ଓଡ଼ିଶାରେ ବିଜେପି ପାର୍ କଲା ମ୍ୟାଜିକ୍ ନମ୍ବର: ଗଢ଼ିବ ସରକାର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ଦଳ ରାଜ୍ୟରେ ୭୪ଟି ଆସନରେ ବିଜୟ ହାସଲ କରି ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର...

କଣ୍ଟାବାଞ୍ଜି ନବୀନଙ୍କ ଗଳାରେ କଣ୍ଟା ହେଲା

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରୁ ହାରିଯାଇଛନ୍ତି। ନବୀନ ବାବୁଙ୍କ ୨୭ ବର୍ଷର ରାଜନୀତି ଜୀବନରେ ଏହା ସବୁଠାରୁ ବଡ଼ ଧକ୍କା। ତେବେ ତାଙ୍କର ପାରମ୍ପରିକ ଗଡ଼ ହିଞ୍ଜିଳିରୁ...

୨୪ ବର୍ଷ ସେବା କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ: ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=S38FMRnMeaM ଓଡ଼ିଶା ବିଧାନସଭା ଜନାଦେଶ ବିଜେପି ସପକ୍ଷରେ ଯାଇଛି। ଏହି ନିର୍ବାଚନ ପରିଣାମ ସାମ୍ନାକୁ ଆସିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଶଙ୍ଖ ଭବନରେ ପ୍ରେସ୍ ମିଟ୍ ଜରିଆରେ ନିଜ ଦଳୀୟ ବାର୍ତ୍ତା...

ଓଡ଼ିଶା: ବିଜେପିର ସୁନାମି, ଫେଲ୍ ମାରିଲା ସବୁ ଏକଜିଟ୍ ପୋଲ୍

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ୨୦୨୪ ନିର୍ବାଚନରେ ଓଡ଼ିଶାକୁ ନେଇ ଆସିଥିବା ସବୁ ଏକଜିଟ୍ ପୋଲ୍ ଏକ ପ୍ରକାର ଭୁଲ ପ୍ରମାଣିତ ହୋଇଛି। କାରଣ ଦୀର୍ଘ ୨୪ ବର୍ଷର ବିଜେଡି ଶାସନକୁ ମାତ୍ କରି ବିଜେପି...

ପ୍ରଧାନମନ୍ତ୍ରୀ ଦେଇଥିବା ବଚନ ପୂରଣ କରାଯିବ – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ https://www.youtube.com/watch?v=brr1WPZMjUM ଓଡ଼ିଶାର ରାଜନୈତିକ ଇତିହାସରେ ଏକ ବିରାଟ ପରିବର୍ତ୍ତନର ସମୟ। ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଶେଷ। ଭାରତୀୟ ଜନତା ପାର୍ଟି ପୂର୍ଣ୍ଣ ବହୁମତ ପାଇ ରାଜ୍ୟରେ ନୂତନ ସରକାର...

ଖଣ୍ଡପଡ଼ା: ଖାତା ଖୋଲିଲା ବିଜେପି

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଖଣ୍ଡପଡ଼ାରେ ଖାତା ଖୋଲିଛି ବିଜେପି। ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ବାଜି ମାରିଛନ୍ତି। ଦୁଷ୍ମନ୍ତ, ବିଜେଡ଼ିର ସାବିତ୍ରୀ ପ୍ରଧାନଙ୍କୁ ୭ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। ବିଜୟୀ ଦୁଷ୍ମନ୍ତ ସ୍ୱାଇଁଙ୍କୁ...

ବାରବାଟୀ-କଟକ: ବାପାଙ୍କ ଗଡ଼ ଜଗିଲେ ଝିଅ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବାରବାଟୀ-କଟକ ବିଧାନସଭା ଆସନରେ ଏଥର ରୋଚକ ଚିତ୍ର ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ବିଜୟୀ ହୋଇଛନ୍ତି। ସେ ତାଙ୍କ ବାପା ମହମ୍ମଦ ମୋକିମଙ୍କ ଗଡ଼କୁ...

ଅଯୋଧ୍ୟା ହାରିଲା ବିଜେପି, ଆସ୍ଥା ହରାଇଲେ ମୋଦୀ-ଶାହା: ମମତା ବାନାର୍ଜୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୨୪ ନିର୍ବାଚନୀ ଫଳାଫଳ ଆସିବା ପରେ ଜାତୀୟ ରାଜନୀତିରେ ଏବେ ପରସ୍ପରକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି ପ୍ରମୁଖ ରାଜନେତା। ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା...

ସମ୍ବିଧାନକୁ ବଞ୍ଚାଇଦେଲେ ଉତ୍ତରପ୍ରଦେଶ ଜନତା: ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୨୪ ନିର୍ବାଚନୀ ଫଳାଫଳକୁ ନେଇ ଜାତୀୟ ରାଜନୀତି ଆଜି ଉଠୁଛି ପଡୁଛି। ଏଥର ବିଜେପିର ଲକ୍ଷ୍ୟ ଥିଲା ‘୪୦୦ ପାର୍‌’। କିନ୍ତୁ ଅଲଗା ଫଳ ଦେଇଛି ଜନାଦେଶ। ଏନଡିଏ ମେଣ୍ଟ...

ଝାରସୁଗୁଡ଼ା: ଦୀପାଳି ଗଲେ, ଟଙ୍କଧର ଆସିଲେ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଝାରସୁଗୁଡ଼ାରେ ଏଥର ଦେଖିବାକୁ ମିଳିଛି କଡ଼ା ଟକ୍କର। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଜୋରଦାର ଫାଇଟ୍ ଦେଇଛନ୍ତି ବିଜେପିର ଟଙ୍କଧର ତ୍ରିପାଠୀ। ମାତ୍ର ୧୩୩୩ ଭୋଟ ବ୍ୟବଧାନରେ ଏହି ଆସନକୁ...