ପ୍ୟାରିସ ଅଲିମ୍ପିକ୍ସ: ହକିରେ ସ୍ପେନକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ଅଲିମ୍ପିକ୍ସର ହକି ପ୍ରତିଯୋଗିତାରେ ଦମଦାର ବିଜୟ ହାସଲ କରି ବ୍ରୋଞ୍ଜ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଗୁରୁବାର ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚରେ ସ୍ପେନକୁ ୨-୧...

ପୂର୍ବେ ବଡ଼ ପ୍ରତିଯୋଗିତାରେ ଏକାଧିକ ପଦକ ହାତଛଡ଼ା କରିଛନ୍ତି ଭିନେଶ ଫୋଗଟ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ଅଲିମ୍ପିକ୍ସର କୁସ୍ତି ପ୍ରତିଯୋଗିତାରୁ ଭାରତର ଭିନେଶ ଫୋଗଟ ଡିସକ୍ଵାଲିଫାଏ ହେବା କ୍ରୀଡ଼ା ପ୍ରେମୀମାନଙ୍କୁ ନିରାଶ କରିଛି। ଏହାପରେ ସେ କୁସ୍ତିରୁ ସନ୍ନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫାଇନାଲ ମ୍ୟାଚ୍...

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ

ଓଡ଼ିଶାଲାଇଭ୍ ବ୍ୟୁରୋ କୁସ୍ତିରୁ ସନ୍ନ୍ୟାସ ନେଇଛନ୍ତି ଭିନେଶ ଫୋଗଟ। ପ୍ୟାରିସ ଅଲିମ୍ପିକ୍ସରୁ ଡିସକ୍ଵାଲିଫାଏ ହେବା ପରେ ସେ କୁସ୍ତିରୁ ସନ୍ନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୁରୁବାର ସେ ସୋସିଆଲ ମିଡିଆରେ ଏକ...

ମଉଳିଲା ଭାରତର ସ୍ଵର୍ଣ୍ଣ ପଦକ ଆଶା: ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଡିସ୍‌କ୍ଵାଲିଫାଏଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଛି ବଡ଼ ଝଟକା। ମଉଳି ଗଲା ଭାରତର ସ୍ଵର୍ଣ୍ଣ ପଦକ ଆଶା। ଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେଲେ କୁସ୍ତିଯୋଦ୍ଧା ଭିନେଶ...

ପ୍ୟାରିସ ଅଲିମ୍ପିକ୍ସ: କୁସ୍ତି ଫାଇନାଲରେ ଭିନେଶ ଫୋଗଟ, ଭାରତର ମେଡାଲ ପକ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଆଉ ଏକ ମେଡାଲ ପକ୍କା ହୋଇଯାଇଛି। ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତି ପ୍ରତିଯୋଗିତାରେ ଭାରତର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ସ କୁସ୍ତିରେ ଫାଇନାଲକୁ...

ପ୍ୟାରିସ ଅଲିମ୍ପିକ୍ସ: ଜାଭେଲିନ ଥ୍ରୋ ଫାଇନାଲରେ ନୀରଜ, ନିରାଶ କଲେ କିଶୋର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ଅଲିମ୍ପିକ୍ସରେ ମଙ୍ଗଳବାର ଜାଭେଲିନ ଥ୍ରୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ଭାରତ ପକ୍ଷରୁ ନୀରଜ ଚୋପ୍ରାଙ୍କ ସହ ମଇଦାନକୁ ଓହ୍ଲାଇଥିଲେ ଓଡ଼ିଆ ପୁଅ କିଶୋର ଜେନା। ଏହି ଜାଭେଲିନ ଥ୍ରୋ...

ପ୍ୟାରିସ ଅଲିମ୍ପିକ୍ସରେ ପୂରଣ ହେଲା ସ୍ୱପ୍ନିଲଙ୍କ ସ୍ୱପ୍ନ

ଆଶିଷ କୁମାର ରାୟ ପ୍ୟାରିସ ଅଲିମ୍ପିକ୍ସ ସୁଟିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଭାରତୀୟ ସୁଟର ସ୍ୱପ୍ନିଲ କୁସାଲେ। ସେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି। ଏଥିପାଇଁ...

ପ୍ୟାରିସ ଅଲିମ୍ପିକ୍ସ: ଆଜି ନୀରଜଙ୍କ ସହ ଜାଭେଲିନ ମଇଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାରତ ପକ୍ଷରୁ ନୀରଜ ଚୋପ୍ରାଙ୍କ ସହ ମଇଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। ସେ ଜାଭେଲିନ ଥ୍ରୋ...

ପ୍ୟାରିସ ଅଲିମ୍ପିକ୍ସ: ସୁଟିଂରେ ସରବଜୋତଙ୍କ ସଫଳତା

ଆଶିଷ କୁମାର ରାୟ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ସଫଳତା ହାସଲ କରିଛନ୍ତି ଭାରତୀୟ ସୁଟର ସରବଜୋତ ସିଂହ। ସେ ମନୁ ଭାକରଙ୍କ ସହ ମିଶି ଏହି ପଦକ ଜିତିଛନ୍ତି। ୧୦ ମିଟର...

ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ: ମନୁ ଭାକରଙ୍କ ପ୍ରଶଂସାରେ ଭାରତବାସୀ ଶତମୁଖ

ଆଶିଷ କୁମାର ରାୟ ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିଥିବା ଭାରତୀୟ ସୁଟର ମନୁ ଭାକର ଏବେ ପ୍ରସିଦ୍ଧିର ଶିଖରରେ। ଆମ ଦେଶର ଅଗଣିତ କ୍ରୀଡ଼ାପ୍ରେମୀ ତାଙ୍କ ପ୍ରଶଂସାରେ ଶତମୁଖ। ସମସ୍ତେ ତାଙ୍କୁ...