ପୁରୀ ଓ କାକଟପୁରରେ କଡ଼ା ଟକ୍କର: ପିପିଲି, ବ୍ରହ୍ମଗିରି, ସତ୍ୟବାଦୀ ଓ ନିମାପଡ଼ାରେ ବିଜେପି ଆଗରେ

(ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ) ଉପକୂଳ ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା ପୁରୀ। ଏହା ଅଧୀନରେ ଥିବା ବିଭିନ୍ନ ବିଧାନସଭା କ୍ଷେତ୍ରରୁ ପୁରୀ ଓ କାକଟପୁର ଆସନରେ ଶାସକ ବିଜେଡି କଡ଼ା ଟକ୍କରର ମୁକାବିଲା କରୁଛି।...

ଓଡ଼ିଶା ବିଧାନସଭା ଫଳାଫଳ: ୭୪ଟି ଆସନରେ ବିଜେପି ଆଗୁଆ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିବା ଜଣାପଡ଼ିଛି। ୧୪୭ଟି ଆସନରୁ ବିଜେପି ୭୪ଟି ଆସନରେ...

ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନ: ଆଗରେ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ଉପରେ ଅଟକିଛି ସାରା ରାଜ୍ୟର ନଜର। ଚଳିତ ଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଟି ଆସନରେ ନିର୍ବାଚନ ଲଢ଼ୁଥିବାବେଳେ ସମସ୍ତଙ୍କ ନଜର ତାଙ୍କରି...

ଲୋକସଭା: ନବରଙ୍ଗପୁର, କଳାହାଣ୍ଡି ଓ ବରଗଡ଼ ଆସନରେ ବିଜେପି ଆଗରେ, କନ୍ଧମାଳରେ ବିଜେଡି, କୋରାପୁଟରେ କଂଗ୍ରେସ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକସଭା ଆସନରେ ମୁଖ୍ୟତଃ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। ସକାଳ ୧୧ଟା ୧୫ ସୁଦ୍ଧା ଭାରତୀୟ ନିର୍ବାଚନ କମିଶନଙ୍କ ୱେବସାଇଟ୍‌ରୁ ମିଳିଥିବା ତଥ୍ୟ...

ଲୋକସଭା: ସୁନ୍ଦରଗଡ଼, ବ୍ରହ୍ମପୁର ଓ ବଲାଙ୍ଗୀରରେ ଆଗରେ ବିଜେପି

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଓଡ଼ିଶାରେ ଲୋକସଭା ଆସନର ଫଳାଫଳ ବିଜେପି ଆଡ଼କୁ ଢଳିବା ଭଳି ସୂଚନା ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ ଆସିଥିବା ଭୋଟ ଗଣତି ଫଳାଫଳ ଅନୁଯାୟୀ ବିଭିନ୍ନ ଆସନରେ ଆସିଥିବା ବିଜେପି ପ୍ରାର୍ଥୀମାନେ...

ସମ୍ବଲପୁର, ପୁରୀ, ବାଲେଶ୍ୱର ଲୋକସଭା ଆସନରେ ବିଜେପି ଆଗରେ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ଲୋକସଭା ଫଳାଫଳ ବିଜେପି ମୁହାଁ ମନେହେଉଛି। ସକାଳ ୧୦ଟା ୪୫ ସୁଦ୍ଧା ବିଜେପି ୧୭ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି ଓ କଂଗ୍ରେସ ପ୍ରତ୍ୟେକ ୨ଟି ଆସନରେ...

ଓଡ଼ିଶା ବିଧାନସଭା: ପ୍ରାଥମିକ ରାଉଣ୍ଡରେ କିଏ ଆଗରେ, କିଏ ପଛରେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଓଡ଼ିଶା ବିଧାନସଭା ଫଳାଫଳରେ ଏକ ବଡ଼ ଧରଣର ପରିବର୍ତ୍ତନର ସୂଚନା ଅନୁମାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣତିରେ ଅଧିକ ସ୍ଥାନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ହିଞ୍ଜିଳି ଆସନରେ ମୁଖ୍ୟମନ୍ତ୍ରୀ...

ଓଡ଼ିଶା ଲୋକସଭା ଆସନ : କିଏ ଆଗରେ, କିଏ ପଛରେ?

ଓଡ଼ିଶାଲାଇଭ୍ ବ୍ୟୁରୋ ସକାଳ ୧୦ଟା ସୁଦ୍ଧା ଆସିଥିବା ଭୋଟ ଗଣତି ଚିତ୍ର ଅନୁଯାୟୀ, ରାଜ୍ୟର ବିଭିନ୍ନ ଲୋକସଭା ଆସନରେ ବିଜେପି ଆଗରେ ରହିଛି। ବିଶେଷକରି, ବିଜେପି ଓ ବିଜେଡି ମଧ୍ୟରେ ବେଶ୍ ବ୍ୟବଧାନ ଦେଖିବାକୁ...

ନିର୍ବାଚନ ଫଳାଫଳ ୨୦୨୪: ପ୍ରଥମ ରାଉଣ୍ଡରେ ବିଜେପି ଆଗରେ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଜି ସକାଳୁ ରାଜ୍ୟର ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ଲୋକସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ରାଉଣ୍ଡରେ ଅନେକ ସ୍ଥାନରେ ବିଜେପି ପ୍ରାର୍ଥୀ ଆଗରେ...

କାହା ସପକ୍ଷରେ ୨୦୨୪ ଜନମତ?

ଓଡ଼ିଶାଲାଇଭ୍ ପଲିଟିପାଲ ବ୍ୟୁରୋ ଖୋଲୁଛି ଇଭିଏମ, ବଢ଼ୁଛି ନେତାଙ୍କ ହୃଦସ୍ପନ୍ଦନ। ଆଜି ଆସିବ ୨୦୨୪ ମହାସମରର ଫଳାଫଳ। ୨୪ ରେଜଲ୍ଟ ଉପରେ ରହିଛି ସମସ୍ତଙ୍କ ନଜର। ଆଜି ଆସିବ ପଲିଟିକାଲ ବଡ଼ ଲଢ଼େଇର ଫଇସଲା। ଜଣାପଡ଼ିବ...