ଧୋନିଙ୍କ ଜୀବନୀକୁ ନେଇ ପୁଣି ଥରେ ନିର୍ମାଣ ହେବ ଫିଲ୍ମ: କାହାଣୀକୁ ନେଇ ଏବେଠୁ ଚର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୬ରେ ବକ୍ସ ଅଫିସ୍ରେ ସୁପରହିଟ୍ ଫିଲ୍ମ ‘ଏମ୍ଏସ୍ ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରୀ’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି।
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ୍ଙ୍କ ପାଇଁ ଖୁସି...
କୋହଲିଙ୍କ ଆଉ ରେକର୍ଡ: ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍ ଭାବେ ଟ୍ୱେଣ୍ଟି-୨୦ ୨୦୦୦ରନ୍ ପୂରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟ୍ୱେଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍ରେ ଦୁଇଟି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି।
ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ। ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍ ଭାବେ ଅନ୍ତର୍ଜାତୀୟ ଟ୍ୱେଣ୍ଟି...
ଫିଫା ବିଶ୍ୱକପ୍ କ୍ୱାର୍ଟର ଫାଇନାଲ ଲାଇନଅପ୍ ଚୂଡ଼ାନ୍ତ: ଜାଣନ୍ତୁ କିଏ କାହାକୁ ଭେଟିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ଫିଫା ବିଶ୍ୱକପ୍ କ୍ୱାର୍ଟର ଫାଇନାଲ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୮ଟି ଦଳ। ସେହି ୮ଟି ଦଳ ହେଉଛନ୍ତି ଉରୁଗୁଏ, ଫ୍ରାନ୍ସ, ବ୍ରାଜିଲ,...
ଧୋନି ଓ କୁଳଦୀପ ଯାଦବଙ୍କ ବିଶ୍ୱରେକର୍ଡ: ଇଂଲଣ୍ଡକୁ ସହଜରେ ପରାସ୍ତ କଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ପିନର୍ କୁଲଦୀପ ଯାଦବଙ୍କ କମାଲ ପରେ ଲୋକେଶ ରାହୁଲ୍ ରନ୍ ବର୍ଷା ବଳରେ ଇଂଲଣ୍ଡ ଗସ୍ତକୁ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି ଭାରତ।
ମଞ୍ଚେଷ୍ଟରରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଟିମ୍ ଇଣ୍ଡିଆ...
୨୩ ବର୍ଷରୁ କମ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ: ଭାରତୀୟ ଦଳର ନେତୃତ୍ୱ ନେବେ ଓଡ଼ିଶାର ଡିଫେଣ୍ଡର ଦୀପସାନ ତିର୍କି
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଲଜିୟମର ଆଣ୍ଟୱେର୍ପଠାରେ ଆସନ୍ତା ୧୪ରୁ ୨୧ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ୨୩ ବର୍ଷରୁ କମ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।
ଦଳରେ ୩...
ପଞ୍ଚମ ଭାରତୀୟ ଭାବେ ଆଇସିସି ହଲ୍ ଅଫ୍ ଫେମରେ ରାହୁଲ ଦ୍ରାବିଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ହଲ୍ ଅଫ ଫେମ୍ରେ ଭାରତର ମହାନ କ୍ରିକେଟର ରାହୁଲ ଦ୍ରାବିଡ୍ଙ୍କୁ ସାମିଲ କରାଯାଇଛି।
ପୂର୍ବତନ ଭାରତୀୟ ଦଳର ଅଧିନାୟକ ରାହୁଲ ଦ୍ରାବିଡଙ୍କ ସହ ଅଷ୍ଟ୍ରେଲିଆ କିମ୍ବଦନ୍ତୀ ରିକି...
ଜାତୀୟ ଦୌଡ଼କୁଦ: ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ଗୋଟିଏ ଦିନରେ ଦୁଇଟି କୀର୍ତ୍ତିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଗୋଟିଏ ଦିନରେ ଦୁଇଟି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏପରିକି ଗତବର୍ଷର ନିଜ କୀର୍ତ୍ତିମାନକୁ ମଧ୍ୟ ସେ ଭାଙ୍ଗିବାରେ ସଫଳ ହୋଇଛନ୍ତି।
ମହିଳା ୧୦୦ ମିଟର ଦୌଡ଼ରେ ନିଜର...
ମହିଳା ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା: ଦଳରେ ୪ଜଣ ଓଡ଼ିଆ ଖେଳାଳି ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ହକି ବିଶ୍ୱକପ୍ ଲାଗି ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଦଳରେ ସାମିଲ ହୋଇଛନ୍ତି ୪ଜଣ ଓଡ଼ିଆ ଖେଳାଳି।
ପୁଣି ଜାତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ଦବଦବା। ମହିଳା ହକି ବିଶ୍ୱକପ୍...
ପୁଣି ଚମକିଲେ ଦୂତୀ: ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୦ ମିଟର ପରେ ମହିଳା ୧୦୦ ମିଟର ଦୌଡ଼ ଲାଗି ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ।
ଆସାମର ଗୁଆହାଟୀରେ ଚାଲିଥିବା ୫୮ତମ ଜାତୀୟ ଆନ୍ତଃରାଜ୍ୟ...
ଭାରତୀୟ କ୍ରିକେଟ୍ ଖେଳାଳିଙ୍କ ସହ ଅଭ୍ୟାସ କଲେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳର ଖେଳାଳିଙ୍କ ସହ ଅଭ୍ୟାସ କଲେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର।
ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ମଙ୍ଗଳବାରଠାରୁ ଅଭ୍ୟାସ ଆରମ୍ଭ କରିଛି। ପ୍ରଥମ...





















