ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ ମଧୁବାବୁଙ୍କ ଜୀବନାଦର୍ଶ ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ବଡ଼ ପ୍ରେରଣା

ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ ମଧୁବାବୁଙ୍କ ଜୀବନାଦର୍ଶ ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ବଡ଼ ପ୍ରେରଣା

-ନୀଳାମ୍ବର ରଥ “ବୀର ପ୍ରସବିନୀ କୋଟି ସୁତମାତା/ପାଇବ କି ଦରଶନ/ମୋ ଭଳି ନିର୍ଗୁଣ ଧନ ମାନହୀନ/ସନ୍ତାନ କଲେ ରୋଦନ”। କେବଳ ସନ୍ତାନ ରୋଦନ କଲେ ମା’ର ଦୁଃଖଦୁର୍ଦ୍ଦଶା ଦୂର ହୋ‍ଇଯିବ ନାହିଁ। ଯଦି ଆମେ...