ଟିଡିପି ଛାଡ଼ିଲା ଏନଡିଏ ହାତ: ଲୋକସଭାରେ ଅଡ଼ୁଆରେ ପଡ଼ିବେ କି ମୋଦି ସରକାର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏନଡିଏ ମେଣ୍ଟରୁ ଓହରି ଯାଇଛି ତେଲୁଗୁ ଦେଶମ୍ ପାର୍ଟି(ଟିଡିପି)। ଏନେଇ ଟିଡିପି ସୁପ୍ରିମୋ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟୁଇଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି। ଶୁକ୍ରବାର ଏହି ପ୍ରସଙ୍ଗ...

ଆଇଏଏସ୍‌ଙ୍କ ପରେ ଆଇପିଏସ୍‌ଙ୍କ ପାଳି: ଉପ-ନିର୍ବାଚନରେ ଝଟକା ପରେ ଦାଉ ସାଧୁଛନ୍ତି ଯୋଗୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର ପ୍ରଦେଶରେ ହୋଇଥିବା ଉପ-ନିର୍ବାଚନରେ ବିଜେପିକୁ ଲାଗିଛି ଜୋରଦାର ଝଟକା। ଏହି ଝଟକା ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଅଫିସରଙ୍କ ଟାର୍ଗେଟ୍ କରିଛନ୍ତି। ଶୁକ୍ରବାର ରାତିରେ ଯୋଗୀ ଆଇଏଏସ୍ ସ୍ତରରେ ବଡ଼...

ହସ୍ପିଟାଲ ଗଲେ ଲାଲୁ, ଜେଲ୍‌ରେ ହୋଇଗଲେ ଅସୁସ୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବିର୍ସା ମୁଣ୍ଡା ଜେଲରେ ସଜା କାଟୁଥିବା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ହୋଇଛନ୍ତି ଅସୁସ୍ଥ। ଜେଲ୍‌ରେ ଅସୁସ୍ଥ ହୋଇଯାଇଛନ୍ତି ଆରଜେଡି ନେତା ଲାଲୁ...

ପ୍ରତିଶୋଧ- ଅହଙ୍କାର ମୁକ୍ତ ଭାରତ ଗଠନ କରିବାକୁ ଆହ୍ୱାନ ଦେଲେ ସୋନିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନୂଆଦିଲ୍ଲୀରେ ବସିଛି କଂଗ୍ରେସର ମହାଅଧିବେଶନ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି ଏହି ଅବସରରେ ପାର୍ଟି କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର...

ଆନନ୍ଦ ଭବନ: ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର

ପ୍ରଣତି ପରିଡ଼ା କଟକର ତୁଳସୀପୁର ଅଞ୍ଚଳରେ ରହିଛି ଆନନ୍ଦ ଭବନ। ଏହାକୁ ନିର୍ମାଣ କରିଥିଲେ ବିଜୁ ପଟ୍ଟନାୟକଙ୍କ ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ। ବିଜୁଙ୍କ ପରିବାର ସେହି ସ୍ଥାନରେ ପୂର୍ବରୁ ବେଶ୍ କିଛି ବର୍ଷ ଧରି...

ରାଷ୍ଟ୍ରପତି ଖାଇବେ ଓଡ଼ିଆ ଖାଦ୍ୟ, ପୁରୀ ସର୍କିଟ ହାଉସରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ପୁରୀ ସର୍କିଟ ହାଉସରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ରାଷ୍ଟ୍ରପତିଙ୍କ ଖାଇବା ପାଇଁ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା। ଶନିବାରଠାରୁ...

ଥମୁନି କଂଗ୍ରେସ କନ୍ଦଳ: ଏଆଇସିସି ସଦସ୍ୟ ତାଲିକାରୁ ବାଦ୍ ପଡ଼ିଲେ ୯ ବିଧାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଢ଼ୁଛି କଂଗ୍ରେସ କନ୍ଦଳ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନେଇ ବିଧାୟକମାନେ ସନ୍ତୁଷ୍ଟ ନଥିବା ବେଳେ ଆଜି ଏଆଇସିସି ସଦସ୍ୟ ତାଲିକା ପ୍ରକାଶ ପାଇବା ପରେ କ୍ଷୁବ୍ଧ ହୋଇଛନ୍ତି ବିଧାୟକ। ବିଶେଷକରି...

ଏନଡିଏକୁ ଝଟକା, ହାତ ଛାଡ଼ିଦେଲା ଟିଡିପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରି ବର୍ଷର ଏନଡିଏ ସରକାରକୁ ଝଟକା ପ୍ରଥମ ଥର ପାଇଁ ଟିଡିପି ଛାଡ଼ିଲା ବିଜେପି ହାତ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ    ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ଲାଗିଛି ଜୋରଦାର...

ଭୁବନେଶ୍ୱରରେ ଧର୍ମେନ୍ଦ୍ରଙ୍କୁ ବିପୁଳ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେବାପରେ ପ୍ରଥମଥର ପାଇଁ ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟସଭାକୁ ନିର୍ବାଚିତ ହେବାପରେ ଧର୍ମେନ୍ଦ୍ର...

ଏନଡିଏରୁ ଓହରିଲା ଟିଡିପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିକୁ ନେଇ ବିଜେପି ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ଵାଧୀନ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ନେତୃତ୍ୱାଧୀନ...