ବର୍ଷାରେ ଉବୁଟୁବୁ ସାରା ଓଡ଼ିଶା- କଟକ ଓ ଭୁବନେଶ୍ଵରର ସମସ୍ତ ସ୍କୁଲ ଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଅହରହ ବର୍ଷାରେ ରାଜଧାନୀ ଓ କଟକର ବିଭିନ୍ନ ରାସ୍ତା ପାଣିରେ ବୁଡ଼ି ଯାଇଥିବାରୁ ଏହି ଦୁଇଟି ସହରର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି।
ଉତ୍ତରପଶ୍ଚିମ ବଙ୍ଗୋପସାଗରରେ...
ତୁଳସୀକ୍ଷେତ୍ରର ସୁଆଦିଆ ରସାବଳି
କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ
କେନ୍ଦ୍ରାପଡ଼ା ଜିଲ୍ଲାର ବଳଦେବଜୀୟୁ ମନ୍ଦିରରେ ଭୋଗ ଲାଗି ହେଉଥିବା ରସାବଳି ଉପରେ ସ୍ଵତନ୍ତ୍ର ଉପସ୍ଥାପନା।
ରସାବଳି ନା ଶୁଣିଲେ ପାଟିରୁ ଆପେଆପେ ଲାଳ ଝରି ଆସେ। ଖାଇଥିବା ଲୋକ ତ ରସାବଳୀ...
ଫ୍ଲପ୍ ହିରୋଇନଙ୍କ ରୋଜଗାର ଶୁଣିଲେ ଆପଣ ବି ଚମକିଯିବେ!
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଫ୍ଲପ୍ ନାୟିକାମାନଙ୍କର ରୋଜଗାର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଜାଣନ୍ତୁ ଏହିପରି କିଛି ନାୟିକାଙ୍କ ରୋଜଗାର ବିଷୟରେ…
ବଲିଉଡରେ ଏମିତି ବି କିଛି ନାୟିକା ଅଛନ୍ତି, ଯେଉଁମାନଙ୍କୁ ଫ୍ଲପ୍...
ବନ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଉଛି। ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ରାଜ୍ୟ...
ଅନାସ୍ଥା ପ୍ରସ୍ତାବ ଉପରେ ଦିନସାରା ଚର୍ଚ୍ଚା – ବିରୋଧୀଙ୍କ ଅଭିଯୋଗର ଗୋଟି ଗୋଟି ଜବାବ ଦେଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି। ଏନଡିଏ ସରକାର ଆସ୍ଥା ଭୋଟରେ ଜିତିଛନ୍ତି। ହେଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ପଛାଇ ନାହାନ୍ତି।
ସଂସଦର ମୌସୁମୀ...
କାଟ୍ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ – ବିଶ୍ୱାସ ପରୀକ୍ଷାରେ ମୋଦି ସରକାର ପାସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି। ବିଶ୍ୱାସ ପରୀକ୍ଷାରେ ମୋଦି ସରକାର ପାସ୍ କରିଛନ୍ତି। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ ଜଣ ସାଂସଦ ଭୋଟ ଦେଇଥିବା ବେଳେ ବିପକ୍ଷରେ...
ଲଣ୍ଡନ ମହିଳା ହକି ବିଶ୍ୱକପ୍ – ଭାରତୀୟ ଟିମ୍ ପାଇଁ ଚାଲେଞ୍ଜ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮ ନଭେମ୍ବରରେ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ହକିପ୍ରେମୀଙ୍କ ନଜର ଏବେ ଲଣ୍ଡନ ମହିଳା ହକି ବିଶ୍ୱକପ୍ ଉପରେ ରହିଛି। ମହିଳା ବିଶ୍ୱକପ୍ର ଚତୁର୍ଦ୍ଦଶ ସଂସ୍କରଣ ଲଣ୍ଡନରେ ଆୟୋଜିତ ହେଉଛି।...
ଆଖି ମାରିଲେ ରାହୁଲ୍, ଫଟୋ ହେଲା ଭାଇରାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆଜି ନିଆରା ରୂପରେ ଦେଖିବାକୁ ମିଳିଥିଲା ଲୋକସଭାରେ। ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାରେ ରାହୁଲ୍ ଭାଗ ନେଇଥିଲେ। ମୋଦି...
ଓଡ଼ିଶାଲାଇଭରେ ବାହୁଡ଼ାର ସିଧାପ୍ରସାରଣ ସକାଳ ୭ଟା ୩୦ରୁ
ଓଡ଼ିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=k0hOvcQv8U4]
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ୨୨ ଜୁଲାଇ ରବିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା। ଓଡ଼ିଶାଲାଇଭ୍ର ନ୍ୟୁଜ୍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍...
ଲୋକସଭାରେ ମୋଦି ସରକାରଙ୍କ ଉପରେ ଜମେଇକି ବର୍ଷିଲେ ରାହୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ କରିଥିଲେ ଟାର୍ଗେଟ୍। ମୋଦି ସରକାର ଗରୀବଙ୍କ ସରକାର ନୁହେଁ, ସୁଟ୍-ବୁଟ୍ ଲୋକଙ୍କ ସରକାର...





















