ଓଡ଼ିଶାରେ ତ୍ରିପୁରାର ପୁନରାବୃତ୍ତି ହେବ?
ଓଡ଼ିଶାଲାଇଭ୍ ବ୍ୟୁରୋ
୨୫ ବର୍ଷ ପରେ ତ୍ରିପୁରା ଦଖଲ କରିଥିବା ବିଜେପି ଏବେ ୧୮ ବର୍ଷର ନବୀନ ସରକାର ଉପରେ ଆଖି ପକାଇଛି। ତ୍ରିପୁରା ଭଳି ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି...
ରାଜ୍ୟସଭା ଭୋଟ ପାଇଁ ବିଜ୍ଞପ୍ତି: ୧୨ ତାରିଖ ସୁଦ୍ଧା ନାମାଙ୍କନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ରିଟର୍ଣ୍ଣିଂ ଅଫିସର ରାଜେଶ ପାଟିଲ୍। ସୋମବାରଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।...
ଏଣିକି ଗାଁ କଥା ବୁଝିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଡିଓ କନଫରେନ୍ସଂ ଜରିଆରେ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେଲେ
ଗାଁର ବିକାଶ କରିବାକୁ ପରାମର୍ଶ ଦେଲେ
କଂଗ୍ରେସ କହିଲା, "ଏହା ଲୋକଦେଖାଣିଆ"
ମୁଖ୍ୟମନ୍ତ୍ରୀ କେବଳ ପ୍ରଚାରରେ ବିଶ୍ୱାସ କରନ୍ତି:...
ମେଘାଳୟରେ ସକରାର ଗଠନ କରିବ କିଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସର ଜୋରଦାର ଉଦ୍ୟମ
ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ନେତା
୬୦ରୁ ୨୧ଟି ଆସନ ପାଇଛି କଂଗ୍ରେସ
ବିଜେପି ବି ଆଶା ଛାଡ଼ିନି
ଶନିବାର ପ୍ରକାଶ ପାଇଛି ମେଘାଳୟ ବିଧାନସଭା ନିର୍ବାଚନର ଫଳାଫଳ।...
ବିଜେପୁରରେ ଭୋଟ କିଣିଛି ବିଜେଡି: ଜୁଏଲ ଓରାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ବିଜେପୁରରେ ବିଜେଡି ଭୋଟ କିଣିଛି କହି ନିଶାନା କରିଛନ୍ତି।
ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ବିଜୟ ହାସଲ କରିଛି। ଏହି...
ମିଶନ୍-୧୨୦କୁ ଝଟକା: ଓଡ଼ିଶା ବିଜେପି ପାଇଁ ଧର୍ମେନ୍ଦ୍ର ବୋଝ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ରାଜ୍ୟ ନେତାମାନେ ଯେଉଁ ସବୁ ବଡ଼ ବଡ଼ କଥା କହୁଥିଲେ ତାହା ନିରର୍ଥକ ପ୍ରମାଣିତ ହୋଇଛି। ଏହି ଗୁରୁତ୍ତ୍ବପୂର୍ଣ୍ଣ ନିର୍ବାଚନରେ...
ଅମିତ ଶାହାଙ୍କ ଦମ୍ଭୋକ୍ତି: ଓଡ଼ିଶାରେ ସରକାର ଗଢ଼ିବ ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପୁଣି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୨୦୧୯ରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି କହିଛନ୍ତି। ବିଜେଡି ଶାହାଙ୍କ ମନ୍ତବ୍ୟର ଦୃଢ଼ ଜବାବ ଦେଇଛି।
ଉତ୍ତର-ପୂର୍ବ...
ନାଗାଲାଣ୍ଡ-ତ୍ରିପୁରାରେ ବିଜେପି ସରକାର, ମେଘାଳୟରେ ଚିତ୍ର ଅସ୍ପଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର-ପୂର୍ବ ରାଜ୍ୟରେ କମାଲ୍ ଦେଖାଇଛି ବିଜେପି। ନାଗାଲାଣ୍ଡ ଏବଂ ତ୍ରିପୁରାରେ ବିଜ଼ୟ ବାନା ଉଡ଼ାଇଛି ଏହି ଦଳ। ବିଜେପି ସପକ୍ଷରେ ତ୍ରିପୁରା ଏବଂ ନାଗାଲାଣ୍ଡବାସୀ ସ୍ପଷ୍ଟ ବହୁମତ ଦେଇଥିବା ବେଳେ ମେଘାଳୟରେ...
ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ମହାନଦୀ-ପୋଲାଭରମ ପ୍ରସଙ୍ଗ ଉଠାଇବ ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ହେବ ସରଗରମ୍। ଏହି ପର୍ଯ୍ୟାୟରେ ଶାସକ ବିଜେଡି ଓଡ଼ିଶା ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ।
ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୫ରୁ ଆରମ୍ଭ...
୨୫ ବର୍ଷ ପରେ ତ୍ରିପୁରା ଦଖଲ କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ରିପୁରାରେ ୨୫ ବର୍ଷର ବାମ ଶାସନର ଅନ୍ତ ଘଟିଛି। ଏହି ରାଜ୍ୟରେ ବିଜେପି ମ୍ୟାଜିକ୍ କାମ କରିଛି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ବଡ଼ ବିଜୟ ହୋଇଛି।...





















