“ନଭେମ୍ବର ୨୪ରେ ୨୦ ଲକ୍ଷ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା”
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ନଭେମ୍ବର ୨୪ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀ ୫ ହଜାର ଟଙ୍କା ଲେଖାଏଁ...
ବାୟୁ ପ୍ରଦୂଷଣ ମୁକାବିଲାରେ ବିଫଳ ଦିଲ୍ଲୀ ସରକାର: କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ
ପୁଷ୍ପମିତ୍ର ମହାନ୍ତି
ଭାରତର ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ଉଦବେଗଜନକ ସ୍ତରରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ମୁକାବିଲା କରିବାରେ ବିଫଳ ହୋଇଛନ୍ତି ଦିଲ୍ଲୀ ସରକାର। ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।
ଏହି...
ମିଡିଆ ସାମ୍ରାଜ୍ୟର ବାଦଶାହ ରାମୋଜୀ ରାଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମିଡିଆ ସାମ୍ରାଜ୍ୟର ବାଦଶାହ ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।
ରାମୋଜୀ ରାଓ, କେବଳ ଜଣେ ବ୍ୟକ୍ତି ନଥିଲେ, ଥିଲେ ଏକ ଅନୁଷ୍ଠାନ। ଗଣମାଧ୍ୟମ କ୍ଷେତ୍ରରେ ଆସିଥିବା...
ଆଦିବାସୀ ଜନନାୟକ ବିର୍ସା ମୁଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦିବାସୀ ଜନନାୟକ ବିର୍ସା ମୁଣ୍ଡା। ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସରେ ଜଣେ ପରିଚିତ ନାଁ। ଆଜି ସେହି ବୀରପୁତ୍ରଙ୍କ ଜୟନ୍ତୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।
ବିର୍ସା ମୁଣ୍ଡା, ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଇତିହାସରେ...
ଆଜି ଶିଶୁ ଦିବସ – ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ। ଆଜିର ଦିନକୁ ସ୍କୁଲ ଏବଂ କଲେଜ ଆଦି ବିଭିନ୍ନ ସ୍ଥାନରେ ବେଶ ଉତ୍ସାହର ସହ ପାଳନ...
ଭାରତରେ ୨୦୨୫ରୁ ଆରମ୍ଭ ହେବ ଜନଗଣନା!
ମିନତି ମିଶ୍ର
ପ୍ରତି ୧୦ ବର୍ଷରେ ହେଉଥିବା ଜନଗଣନାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା। ଆସନ୍ତା ୨୦୨୫ ମସିହାରୁ ଭାରତରେ ଆରମ୍ଭ ହେବ ଜନଗଣନା ପ୍ରକ୍ରିୟା। ଏହି ପ୍ରକ୍ରିୟା ଆସନ୍ତା...
ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ… ଏହି ସୁନ୍ଦର ଓ ହୃଦୟସ୍ପର୍ଶୀ ପଂକ୍ତିଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଲେଖନୀରୁ ଆସିଥିଲା। ବର୍ଷ ବର୍ଷ ବିତିଯାଇଥିଲେ...
ଲର୍ଡ ମାଉଣ୍ଟବ୍ୟାଟେନ: ଭାରତ ବିଭାଜନ ପଛର ପ୍ରମୁଖ ବ୍ୟକ୍ତିଙ୍କ ହତ୍ୟା ଏବେ ବି ରହସ୍ୟ ଘେରରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲର୍ଡ ମାଉଣ୍ଟବ୍ୟାଟେନ, ଭାରତର ଶେଷ ଭାଇସରୟ। ଇଂଲଣ୍ଡର ରୟାଲ ନ୍ୟାଭିର ଜଣେ ଅଧିକାରୀ ଭାବେ ଜୀବନର ଦୀର୍ଘ ସମୟ ତାଙ୍କର ପାଣି ଭିତରେ ହିଁ କଟିଥିଲା। ନିଜ ଜୀବନର ବିଶେଷ ଅନୁଭୂତି...
ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ତିନି ମିଶ୍ର
ଭାସ୍କର ପରିଚ୍ଛା
ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ କଥା ବହୁ ବରିଷ୍ଠ ଓ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସେ। ସେମାନଙ୍କ ମଧ୍ୟରୁ କେବଳ ଶ୍ୟାମାମଣୀ ଦେବୀ ହିଁ ଏବେ ଜୀବିତ ଅଛନ୍ତି। ତେବେ ଯେଉଁ...
ହଂକଂର ପ୍ରସିଦ୍ଧ ଜୁବିନ୍ ଫାଉଣ୍ଡେସନର ବିବିଧତା ତାଲିକାରେ ବିଶିଷ୍ଟ ଓଡ଼ିଆ ଇଞ୍ଜିନିୟର ଡକ୍ଟର ଧନଦା କାନ୍ତ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ହଂକଂର ପ୍ରସିଦ୍ଧ ଜୁବିନ୍ ଫାଉଣ୍ଡେସନ ପକ୍ଷରୁ ଉନ୍ମୋଚିତ ହୋଇଥିବା ଡାଇଭର୍ସିଟି ଲିଷ୍ଟ-୨୦୨୪ରେ ବିଶିଷ୍ଟ ଓଡ଼ିଆ ଇଞ୍ଜିନିୟର ତଥା ଶିକ୍ଷାବିତ ଡକ୍ଟର ଧନଦା କାନ୍ତ ମିଶ୍ରଙ୍କୁ ଅନ୍ତର୍ଭୁକ୍ତ କରି ସମ୍ମାନିତ କରାଯାଇଛି। ଏକ...