ପଞ୍ଜାବ ବିପକ୍ଷ ମ୍ୟାଚ୍ ପରେ ୧୨ ଲକ୍ଷ ଟଙ୍କା ଫାଇନ୍ ଗଣିଲେ ବିରାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ଆରସିବିକୁ ଲାଗିଛି ଦୁଇଟି ଝଟକା। ପ୍ରଥମତଃ ଦଳ ୯୭ ରନର ବୃହତ ବ୍ୟବଧାନରେ ପରାଜୟ ଭୋଗିଥିବାବେଳେ ଦ୍ୱିତୀୟରେ ଦଳର ଅଧିନାୟକ କୋହଲି ଧିମା ବୋଲିଂ...
ଆଇପିଏଲ୍ : ଆଜି ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ମ୍ୟାଚରେ ଆଜି ଭେଟାଭେଟି ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଦୁବାଇରେ ଏହି ମ୍ୟାଚ୍ ଖେଳାଯିବ।
ଧୋନୀ ବାହିନୀକୁ ମାତ୍ ଦେଇ ଦିଲ୍ଲୀର ଯୁବ...
ଦିଲ୍ଲୀ କ୍ୟାପିଟାଲ୍ସ ସହ ମ୍ୟାଚ ପୂର୍ବରୁ ସିଏସକେକୁ ଝଟକା – ଦଳରୁ ବାଦ୍ ପଡ଼ିଲେ ଅମ୍ବାତି ରାଇଡୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ସିଏସକେକୁ ଲାଗିଛି ଝଟକା। ଆହତ ଜନିତ କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାଇଡୁ।
ଅମ୍ବାତି ରାଇଡୁ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍...
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ୟୋୟୋ ଟେଷ୍ଟ’ ବିଷୟରେ ବୁଝାଇଲେ ବିରାଟ କୋହଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ୟୋୟୋ ଟେଷ୍ଟ’ ବିଷୟରେ ବୁଝାଇଲେ କ୍ରିକେଟର ବିରାଟ କୋହଲି। ଆଜି ‘ଫିଟ୍ ଇଣ୍ଡିଆ’ର ଏକ ବର୍ଷ ପୂର୍ତ୍ତି ଅବସରରେ ମୋଦୀ ଦେଶର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା...
୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜୟକୁ ପୁରିଲା ୧୩ ବର୍ଷ – ପାକିସ୍ତାନକୁ ମାତ୍ ଦେଇ ଟ୍ରଫି ହାତେଇଥିଲା ଟିମ୍...
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୦୭ ଟି-୨୦ ବିଶ୍ୱକପ୍ ବିଜୟକୁ ପୁରିଲା ୧୩ ବର୍ଷ। ଆଜିର ଦିନରେ ମହେନ୍ଦ୍ର ସିଂହ ଧୋନୀ ପ୍ରଥମ କରି ବିଶ୍ୱକପ୍ ଟ୍ରଫି ତୋଳି ଧରିଥିଲେ। ଅଧିନାୟକ ଭାବେ ମାହିଙ୍କର ଏହା ଥିଲା...
ଆଇପିଏଲ୍: ଆଜି ରୟାଲ ଚାଲେଞ୍ଜର୍ସକୁ ଭେଟିବ କିଙ୍ଗସ୍ ଇଲେଭେନ୍ ପଞ୍ଜାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲରେ ଆଜି ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁକୁ ଭେଟିବ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ସନ୍ଧ୍ୟା ସାଢ଼େ ୭ଟାରେ ଦୁବାଇରେ ଏହି ମ୍ୟାଚ୍ ଖେଳାଯିବ।
ଦୁଇଟି ଯାକ ଦଳ ପାଇଁ ଏହା ଦ୍ୱିତୀୟ ମ୍ୟାଚ୍ ହେବ।...
ଆଇପିଏଲରେ ନୂଆ ରେକର୍ଡ – ପ୍ରଥମ ମ୍ୟାଚକୁ ଦେଖିଲେ ୨୦ କୋଟି ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ ଇତିହାସରେ ଯୋଡ଼ି ହେଲା ନୂଆ ରେକର୍ଡ। ଟିଭି ଓ ମୋବାଇଲରେ ୨୦ କୋଟି ଦର୍ଶକ ଦେଖିଲେ ଆଇପିଏଲର ପ୍ରଥମ ମ୍ୟାଚ୍। ବିସିସିଆଇ ସମ୍ପାଦକ ଜୟ ଶାହ ଟୁଇଟ୍ କରି ଏଭଳି...
ଆଇପିଏଲ୍: ଆଜି ନାଇଟ ରାଇଡର୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସଠାରୁ ପରାଜୟ ଭୋଗିବା ପରେ ଆଜି ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଭେଟିବାକୁ ଯାଉଛି କୋଲକାତା ନାଇଟ୍ ରାଇଡର୍ସକୁ। ସନ୍ଧ୍ୟା ସାଢ଼େ ୭ଟାରେ ଆବୁଧାବିରେ ଏହି ମ୍ୟାଚ୍...
ଏସୀୟ ରଗ୍ବୀ ଅନଷ୍ଟପେବଲ୍ କ୍ୟାମ୍ପେନରେ ଓଡ଼ିଆ ଝିଅ ସୁମିତ୍ରା – ଜାଣନ୍ତୁ ତାଙ୍କ ସଫଳତା ପଛର ସଂଘର୍ଷ କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆ ରଗ୍ବୀ ଅନଷ୍ଟପେବଲ୍ କ୍ୟାମ୍ପେନରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ରଗ୍ବୀ ଷ୍ଟାର ସୁମିତ୍ରା ନାୟକ। ଆଗକୁ ଖେଳାଯିବାକୁ ଥିବା ଇଭେଣ୍ଟ ପାଇଁ ଦଳରେ ସ୍ଥାନ ପାଇଥିବା...
ଆଇପିଏଲ୍: ଆଜି ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ରାଜସ୍ଥାନ ରୟାଲ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଥିବା ଚେନ୍ନାଇ ସୁପରକିଙ୍ଗସ୍ ଆଜି ନିଜର ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ରାଜସ୍ଥାନ ପାଇଁ ଏହା ପ୍ରଥମ ମ୍ୟାଚ୍ ହୋଇଥିବାବେଳେ ଚେନ୍ନାଇ ପାଇଁ...





















