ରେଳବାଇରେ ୯୯୭୦ଟି ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ ପଦବୀରେ ନିଯୁକ୍ତି ସୁଯୋଗ, ଏପ୍ରିଲ ୧୦ରୁ ଆବେଦନ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇରେ ଅନେକ ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ (ଏଏଲପି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ରେଳବାଇର ସବୁ ଜୋନ ପାଇଁ ୯,୯୭୦ଟି ଏଏଲପି ପଦବୀ ପୂରଣ ହେବ। ଏହି ପଦବୀ...

ସୁଭଦ୍ରା ଅପଡେଟ୍: ଦ୍ଵିତୀୟ କିସ୍ତିରୁ ବାଦ୍ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ହିତାଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଭଦ୍ରା ଯୋଜନାକୁ ନେଇ ଆସିଲା ନୂଆ ସୂଚନା। ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତିରୁ ବାଦ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ଜଣ ହିତାଧିକାରୀ। ବିଧାନସଭାରେ ଏହି ସୂଚନା ଦେଇଛନ୍ତି...

‘କ୍ରିଶ ୪’ର ନିର୍ଦ୍ଦେଶନା ଦେବେ ହ୍ରିତିକ, ସୂଚନା ଦେଲେ ରାକେଶ ରୋଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ 'କ୍ରିଶ୍ ୪'ର ନିର୍ଦ୍ଦେଶନା ଦେବେ ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନ। ଅଭିନେତା ସହ ଏବେ ଫିଲ୍ମର ନିର୍ଦ୍ଦେଶକ ହେବେ ହ୍ରିତିକ। ହ୍ରିତିକଙ୍କ ବାପା ରାକେଶ ରୋଶନ ଏନେଇ ସୋସିଆଲ ମିଡିଆରେ ସୂଚନା...

ସ୍ଵେଚ୍ଛାକୃତ ଅବସର ନେଲେ ଆଇଏଏସ ସୁଜାତା କାର୍ତ୍ତିକେୟନ!

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଲେ ଆଇଏଏସ ସୁଜାତା କାର୍ତ୍ତିକେୟନ। ଚାକିରିରୁ ଆଗୁଆ ଅବସର ନେବା ପାଇଁ ସୁଜାତା କାର୍ତ୍ତିକେୟନ କେନ୍ଦ୍ର ନିକଟରେ ୧୫ ଦିନ ପୂର୍ବରୁ ଆବେଦନ କରିଥିଲେ। ତାଙ୍କ...

ଏପ୍ରିଲ ୧୨ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଏପ୍ରିଲ ୧୨ ତାରିଖରେ ସେ ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ବୈଠକ କରିବେ। ଏଠାରେ ଦଳ...

ମିଆଁମାର ଭୂମିକମ୍ପ: ୧୦୦୦ ଟପିଲାଣି ମୃତ୍ୟୁ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ତାଣ୍ଡପ ରଚିଯାଇଛି ପ୍ରକୃତି। ବଢ଼ୁଛି ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା। ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମିଆଁମାରରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ଏଥିରେ ୨୩୦୦ରୁ ଅଧିକ ଲୋକ ଆହତ...

କେମିତି ଦୂର ହେବ କୋଷ୍ଠକାଠିନ୍ୟ ସମସ୍ୟା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=fpFllx80Awg ମଳତ୍ୟାଗ ବେଳେ କଷ୍ଟ ହେବା, ଝାଡ଼ାରେ ରକ୍ତ ପଡ଼ିବା ଏବଂ ଝାଡ଼ା ସଫା ନ ହେବା, ଆଜିକାଲିର ଏକ ସାଧାରଣ ସମସ୍ୟା। ତେଲମସଲା ତଥା ଚର୍ବିଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ...

ଗୋପାଳ ଚନ୍ଦ୍ର ପଟ୍ଟନାୟକ: ‘ଓରେରା’ର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ (ଓରେରା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି ଗୋପାଳ ଚନ୍ଦ୍ର ପଟ୍ଟନାୟକ। ଓରେରାର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏଁ ସେ ଏହି ଦାୟିତ୍ଵରେ ରହିବେ। ଏନେଇ...

ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଶନିବାର ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଙ୍ଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପରବେଶ ବର୍ମା ମଧ୍ୟ ଉପସ୍ଥିତ ଥିଲେ। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସିଂହଦ୍ଵାର...

ଛତିଶଗଡ଼: ସୁକମା ଜିଲ୍ଲା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୧୬ ଜଣ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ସୁକମା ଜିଲ୍ଲାର ଜଙ୍ଗଲରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୧୬ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ ଓ...