ଫାଷ୍ଟ ଲୁକ୍: ଦେଖନ୍ତୁ ଦୀପିକାଙ୍କୁ ରାଣୀ ପଦ୍ମିନୀ ଅବତାରରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଞ୍ଜୟ ଲୀଳା ଭଁସାଲିଙ୍କ ଐତିହାସିକ ଚଳଚ୍ଚିତ୍ର ଓ ଚଳିତ ସମୟର ସବୁଠାରୁ ଅଧିକ ଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତୀ’ର ପ୍ରଥମ ପୋଷ୍ଟର ଆଜି ରିଲିଜ ହୋଇଛି।
ବୁଧବାର ଦିନ ଦୀପିକା ଟୁଇଟ୍ କରିଥିଲେ,'ସୂର୍ଯ୍ୟ ଉଦୟ...
ହାଇକୋର୍ଟ ଜଜ୍ଙ୍କ ଘରେ ପଶିବା ଘଟଣା: ରୁଜୁ ହେଲା ସିବିଆଇ ନାଁରେ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଆଇ ନାଁରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ ହୋଇଛି। ହାଇକୋର୍ଟ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଦୁଇ ସୁରକ୍ଷା କର୍ମୀଙ୍କ ବୟାନକୁ ଆଧାରକରି ଏହି ମାମଲା ରୁଜୁ କରାଯାଇଥିବା ପୋଲିସ କମିଶନର...
ବର୍ଷାରେ ମୁମ୍ବାଇ ପୁଣି ବେହାଲ୍: ୧୨୦ ବିମାନ ବାତିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣିଥରେ ଜଳବନ୍ଦୀ ହୋଇଛି ମୁମ୍ବାଇ। ବ୍ୟସ୍ତବହୁଳ ମୁମ୍ବାଇବାସୀଙ୍କ ଜୀବନ ଶୈଳୀକୁ ପୁଣି ରୋକିଛି ବର୍ଷା। ବସ୍, ଟ୍ରେନ୍ ଓ ବିମାନ ସେବା ପ୍ରଭାବିତ ହୋଇଛି। ବୁଧବାର ସହରର ସମସ୍ତ ସ୍କୁଲ, କଲେଜ...
କଳ-ବଳ-ଛଳ ବିରୋଧରେ ଲଢ଼େଇ ସୁରୁ: ସିବିଆଇ ଅଫିସ ଆଗରେ ବିଜେଡି ଦେଖାଇଲା ଶକ୍ତି
ଓଡିଶାଲାଇଭ୍ ବ୍ୟୁରୋ
ବିଧାୟକ ପ୍ରଭାତ ବିଶ୍ବାଳଙ୍କ ଗିରଫ ଏବେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ, ଯେଉଁଥିପାଇଁ ଦଳ ଏବେ ପ୍ରଭାତଙ୍କ ସପକ୍ଷରେ ରାଜରାସ୍ତାକୁ ଓହ୍ଲାଇ ଆସିଛି। ସିବିଆଇ ଅଫିସ୍ ଆଗରେ ଶକ୍ତି ପ୍ରଦର୍ଶନ କରିଛି।...
ଚିଟ୍ଫଣ୍ଡ ରାଜନୀତି: ବିଜେପି ଟାର୍ଗେଟରେ ପ୍ରସନ୍ନ ଆଚାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀକୁ ନେଇ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଥିଲେ। ବୁଧବାର ଏହାର କାଉଣ୍ଟର ଜବାବ ଦେଇଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ...
ଧୋନିଙ୍କୁ ‘ପଦ୍ମ ଭୂଷଣ’ ପାଇଁ ସୁପାରିଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ତୃତୀୟ ବଡ଼ ନାଗରିକ ସମ୍ମାନ ପଦ୍ମ ଭୂଷଣ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କ ନାମ ସୁପାରିଶ କରାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ପକ୍ଷରୁ ଏହା କୁହାଯାଇଛି। ସାମଗ୍ରିକ ବିକାଶ...
ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି: ଏଣିକି ସେବାୟତ ଶ୍ରୀମନ୍ଦିରକୁ ନେଇ ପାରିବେନି ସ୍ମାର୍ଟଫୋନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ମନ୍ଦିର ଭିତରକୁ ସେବାୟତମାନେ ସ୍ମାର୍ଟଫୋନ୍ ନେବା ଉପରେ ପ୍ରଶାସନ କଟକଣା ଜାରି...
ବାଟବଣା ସିବିଆଇ: ଅବସରପ୍ରାପ୍ତ ଜଜ୍ଙ୍କ ବଦଳରେ ହାଇକୋର୍ଟ ଜଜ୍ଙ୍କ ଘରେ ପଶିଗଲେ ତଦନ୍ତକାରୀ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ବାଟବଣା ହୋଇଯାଇଛି। ଏହାର ପ୍ରମାଣ ମିଳିଛି ମଙ୍ଗଳବାର ରାତିରେ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଘରକୁ ତଦନ୍ତ ପାଇଁ ଯିବା ବଦଳରେ ଏହି ତତନ୍ତକାରୀ ଟିମ୍ ଜଣେ...
ଜେଲରେ ପରିବା ଚାଷ କରିବେ ରାମରହିମ; ଦିନକୁ ମଜୁରି ୨୦ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଡେରା ଆଶ୍ରମରେ ଅତ୍ୟଧିକ ଅୟସ ଅରାମରେ ଦିନ କାଟୁଥିବା ଗୁରୁମିତ ରାମରହିମ ସିଂହଙ୍କୁ ଏବେ ଜେଲରେ ଦିନକୁ ୮ ଘଣ୍ଟା ଖଟିବାକୁ ପଡିବ। ଦିନକୁ ମଜୁରି ମିଳିବ ୨୦ ଟଙ୍କା। ସଶ୍ରମ...
ମେକ୍ସିକୋ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨୫୦କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ମେକ୍ସିକୋରେ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି। ଏହା ଫଳରେ ବୁଧବାର ଅପରାହ୍ଣ ପର୍ଯ୍ୟନ୍ତ ୨୫୦ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଥିରେ ୨୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଖବର ଅନୁସାରେ ଏହି...





















