ବିଧାନସଭା ୨୦୨୪: କଟକ ଜିଲ୍ଲାରେ କଡ଼ା ମୁକାବିଲାର ଶିକାର ହୋଇଛି ବିଜେଡି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଟକ ଜିଲ୍ଲାରେ ଏଥର ବିଜେଡି ବିଜେପିଠାରୁ କଡ଼ା ମୁକାବିଲାର ଶିକାର ହେଉଛି। ବାଙ୍କୀ, ଚୌଦ୍ୱାର - କଟକ ଏବଂ ସାଲେପୁର - ଏହି ତିନୋଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ନିଜର...
ରାଉରକେଲାରେ ହାରିଗଲେ ବିଜେପି ହେଭିୱେଟ ଦିଲ୍ଲୀପ ରାୟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସାରା ରାଜ୍ୟରେ ଏଥର ବିଜେପିର ଲହର। କିନ୍ତୁ ରାଉରକେଲାରେ ହାରି ଯାଇଛନ୍ତି ବିଜେପି ହେଭିୱେଟ ନେତା ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କୁ ପରାଜିତ କରିଛନ୍ତି ବିଜେଡି ଭେଟେରାନ୍ ସାରଦା ପ୍ରସାଦ ନାୟକ।
୨୦୧୪ରେ...
ବ୍ରଜରାଜନଗର ଆସନରୁ ଜିତିଲେ ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବ୍ରଜରାଜନଗରରେ ବାଜି ମାରିଲେ ବିଜେପିର ସୁରେଶ ପୂଜାରୀ। ଦଳର ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀ ବିଜେଡିର ଅଳକା ମହାନ୍ତିଙ୍କୁ ୨୬ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି।
ରାଜ୍ୟରେ ବିଜେପିର...
ସମ୍ବଲପୁର ଲୋକସଭା ଆସନରେ ଧର୍ମେନ୍ଦ୍ର ବିଜୟୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସମ୍ବଲପୁରରେ ବଡ଼ ଲଢ଼େଇ। ବଡ଼ ଫଳାଫଳ।
ସମ୍ବଲପୁର ଲୋକସଭା ଆସନରେ ବିଜୟୀ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ ୧ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ...
ଭୁବନେଶ୍ୱର-ଏକାମ୍ର ଆସନରେ ପଦ୍ମ ଫୁଟିଲା, ଆସିଲେ ବାବୁ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭୁବନେଶ୍ୱର-ଏକାମ୍ର ନିର୍ବାଚନମଣ୍ଡଳୀରୁ ଆସିଛି ବଡ଼ ଜନାଦେଶ। ଏହି ଆସନରେ ପଦ୍ମ ଫୁଟିଛି। ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ବାବୁ ସିଂ ବିଜୟୀ ହୋଇଛନ୍ତି।
୨୦୦୦...
ଲୋକସଭା ନିର୍ବାଚନ ଫଳାଫଳ: ୨୯୪ ଆସନରେ ଆଗୁଆ ଏନଡିଏ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ସପକ୍ଷରେ ପୁଣିଥରେ ଜନମତ ଆସୁଛି। ଅପରାହ୍ଣ ୩ଟା ସୁଦ୍ଧା ଏନଡିଏ ୨୯୪ଟି ଆସନରେ ଆଗୁଆ ରହିଛି। ସେହିପରି ଇଣ୍ଡି ମେଣ୍ଟ ୨୩୨ଟି...
ବିଧାନସଭା ପାଇଁ ବରିଷ୍ଠଙ୍କ ସହ ଫାଇଟ୍: ଆଗୁଆ ରହିଛନ୍ତି ଯୁବନେତା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୨୪ ନିର୍ବାଚନୀ ମହାସମରରେ ବରିଷ୍ଠ ନେତାମାନଙ୍କ ସହ ଫାଇଟ୍ କରୁଛନ୍ତି ଅନେକ ଯୁବ ନେତା ଓ ନେତ୍ରୀ। ସେମାନଙ୍କ ମଧ୍ୟରେ ଅଛନ୍ତି ଅନେକ ବରିଷ୍ଠ ନେତାଙ୍କ ପୁଅ ଓ ଝିଅ।...
ନିର୍ବାଚନ ୨୦୨୪: ଜାଣନ୍ତୁ କିଏ ଜିତିଲେ, କିଏ ହାରିଲେ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସରୁଛି ଭୋଟ ଗଣତି, ଆସିବାକୁ ଲାଗିଛି ୨୦୨୪ ନିର୍ବାଚନ ଫଳାଫଳ। ଏଥର ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି ଅଦ୍ଭୁଦ ସ୍ଥିତି। ଓଡ଼ିଶାରେ ପଲିଟିକାଲ ମହାଲଢ଼େଇର ଚିତ୍ର ଧୀରେ ଧୀରେ ସ୍ପଷ୍ଟ...
ବିଧାନସଭା ୨୦୨୪: ବିଜେଡ଼ିର ବହୁ ଟାଣୁଆ ନେତା ପଛରେ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୦୨୪ ବିଧାନସଭା ନିର୍ବାଚନରେ ଓଡ଼ିଶାର ଭୋଟରମାନେ ବିଜେପି ଆଡ଼କୁ ଢଳିଥିବାର ଟ୍ରେଣ୍ଡ୍ ସ୍ପଷ୍ଟ ହୋଇଯାଇଛି। ଦିନେ ବିଜେଡ଼ିର ଦୁର୍ଗ ଥିବା ଅନେକ ଆସନରେ ଦଳର ତୁଙ୍ଗ ନେତାମାନେ ଆଜି ପଛୁଆ...
ଓଡ଼ିଶା ନିର୍ବାଚନ ଫଳାଫଳ: ଆଗରେ ଅଭିନେତା ସିଦ୍ଧାନ୍ତ ଓ ଆକାଶ, ପଛରେ ଅରିନ୍ଦମ, ବର୍ଷା ଓ ମନୋଜ ମିଶ୍ର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୨୪ ନିର୍ବାଚନୀ ମହାସମରରେ ଏଥର ୫ ଜଣ ଓଲିଉଡ୍ ଅଭିନେତା ଓ ଅଭିନେତ୍ରୀ ନିଜର ରାଜନୈତିକ ଭାଗ୍ୟ ଭବିଷ୍ୟତ ପରୀକ୍ଷା କରିଛନ୍ତି। ସେମାନେ ହେଲେ ବିଜେପିର ସିଦ୍ଧାନ୍ତ ମହାପାତ୍ର, ଆକାଶ...




















