ମିଶ୍ରଣପର୍ବରେ ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ନବୀନ ପଟ୍ଟନାୟକଙ୍କ ସରକାରକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମାହାଙ୍ଗା ବଣୁଆପୀଠରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର ଟଙ୍କିକିଆ ଚାଉଳ ହେର୍ଫେର୍, କୁନ୍ଦୁଲି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା...
ମାହାଙ୍ଗାରେ ମିଶ୍ରଣ ପର୍ବ: ବିଜେପିରେ ମିଶିଲେ ସାରଦା ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲା ମାହାଙ୍ଗାରେ ଅନୁଷ୍ଠିତ ହୋଇଛି ବିଜେପିର ମିଶ୍ରଣ ପର୍ବ। ଏହି ଅବସରରେ ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ସାରଦା ପ୍ରଧାନ ବିଜେପିରେ ଯୋଗ ଦେଇଛନ୍ତି। ସାରଦାଙ୍କ ସମେତ ଶତାଧିକ ସମର୍ଥକ...
ଆଗୁଆ ନିର୍ବାଚନର ସୂଚନା ଦେଉଛି କେନ୍ଦ୍ର ବଜେଟ୍
ଭାସ୍କର ପରିଚ୍ଛା
୨୦୧୮ ବର୍ଷ ପାଇଁ ଯେଉଁ ବଜେଟ ଆସିଛି ସେଥିରେ ନିର୍ବାଚନୀ ଗନ୍ଧ ସ୍ପଷ୍ଟ ଭାବରେ ବାରି ହୋଇଯାଉଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଗୁରୁବାର ଦିନ ମୋଦି ସରକାରର ଚତୁର୍ଥ ଓ ଶେଷ...
ବିଜେପୁର ଉପ-ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ଅଶୋକ ପାଣିଗ୍ରାହୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ଫେବ୍ରୁଆରି ୨୪ରେ ହେବ ବିଜେପୁର ଭୋଟ୍। ଏଥିପାଇଁ ଉଷ୍ମ ହୋଇଯାଇଛି...
ବଜେଟରେ ସୁନେଲି ସ୍ୱପ୍ନ: କୃଷି-ଗ୍ରାମାଞ୍ଚଳ-ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଲେ ଜେଟଲି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୪ ଲକ୍ଷ ୪୨ ହଜାର କୋଟି ଟଙ୍କାର ବଜେଟ୍
୮ କୋଟି ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ୍
ଗ୍ରାମାଞ୍ଚଳ ଭିତ୍ତିଭୂମି ପାଇଁ ୧୪.୩୪ ଲକ୍ଷ କୋଟି
ଚଳିତବର୍ଷ ୫୧ ଲକ୍ଷ...
ଥମୁନି କୁନ୍ଦୁଲି ତାତି: ମହିଳା କମିଶନଙ୍କ ଅଫିସରେ ବିଜେପି ମହିଳା ମୋର୍ଚ୍ଚାର ହଙ୍ଗାମା
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ପୀଡ଼ିତାଙ୍କ ଏକାଦଶାହ ନିଜ ଗାଁ ମୂଷାଗୁଡ଼ାରେ ଚାଲିଥିବା ବେଳେ ଭୁବନେଶ୍ୱରରେ ତାତି ଦେଖିବାକୁ ମିଳିଛି। ମହିଳା କମିଶନଙ୍କ ଅଫିସରେ ବିଜେପି ମହିଳା ମୋର୍ଚ୍ଚା ଭଙ୍ଗାରୁଜା କରିଛି। ପୀଡ଼ିତାଙ୍କ ଭାଇ ୧୧...
ରାଜସ୍ଥାନ-ପଶ୍ଚିମବଙ୍ଗରେ ବିଜେପିକୁ ଝଟ୍କା: ଉପ-ନିର୍ବାଚନରେ ଫୁଟିଲାନି ପଦ୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ୍ ଅଦମୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ରର ବିଜେପି ସରକାର ସାଧାରଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରୁ ବିଜେପି ପାଇଁ ଆସିଥିଲା ନୈରାଶ୍ୟଜନକ ଖବର। ଏହି ଦୁଇଟି...
ରାହୁଲଙ୍କ ଜ୍ୟାକେଟ୍ ଦାମ୍ ୬୪ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଘାଳୟ ଗସ୍ତରେ ଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଜାନୁଆରି ୩୦ ତାରିଖରେ ଅନୁଷ୍ଠିତ ସେଲିବ୍ରେସନ୍ ଅଫ୍ ପିସ୍ କାର୍ଯ୍ୟକ୍ରମରେ ରାହୁଲ ସାମିଲ ହୋଇଥିଲେ। ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ...
ବିଧାନସଭାରେ ବିରୋଧୀ ଦଳ ମାନ୍ୟତା ହରାଇବ କି କଂଗ୍ରେସ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରୋଧୀ ଦଳ ମାନ୍ୟତା ପାଇଁ ଆବଶ୍ୟକ ୧୫ ସଭ୍ୟ
ବିଧାନସଭାରେ କଂଗ୍ରେସର ଅଛନ୍ତି ୧୪ ସଭ୍ୟ
ସୁବଳ ସାହୁଙ୍କ ଦେହାନ୍ତ ଏବଂ ଯୋଗେଶ ସିଂହ ପଦ ହରାଇବା ପରେ କଂଗ୍ରେସରେ...
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡାମାଡ଼, ମହିଳା ଅଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡାମାଡ଼। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ତାଳସାରି ମହୋତ୍ସବରେ। ଅଣ୍ଡାମାଡ଼ କରିଥିବା ମହିଳାଙ୍କୁ ପୋଲିସ ଅଟକ ରଖିଛି। ଏହି ମହିଳା ଜଣକ ବିଜେପି କର୍ମୀଙ୍କ...




















