ବାରବାଟୀ ଦିନିକିଆ ଆଉ ୨ ଦିନ – ଭାରତ ପାଇଁ କର ବା ମର ସ୍ଥିତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ ଖେଳାଯିବ। ଓଡ଼ିଶା ମାଟିରେ ଏହି ଐତିହାସିକ ମ୍ୟାଚ୍କୁ ରହିଲା ଆଉ ମାତ୍ର ୨...
ଆଜି କୋଲକାତାରେ ଆଇପିଏଲ୍ ଖେଳାଳି ନିଲାମ,ବିଦେଶୀ ପ୍ଲେୟାରଙ୍କ ଉପରେ ନଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି କୋଲାକାତାରେ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ର ଖେଳାଳି ନିଲାମ ହେବ। ଏଥିରେ ମୋଟ୍ ୯୭୧ଜଣ ଭାରତୀୟ ଓ ବିଦେଶୀ ଖେଳାଳି ଭାଗ ନେବେ।
କୋଲକାତାରେ ଖେଳାଳି ନିଲାମ ପକ୍ରିୟା ସହ ଆଇପିଏଲ...
ରୋହିତ-ରାହୁଲଙ୍କ ଶତକ, କୁଳଦୀପଙ୍କ ହ୍ୟାଟ୍ରିକ୍ – ଦ୍ୱିତୀୟ ଦିନିକିଆରେ ଭାରତର ଦମ୍ଦାର ବିଜୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ଦମ୍ଦାର ବିଜୟ ଲାଭ କରିଛି। ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଶତକ, କୁଳଦୀପ ଯାଦବ ଏବଂ ମହମ୍ମଦ ସାମିଙ୍କ ହ୍ୟାଟ୍ରିକ୍ ୱିକେଟ୍ରେ ଭାରତ...
ଦ୍ୱିତୀୟ ଦିନିକିଆରେ ଭାରତର ବିଶାଳ ସ୍କୋର – ୱେଷ୍ଟଇଣ୍ଡିଜ୍କୁ ୩୮୮ ରନ୍ର ଟାର୍ଗେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋହିତ ଶର୍ମା ଏବଂ କେ ଏଲ୍ ରାହୁଲଙ୍କ ଦମ୍ଦାର ବ୍ୟାଟିଂ ବଳରେ ଭାରତ ୩୮୭ ରନ୍ର ବିଶାଳ ସ୍କୋର ହାସଲ କରିଛି। ବୁଧବାର ବିଶାଖାପାଟଣାରେ ଚାଲୁଛି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ...
ବିଶାଖାପାଟଣାରେ ଭାରତର ଛକା ଚୌକା ବର୍ଷା : ରୋହିତ-ରାହୁଲଙ୍କ ଦମ୍ଦାର ଶତକ
ଓଡ଼ିଶାଲାଇଭ୍ ବ୍ୟୁରୋ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳର ଓପନର ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଦମ୍ଦାର ଶତକ। ବିଶାଖାପାଟଣାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଛକା ଚୌକା ବର୍ଷ କରି ରୋହିତ-ରାହୁଲ...
ବାରବାଟୀ ଦିନିକିଆ ଆଉ ୩ ଦିନ – ସର୍ବାଧିକ ରନ୍ର ପାର୍ଟନରସିପ୍ କରିଥିଲେ ଆଝାରୁଦ୍ଦିନ-ଅଜୟ ଜାଡେଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରବାଟୀ ଷ୍ଟାଡିୟମରେ ଆସନ୍ତା ରବିବାର ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚକୁ ଆଉ ୩ ଦିନ ବାକି ରହିଲା। ପୂର୍ବରୁ ମଧ୍ୟ ଏହି ଷ୍ଟାଡିୟମରେ ଅନେକ ମ୍ୟାଚ ଖେଳାଯାଇଛି।...
ଆଜି ଇଣ୍ଡିଆ-ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ, ଭାରତ ପାଇଁ ସିରିଜ ବିଜୟର ଶେଷ ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜର ଆଜି ଦିତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ଦିନିକିଆରେ ପରାଜୟ ପରେ ଏବେ ସିରିଜ ବିଜୟ ପାଇଁ ଟିମ୍ ଇଣ୍ଡିଆ ପାଖରେ ଶେଷ ସୁଯୋଗ ରହିଛି।ବୁଧବାର...
ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ଆଉ ୪ ଦିନ – ସ୍ଥିତି ଅନୁଧ୍ୟାନ କଲେ କ୍ରୀଡ଼ା ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ୨୨ରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ମଙ୍ଗଳବାର କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ବାରବାଟୀ ଷ୍ଟାଡିୟମ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ମନ୍ତ୍ରୀ...
ବାରବାଟୀ ପିଚ୍ ବୁଲି ଦେଖିଲେ ବିସିସିଆଇ ପୂର୍ବାଞ୍ଚଳ କ୍ୟୁରେଟର୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ମ୍ୟାଚ ପାଇଁ ସୋମବାର ବିସିସିଆଇ ପୂର୍ବାଞ୍ଚଳ କ୍ୟୁରେଟର୍ ଆଶିଷ ଭୌମିକ୍ ବାରବାଟୀ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ। ଅପରାହ୍ଣରେ ଷ୍ଟାଡିୟମ୍ରେ ପହଞ୍ଚି ପିଚ୍ ଓ ଆଉଟ୍ ଫିଲ୍ଡ ଦେଖିବା ସହିତ ଓସିଏ...
ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍: ପ୍ରଥମ ଦିନରେ ଅନୁବନ୍ଧିତ ୟୁନିଟ୍କୁ ୫ହଜାର ଟିକେଟ୍ ବିକ୍ରି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଡିସେମ୍ବର ୨୨ରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ସୋମବାର ଅନୁବନ୍ଧିତ ୟୁନିଟ୍କୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫ହଜାର ଟିକେଟ୍ ବିକ୍ରି ହୋଇଛି। ଓସିଏ କନ୍ଫରେନ୍ସ...





















