ମୃତ୍ୟୁଦଣ୍ଡକୁ ନେଇ କ’ଣ କହିଲେ ଶେଖ ହସିନା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/HtNSl9kt-90 ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଢାକାର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ବା ଆଇସିଟି ଫାଶୀଦଣ୍ଡ ଶୁଣାଇଛନ୍ତି। ବିକ୍ଷୋଭକାରୀଙ୍କୁ ଆକ୍ରମଣ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫: ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କଲେ ସଂସଦୀୟ କମିଟି ସଦସ୍ୟ 

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆଦିଲ୍ଲୀ): ନୂଆଦିଲ୍ଲୀଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ପଞ୍ଚମ ଦିନରେ ସଂସଦୀୟ କମିଟିର ସଦସ୍ୟମାନେ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଥିଲେ। ଏଠାରେ ପ୍ରତିଫଳିତ ହେଉଥିବା ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି,...

ପଞ୍ଚାନନ କାନୁନଗୋ କହିଲେ – ସରକାରଙ୍କୁ ଲୋନ୍ ଦେବାକୁ ମନା କରୁଥିଲା ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=6_HUur3Qi0g ଓଡ଼ିଶା ରାଜନୀତିରେ ଅନ୍ୟତମ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ। ଛାତ୍ର ଜୀବନରୁ ରାଜନୀତି ଆଡ଼କୁ ଆକର୍ଷିତ ହୋଇଥିଲେ। ଯୁବ କଂଗ୍ରେସରେ ଥାଇ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଜେଲ ଯାଇଥିଲେ। ଏହାପରେ...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୫: ଆକର୍ଷଣ ପାଲଟିଛି ଓଡ଼ିଶା ପାଭିଲିୟନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆଦିଲ୍ଲୀ/ଭୁବନେଶ୍ଵର): ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ପାଲଟିଛି ‘ଓଡ଼ିଶା ପାଭିଲିୟନ’। ଏହା ଦେଶ ବିଦେଶର ବୃହତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ...

ରାଜସ୍ୱ ରେକର୍ଡର ଆଧୁନିକୀକରଣ କରାଯିବ – ମନ୍ତ୍ରୀ ସୁରେଶ ପୁଜାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ରାଜ୍ୟରେ ଦୀର୍ଘ ଦିନ ହେବ ଜମିଜମା ସଂକ୍ରାନ୍ତୀୟ ମାମଲା ଯୋଗୁଁ ରାଜସ୍ୱ ହାନି ଘଟୁଛି। ରାଜ୍ୟ ସରକାର ଶିଳ୍ପକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା...

ବେଲ୍ସ ପାଲ୍‌ସି କାହାକୁ ହେବାର ଆଶଙ୍କା ରହିଛି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=7IPlmYb2T58 ବେଲ୍ସ ପାଲ୍‌ସି ହେଉଛି ମୁହଁର ସ୍ନାୟୁ କୌଣସି କାରଣରୁ ପ୍ରଭାବିତ ହୋଇ ମୁହଁର ଗୋଟେ ପାଖ ପାରାଲିସିସ୍‌ ବା ବଙ୍କା ହୋଇଯିବା। ଏହା ହର୍ପିସ୍‌ ବା ଅତ୍ୟଧିକ ଥଣ୍ଡା ଯୋଗୁଁ...

ନିରବିଗଲା ସ୍ଵର: ଆଉ ଫେରିବେନି ହ୍ୟୁମାନ ସାଗର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/k_5yMcsOEI0 ସବୁଦିନ ପାଇଁ ନିରବିଗଲା ସ୍ଵର। ଆରପାରିରେ ଓଡ଼ିଶାର ଉଦୀୟମାନ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୩୫ ବର୍ଷ ବୟସରେ ସେ ସମସ୍ତଙ୍କଠାରୁ ବିଦାୟ ନେଇଛନ୍ତି। ଲିଭର ଏବଂ କିଡନି...

ସୁଶୀଲ ମେହେର ବରଗଡ଼ ଧୁନଯାତ୍ରାର ନୂଆ କଂସ ମହାରାଜା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଶୀଲ ମେହେର ହେବେ ଏଥର ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜା। ୪୪ ଜଣ କଳାକାରଙ୍କ ମଧ୍ୟରୁ ସୁଶୀଲ ମେହେରଙ୍କୁ ଚୟନ କରାଯାଇଛି। ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ତଥା...

ମିଷ୍ଟର ଗୁଲୁଆ – ପାଠରେ ଫେଲ୍ କମେଡିରେ ପାସ୍

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=D7mTsoIRlBY କମେଡି ଭିଡିଓ ଜରିଆରେ ନିଜର ପରିଚୟ ତିଆରି କରିଛନ୍ତି ଆଶିଷ କୁମାର ଦାସ। ୟୁଟ୍ୟୁବରେ କମେଡି ଭିଡିଓ କରି ବେଶ୍ ଭାଇରାଲ ହୋଇପାରିଛନ୍ତି ସେ। ଗୁଲୁଆ ନାଁରେ ସେ ଘରେ ଘରେ...

ପରଲୋକରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା। ସେ ଲିଭର୍‌ ଓ କିଡନୀ...