୨୦୧୯ ନିର୍ବାଚନରେ କାହିଁକି ହାରିଲେ ପ୍ରଦୀପ ପୁରୋହିତ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=sxa1RQpllL4 ଓଡ଼ିଶା ରାଜନୀତିରେ ଜଣାଶୁଣା ନେତା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଅଧାରୁ ପାଠପଢ଼ା ଛାଡ଼ି ‘ଗନ୍ଧମାର୍ଦ୍ଦନ ବଞ୍ଚାଅ’ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ଏହାପରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ପ୍ରଦୀପ...

ନୂଆପଡ଼ା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆପଡ଼ାର ନୂଆ ବିଧାୟକ ଭାବେ ଶପଥ ନେଲେ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ଓଡ଼ିଶା ବିଧାନସଭାରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଜୟ। ବାଚସ୍ପତି ସୁରମା...

ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ଦଶମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ନୀତୀଶ କୁମାର ଇତିହାସ ରଚିଛନ୍ତି। ପାଟନାର ଐତିହାସିକ ଗାନ୍ଧୀ ମଇଦାନଠାରେ ଆୟୋଜିତ...

କେମିତି ଦୂର ହେବ ମୋବାଇଲ ନିଶା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=eXcg3If4kUc ବର୍ତ୍ତମାନ ସମାଜରେ ନିଶା ଏକ ପ୍ରକାରର ଜଟିଳ ସମସ୍ୟା ଭାବେ ଛିଡ଼ା ହୋଇଛି। ହେଲେ, କେବଳ ମଦ, ତମ୍ବାଖୁ ନିଶା ନୁହେଁ ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌, ମୋବାଇଲ ମଧ୍ୟ ଏକ...

ଓଡ଼ିଆ ବିଭବର ଅଷ୍ଟମ ବର୍ଷ ପୂର୍ତ୍ତି ଅବସରରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସ୍ୱତନ୍ତ୍ର ୱେବସାଇଟ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ଭାଷାର ଗୁଣାତ୍ମକ ମାନ ବଜାୟ ରଖିବାର ଆବଶ୍ୟକତା ରହିଛି। ବର୍ତ୍ତମାନର ଡିଜିଟାଲ ଯୁଗରେ ଓଡ଼ିଆ ଭାଷାର ବହୁଳ ବ୍ୟବହାରକୁ ଗୁରୁତ୍ୱ ଦେଇ ଏଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଓଡ଼ିଆ...

ମୃତ୍ୟୁଦଣ୍ଡକୁ ନେଇ କ’ଣ କହିଲେ ଶେଖ ହସିନା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/HtNSl9kt-90 ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଢାକାର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ବା ଆଇସିଟି ଫାଶୀଦଣ୍ଡ ଶୁଣାଇଛନ୍ତି। ବିକ୍ଷୋଭକାରୀଙ୍କୁ ଆକ୍ରମଣ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫: ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କଲେ ସଂସଦୀୟ କମିଟି ସଦସ୍ୟ 

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆଦିଲ୍ଲୀ): ନୂଆଦିଲ୍ଲୀଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ପଞ୍ଚମ ଦିନରେ ସଂସଦୀୟ କମିଟିର ସଦସ୍ୟମାନେ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଥିଲେ। ଏଠାରେ ପ୍ରତିଫଳିତ ହେଉଥିବା ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି,...

ପଞ୍ଚାନନ କାନୁନଗୋ କହିଲେ – ସରକାରଙ୍କୁ ଲୋନ୍ ଦେବାକୁ ମନା କରୁଥିଲା ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=6_HUur3Qi0g ଓଡ଼ିଶା ରାଜନୀତିରେ ଅନ୍ୟତମ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ। ଛାତ୍ର ଜୀବନରୁ ରାଜନୀତି ଆଡ଼କୁ ଆକର୍ଷିତ ହୋଇଥିଲେ। ଯୁବ କଂଗ୍ରେସରେ ଥାଇ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଜେଲ ଯାଇଥିଲେ। ଏହାପରେ...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୫: ଆକର୍ଷଣ ପାଲଟିଛି ଓଡ଼ିଶା ପାଭିଲିୟନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆଦିଲ୍ଲୀ/ଭୁବନେଶ୍ଵର): ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ପାଲଟିଛି ‘ଓଡ଼ିଶା ପାଭିଲିୟନ’। ଏହା ଦେଶ ବିଦେଶର ବୃହତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ...

ରାଜସ୍ୱ ରେକର୍ଡର ଆଧୁନିକୀକରଣ କରାଯିବ – ମନ୍ତ୍ରୀ ସୁରେଶ ପୁଜାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ରାଜ୍ୟରେ ଦୀର୍ଘ ଦିନ ହେବ ଜମିଜମା ସଂକ୍ରାନ୍ତୀୟ ମାମଲା ଯୋଗୁଁ ରାଜସ୍ୱ ହାନି ଘଟୁଛି। ରାଜ୍ୟ ସରକାର ଶିଳ୍ପକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା...