୯ ମାସ ପରେ ମହାକାଶରୁ ଫେରିଲେ ସୁନିତା ୱିଲିୟମ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଅପେକ୍ଷାର ଅନ୍ତ ଘଟିଲା। ଦୀର୍ଘ ୯ ମାସ ପରେ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନିତା ୱିଲିୟମ୍ସ। ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ...

ଆଇଟିବିପିରେ ୧୩୩ଟି କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି: ଏପ୍ରିଲ ୨ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଆଇଟିବିପିରେ ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଆଇଟିବିପିର ସ୍ପୋର୍ଟସ କୋଟାରେ ଖାଲିଥିବା ପ୍ରାୟ ୧୧୩ଟି ପଦବୀ ପୂରଣ ପାଇଁ...

ରୋଷେଇ ରାଣୀ ସ୍ମୃତିଶ୍ରୀଙ୍କ ଟାଟୁ ପ୍ରେମ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=qUCjblX6zDY ଓଡ଼ିଶାର ଜଣେ ଜଣାଶୁଣା ସେଫ୍ ସ୍ମୃତିଶ୍ରୀ ସିଂହ। ରୋଷେଇ ପ୍ରତି ଆଗ୍ରହ ତାଙ୍କୁ ଅନୁଗୁଳରୁ ମୁମ୍ବାଇ ନେଇ ଯାଇଥିଲା। ଜାତୀୟ ଟିଭି ଚ୍ୟାନେଲରେ ପ୍ରସାରିତ ରିଆଲିଟି ସୋ’ ‘ମାଷ୍ଟର ସେଫ୍ ଇଣ୍ଡିଆ’...

ଭୁବନେଶ୍ଵର: ଓଡ଼ିଶାର ଗ୍ରାମୀଣ ଜୀବନରେ ଭାଗବତ ଟୁଙ୍ଗି ଓ ପଖାଳର ସମ୍ବନ୍ଧକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଗ୍ରାମୀଣ ଜୀବନରେ ଭାଗବତ ଟୁଙ୍ଗି ଏକ ଅବିଚ୍ଛେଦ ଅଙ୍ଗ। ସଞ୍ଜ ନଇଁଲେ ଗାଁର ଭାଗବତପ୍ରେମୀମାନେ ଏକାଠି ହୋଇ ଭାଗବତ ଟୁଙ୍ଗିରେ ଗ୍ରାମୀଣ ସଂସ୍କୃତି, ପରମ୍ପରା ଏବଂ ଭାଇଚାରା ଭାବକୁ ବାନ୍ଧି...

ଜାତୀୟ ଶିକ୍ଷା ନୀତି: ଏଣିକି ୬ ବର୍ଷ ହୋଇଥିଲେ ହିଁ ପ୍ରଥମ ଶ୍ରେଣୀରେ ନାମଲେଖାଇ ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷାବର୍ଷ ୨୦୨୫-୨୬ରୁ ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି। ଏନେଇ ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ପାଇଁ ନୂତନ ସର୍ବନିମ୍ନ ବୟସ ସୀମା ସ୍ଥିର କରିଛନ୍ତି ରାଜ୍ୟ ସରକାର। ଏଣିକି...

କେଉଁ ମୋଡ଼ ନେବ ନବ ଦାସଙ୍କ ହତ୍ୟା ମାମଲା: ପୁଣି ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତନାଘନା

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ଗୁମର ଖୋଲିବାକୁ ପୁଣି ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଝାରସୁଗୁଡ଼ାସ୍ଥିତ ସ୍ଵର୍ଗତ ନବ ଦାସଙ୍କ ବାସଭବନରେ ମଙ୍ଗଳବାର ଦିନ ପହଞ୍ଚିଛନ୍ତି ଦୁଇଜଣିଆ...

ତ୍ରିଶୁଳିଆ ନୁହେଁ ବରଂ କଟକ ଯାଏଁ ଗଡ଼ିବ ମେଟ୍ରୋ – ନଗର ଉନ୍ନୟନ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ବଦଳିବ ଗତିପଥ। ଭୁବନେଶ୍ଵର ବିମାନବନ୍ଦରରୁ ତ୍ରିଶୁଳିଆ ନୁହେଁ ବରଂ କଟକ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ। ଏନେଇ ପ୍ରକଳ୍ପର ଡିପିଆର୍ ପରିବର୍ତ୍ତନ କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ...

ପଞ୍ଚଭୂତରେ ଲୀନ ହେଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚଭୂତରେ ଲୀନ ହେଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର। ମଙ୍ଗଳବାର ଦିନ ପୁରୀର ସ୍ଵର୍ଗଦ୍ଵାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେଲା ଶେଷକୃତ୍ୟ। ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ...

ଓଡ଼ିଶାରେ ୬୧୧୭ କୋଟି ଟଙ୍କାର ୧୯ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକ ଭୁବନେଶ୍ଵର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ବସିଥିବା କମିଟିର ୧୩୫ତମ ବୈଠକରେ ଓଡ଼ିଶାରେ ୬ ହଜାର ୧୧୭ କୋଟି ଟଙ୍କାର...

ଜାଣନ୍ତୁ, ଗୁଗୁଲ ମ୍ୟାପ୍ସର ଏହି ୧୨ ଚମତ୍କାର ଫିଚରସ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ଠିକଣାରେ ପହଞ୍ଚିବା ପାଇଁ ହେଉ କି ଦିଗ ନିର୍ଦ୍ଧାରଣ ପାଇଁ ଆପଣ ଗୁଗୁଲ୍ ମ୍ୟାପ୍ସର ବ୍ୟବହାର କରିଥାନ୍ତି। କିନ୍ତୁ, ଏହାକୁ ଛାଡ଼ି ଏହି ଆପର ଆହୁରି ଅନେକ ବୈଶିଷ୍ଟ୍ୟ ରହିଛି।...