛି, ‘ସେମାନେ’ ଠିକଣା ସମୟରେ ପୋଲିସ୍‌କୁ ଜଣାଇଥିଲେ ମାନସ ବଞ୍ଚିଯାଇଥାନ୍ତେ...

‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ: ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ...

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀର ପ୍ରକୋପ କମିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ପୁଣିଥରେ ଆରମ୍ଭ କରାଯାଇଛି। ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ...

‘ସିମ୍‌ଲା ରାଜିନାମା’ ଉପରେ ଅଟକିଛି ବିରୋଧୀ ମହାମେଣ୍ଟର ଭବିଷ୍ୟତ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପାଟଣାରେ ଏକାଠି ବସିଲେ, କିନ୍ତୁ ରାଜିନାମା ହେବ ସିମ୍‌ଲାରେ। ବିରୋଧୀ ମହାମେଣ୍ଟର ପରବର୍ତ୍ତୀ ସିମ୍‌ଲା ବୈଠକ ଉପରେ ପୂରା ଦେଶବାସୀଙ୍କ ନଜର। ପାଟଣାରେ ବିରୋଧୀ ଏକାଠି ବସିଲେ। ଜୁନ ୨୩ ତାରିଖରେ...

‘ସାମ୍’ ଶିଶୁଙ୍କ ଚିକିତ୍ସା ଓ ପୋଷଣ ବିକାଶ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ପୁଷ୍ଟି ସାଧନ କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ମୋ ଝିଅର ବୟସ ୨ ବର୍ଷ। ହେଲେ ତା’ର ଓଜନ ବଢ଼ୁ ନଥିବାରୁ ମୁଁ ଚିନ୍ତାରେ ଥିଲି। ଅଙ୍ଗନବାଡ଼ି ଦିଦିଙ୍କ କଥାରେ ମୁଁ ତାକୁ ଧରି ପୁଷ୍ଟି ସାଧନ କେନ୍ଦ୍ରକୁ ଆସିଲି।...

‘ସଂଚାର ସାରଥି’ ପୋର୍ଟାଲ ଉନ୍ମୋଚିତ, ଏଣିକି ସହଜରେ ଖୋଜି ହେବ ହଜିଲା ମୋବାଇଲ ଫୋନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ହଜି ଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଫୋନକୁ ସହଜରେ ଠାବ କରିହେବ। ଏଥିପାଇଁ କେନ୍ଦ୍ର ସଂଚାର ମନ୍ତ୍ରାଳୟ ପକ୍ଷରୁ ‘ସଂଚାର ସାରଥି’ ପୋର୍ଟାଲ ଆରମ୍ଭ କରାଯାଇଛି। ମଙ୍ଗଳବାର କେନ୍ଦ୍ର...