ନବୀନ ନିବାସରେ ଏକାଠି ହେଲେ ବିଜେଡି ବିଧାୟକ: ପରାଜୟକୁ ନେଇ ମାନସମନ୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନରେ ପରାଜିତ ହେବାପରେ ବିଜେଡି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର ନବୀନ ନିବାସରେ ହୋଇଥିବା ଏହି ବୈଠକରେ ବିଜେଡିର ନବ ନିର୍ବାଚିତ ବିଧାୟକମାନେ ଯୋଗ ଦେଇଥିଲେ। ବିଜେଡି...

ଓଡ଼ିଶାରେ ବନ୍ଦ ହେବ ବିଏସକେଓ୍ଵାଇ, ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା – ମନମୋହନ ସାମଲ

ଓଡ଼ିଶାଲାଇଭ୍ ବ୍ୟୁରୋ “ଓଡ଼ିଶାରେ ବନ୍ଦ ହେବ ବିଏସକେଓ୍ଵାଇ ଯୋଜନା। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ବିଏସକେଓ୍ଵାଇ ଯୋଜନାରେ ଲୋକଙ୍କୁ କମ୍ ସୁବିଧା ମିଳୁଥିଲା, ଏଣିକି ଆୟୁଷ୍ମାନ ଭାରତ...

କାଳ ହେଲା ଯୌନ କେଳେଙ୍କାରୀ: ହାସନରେ ହାରିଲେ ପ୍ରଜ୍ୱଳ ରେବନ୍ନା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହଙ୍ଗା ପଡ଼ିଲା ଯୌନ କେଳେଙ୍କାରୀ, ହାସନ ଲୋକସଭା ଆସନ ହରାଇଲେ ପ୍ରଜ୍ଜଳ ରେବନ୍ନା। କର୍ଣ୍ଣାଟକର ହାସନ ଲୋକସଭା ଆସନରେ ଜନତା ଦଳ ସେକ୍ୟୁଲାର (ଜେଡିଏସ)ରୁ ନିର୍ବାଚନ ଲଢ଼ୁଥିବା ପ୍ରଜ୍ୱଳ ରେବନ୍ନା ପରାଜିତ...

ତାମିଲନାଡୁରେ ଇଣ୍ଡି ମେଣ୍ଟର କ୍ଲିନ ସ୍ଵିପ୍: ଫେଲ୍ ମାରିଲେ ବିଜେପି ନେତା କେ ଆନ୍ନାମଲାଇ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଚଳିତ ଲୋକସଭା ନିର୍ବାଚନରେ ତାମିଲନାଡୁରେ ବିଜେପିକୁ ବଡ଼ ଝଟକା ଲାଗିଛି। ଏଠାରେ ଇଣ୍ଡି ମେଣ୍ଟ କ୍ଲିନ ସ୍ଵିପ୍ କରିଥିବାବେଳେ ବିଜେପି ସମେତ ଏନଡିଏ ଅନ୍ୟ ଦଳମାନେ ଖାତା ଖୋଲିବାରେ ବିଫଳ...

ଓଡ଼ିଶା ବିଧାନସଭା ନିର୍ବାଚନ – ହାରିଗଲେ ବିଜେଡିର ବଡ଼ ନେତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୨୪ ନିର୍ବାଚନ ଫଳାଫଳ। ସାମ୍ନାକୁ ଆସିଛି ଅନେକ ରୋଚକ ଚିତ୍ର। ୨୪ ବର୍ଷ ହେଲା ବିଜୟୀ ହୋଇ ଆସୁଥିବା ବିଜେଡିର ବହୁ ବରିଷ୍ଠ ନେତାଙ୍କୁ ଏଥର ପରାଜୟର ମୁହଁ ଦେଖିବାକୁ...

ଓଡ଼ିଶା ବିଧାନସଭା ନିର୍ବାଚନ: କେତେ କଟିଲା, କେତେ ଆସିଲା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ୭୮ଟି ଆସନ ଜିତି ଦଳ ଏବେ ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଗତ ୨୪...

ହାରିଗଲେ ତିନି ଦଳର ମୁଖିଆ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଫ୍ଲପ୍ ମାରିଲେ ଟପ୍ ନେତା, ନିର୍ବାଚନ ବୈତରଣୀ ପାର କରିପାରିଲେନି ତିନି ଦଳର ମୁଖିଆ। ଏଥର ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ମୋଡ଼। ଓଡ଼ିଶାରେ ଦୀର୍ଘ ୨୪ ବର୍ଷରୁ ଊର୍ଦ୍ଧ୍ଵ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜୁ ଜନତା ଦଳର ବଡ଼ ବିପର୍ଯ୍ୟୟ ହୋଇଛି। ଭାରତୀୟ ଜନତା ପାର୍ଟିକୁ ସରକାର ଗଠନ କରିବା ପାଇଁ ପୂର୍ଣ୍ଣ ବହୁମତ ମିଳିଛି। ଫଳରେ ମୁଖ୍ୟମନ୍ତ୍ରୀ ପଦରୁ...

ଓଡ଼ିଶାରେ ଜିତିଲା ବିଜେପି, କିନ୍ତୁ ହାରିଗଲେ ରାଜ୍ୟ ସଭାପତି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଚାନ୍ଦବାଲି ଆସନରେ ଭୋଟ ଗଣତି ବେଳେ ଚାଲିଥିଲା ସାପ ସିଡ଼ି ଖେଳ। କେତେବେଳେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ତ ଆଉ କେତେବେଳେ ବିଜେଡିର ଯୁବ ସଭାପତି ବ୍ୟୋମକେଶ...

ଓଡ଼ିଶାରେ ବିଜେପିର ସୁନାମି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ବିଜେପିର ସୁନାମି। ପୂର୍ବ ଭାରତରେ ଦଳର ସବୁଠାରୁ ବଡ଼ ବିଜୟ। ଓଡ଼ିଶାରେ ବିଜେଡିର ୨୪ ବର୍ଷର ଅଭେଦ୍ୟ ଦୁର୍ଗରେ ପଦ୍ମ ଫୁଲ ଫୁଟାଇବାକୁ ସକ୍ଷମ ହୋଇଛି ବିଜେପି। ଗତ ବିଧାନସଭା ନିର୍ବାଚନରେ...