ୱାକଫ୍ ଆଇନରେ ହେବ ସଂଶୋଧନ! ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୱାକଫ୍ ସଂଶୋଧନ ବିଧେୟକକୁ ନେଇ ଗଠିତ ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟକୁ ଗୁରୁବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହାକୁ ସଂସଦର ଚଳିତ ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟରେ ଆଗତ କରାଯିବାର...

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ଡା। ସେ ଶୁକ୍ରବାର ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବେ। ଏହାସହ ସେ ବିଜେପି...

ମାଲକାନଗିରି ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା: ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ରାଜ୍ୟକୁ ଲଜ୍ଜିତ କରିଛି ମାଲକାନଗିରି ଜିଲ୍ଲା ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଶାନ୍ତ ଖିଲଙ୍କୁ ଗିରଫ କରିଛି...

ମଦ ପିଇ ଲିଭର ଖରାପ ହେଲେ କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Hr2Q8x7hPB4 ଅତ୍ୟଧିକ ଏବଂ ନିୟମିତ ମଦ୍ୟପାନ ଲିଭରକୁ ଖରାପ କରିଥାଏ। ପ୍ରଥମ ପର୍ଯ୍ୟାୟରେ ଫ୍ୟାଟି ଲିଭର ଏବଂ ଶେଷ ପର୍ଯ୍ୟାୟରେ ଲିଭର ସିରୋସିସ୍‌ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। କେତେକ କ୍ଷେତ୍ରରେ...

ନୟାଗଡ଼: ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଲା ଲଡ଼ୁବାବାଙ୍କ ପୀଠ, ମହା ଶିବରାତ୍ରୀରେ ଦୀପ ଜାଳିଲେ ଲକ୍ଷାଧିକ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଶରଣକୁଳରୁ ଦୀପକ କର ): ଶିବ ଉପାସନା ପାସନାର ମହାନ ପର୍ବ ମହାଶିବରାତ୍ରୀ। ଓଡ଼ିଶାର ଅଦ୍ଵିତୀୟ ଶୈବକ୍ଷେତ୍ର ନୟାଗଡ଼ ଜିଲ୍ଲା ଶରଣକୂଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ମହାସମାରୋହରେ ପାଳିତ ହୋଇଯାଇଛି ମହାଶିବରାତ୍ରୀ। ଲଡୁବାବାଙ୍କ...

ଜାଣନ୍ତୁ ଭାରତର ବିଭିନ୍ନ ରାଜ୍ୟରେ କିଭଳି ପାଳନ ହୁଏ ମହାଶିବରାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାଶିବରାତ୍ରୀରେ ଶିବମୟ ହୋଇପଡ଼ିଛି ପରିବେଶ। ଭକ୍ତମାନେ ନିଜକୁ ଶିବଙ୍କ ଭକ୍ତିଭାବରେ ବାନ୍ଧି ରଖି ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଧାଡ଼ି ଲଗାଇଛନ୍ତି। କେବଳ ଓଡ଼ିଶାରେ ନୁହେଁ ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ଏହି...

ଉନ୍ମୋଚିତ ହେଲା ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ପ୍ରବନ୍ଧ ପୁସ୍ତକ ‘ପ୍ରବନ୍ଧ ପ୍ରବାହ’

ଓଡ଼ିଶାଲାଇଭ୍ ବ୍ୟୁରୋଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶାନ୍ତିକାନନଠାରେ ବର୍ଷିୟାନ ସାରସ୍ବତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ୯୦ତମ ଜନ୍ମତିଥି ଅବସରରେ ତାଙ୍କ ରଚିତ ପ୍ରବନ୍ଧ...

ଆଜି ସରିବ ମହାକୁମ୍ଭ: ଏ ଯାଏଁ ବୁଡ଼ ପକାଇଲେଣି ୬୫ କୋଟିରୁ ଅଧିକ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାର ଆଜି ଶେଷ ଦିନ। ମହାଶିବରାତ୍ରୀ ଅବସରରେ ଅମୃତ ସ୍ନାନ କରିବା ପାଇଁ ଜନ ସମୁଦ୍ର ପାଲଟିଛି ସଙ୍ଗମ ନଗରୀ। ଭୋର୍‌ରୁ ବର୍ତ୍ତମାନ ଯାଏଁ ଦେଢ଼...

ମହାଶିବରାତ୍ରୀ ପାଳନ କରିବାର ମହତ୍ତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ https://youtu.be/J17IvQFxwts ମହାଶିବରାତ୍ରୀ ହେଉଛି ଦେବ ଦେବ ମହାଦେବଙ୍କର ସୁବଠୁ ବଡ଼ ପର୍ବ। ଏହିଦିନ ମହାଦେବଙ୍କ ଆରାଧନା ପାଇଁ ଉପବାସ କରନ୍ତି ଭକ୍ତଗଣ। ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ନିର୍ଜଳ ଉପବାସ ରହିବା ସହିତ ଉଜାଗର...

ଆଜି ପବିତ୍ର ମହାଶିବରାତ୍ରୀ, ରାଜ୍ୟର ପ୍ରମୁଖ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର ମହାଶିବରାତ୍ରୀ। ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆଜିର ଦିନରେ ବ୍ରତ ପାଳନ କରୁଥିବା...