ଭିନ୍ନକ୍ଷମଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ରେଭେନ୍ସାରେ ଗଡ଼ିବ ଇ-ରିକ୍ସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଗଡ଼ିବାକୁ ଯାଉଛି ୨ଟି ଇ-ରିକ୍ସା। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଖୁବଶୀଘ୍ର ବ୍ୟାଟେରିଚାଳିତ ଇ-ରିକ୍ସା ଚାଲିବ । ବିଶ୍ୱବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି...

‘ଟେକ୍ ନ୍ୟାଭ’ ୱେବସାଇଟର ଦାବି: ଫେସବୁକରେ ‘ବିଏଫ୍ଏଫ୍’ ଲେଖିବା ଗୁଜବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେସବୁକ୍ କମେଣ୍ଟ ବକ୍ସରେ 'ବିଏଫ୍ଏଫ୍' ଲେଖିବାକୁ ଗୁଜବ କହିଛି 'ଟେକ୍ ନ୍ୟାଭ' ୱେବସାଇଟ୍। ଯେଉଁମାନେ ଏହି ମେସେଜକୁ କମେଣ୍ଟ ବକ୍ସରେ ଟାଇପ୍‌ କରୁଛନ୍ତି ସେମାନେ ଏଥିରୁ ଦୂରେଇ ରହିବାକୁ ଏହି ସଂସ୍ଥା...

ଆଦିବାସୀଙ୍କ ପାଇଁ ଆଲୋକର ରାହା ଦେଖାଇଛନ୍ତି କମଳା ପୂଜାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଆଦିବାସୀ ଅଧ୍ୟୁସିତ କୋରାପୁଟର ଜିଲ୍ଲାର ଜଣେ ସାହସୀ ମହିଳା ହେଉଛନ୍ତି କମଳା ପୂଜାରୀ। କେବଳ ରାଜ୍ୟରେ ନୁହେଁ ଦେଶ-ବିଦେଶରେ ନିଜର ଏକ ସ୍ଵତନ୍ତ୍ର ପରିଚୟ କରିଛନ୍ତି କମଳା। କମଳା ପୂଜାରୀ। ଘର...

ଜଳୁଛି ୭ଟି ସହର, ପାରଦ ଟପିଲା ୪୦ ଡିଗ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାର ପ୍ରମୁଖ ସହରର ତାପମାତ୍ରା ୩୯ ଡିଗ୍ରୀ ଶୁକ୍ରବାର ୭ଟି ସହରର ତାପମାତ୍ରା ୪୦ ଟପିଥିଲା ୩ଟି ଜିଲ୍ଲାରେ କାଳବୈଶାଖୀ ପାଇଁ ସତର୍କ ସୂଚନା ତତଲା କଡ଼େଇ ପାଲଟି ଯାଇଛି ଓଡ଼ିଶା।...

କମେଡି କିଙ୍ଗ୍ କପିଲ୍ ଶର୍ମା: ଟ୍ୟାଲେଣ୍ଟ୍ ଆଗରେ ଫିକା ବିବାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ  କମେଡି କିଙ୍ଗ୍ କପିଲ ଶର୍ମା ଆଜି ଯେଉଁ ଶିଖରରେ ପହଞ୍ଚିଛନ୍ତି ତାହା ପଛରେ ଲୁଚି ରହିଛି ତାଙ୍କ କଠିନ ପରିଶ୍ରମର ଫଳ। ତାଙ୍କ ନାଁ’ରେ ବହୁ ବିବାଦର କଳଙ୍କ ଲାଗିଥିଲେ ମଧ୍ୟ...

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ: ଚାଳକ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଗୁଳ ଜିଲ୍ଲା ଜରାସିଂହ ନିକଟରେ ଘଟିଛି ଅଭାବନୀୟ ଘଟଣା। ଜିନ୍ଦଲ କାରଖାନାରୁ ମାଲ୍ ନେଇ ଟ୍ରେନ୍‌ଟି ଷ୍ଟେସନ୍ ଯାଉଥିବା ବେଳେ ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଯାଇଛି। ଫଳରେ ଟ୍ରେନ୍ ଚାଳକଙ୍କ ମୃତ୍ୟୁ...

ପ୍ରଥମ ଓଡ଼ିଆ ଭାବେ ଆଇଟିଏଫ୍ ଫାଇନାଲକୁ ଗଲେ କବିର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମ ଓଡ଼ିଆ ଭାବେ ଆଇଟିଏଫ୍‌ (ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ୍‌)ର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି ଟେନିସ୍ ଖେଳାଳି କବିର ହଂସ। ରାଜ୍ୟର ଉଦୀୟମାନ ଟେନିସ୍‌ ପ୍ରତିଭା କବିର୍‌ ହଂସ ଇତିହାସ ରଚିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନଠାରେ...

କେମିତି ଚିହ୍ନଟ କରିବେ ବ୍ରେନ୍ ଟ୍ୟୁମର? ଏହାର ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିକାଲି ବ୍ରେନ ଟ୍ୟୁମର୍ ଏକ ଘାତକ ରୋଗ ଭାବେ ଉଭା ହୋଇଛି। ଲଗାତାର ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।   ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। କିନ୍ତୁ...

ଚାରା ଘୋଟାଲାରେ ପୁଣି ଲାଲୁଙ୍କୁ ଦଣ୍ଡାଦେଶ : ୧୪ବର୍ଷ ଜେଲ ସାଙ୍ଗକୁ ୬୦ଲକ୍ଷ ଜରିମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜେଲ୍‌ରେ ଥାଇ ବି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ମୁଣ୍ଡବିନ୍ଧା କମିନି। ଚାରା ଘୋଟାଲାର ଚତୁର୍ଥ କେସରେ ଦୋଷୀ ସାବ୍ୟସ୍ତ ହୋଇ  ଲାଲୁଙ୍କୁ ୧୪ ବର୍ଷ ଜେଲ ସାଙ୍ଗକୁ ୬୦ଲକ୍ଷ ଟଙ୍କାର ଜରିମନା...

ଓଡ଼ିଶା ଛାଡ଼ିଲେ ଏସସି ଜମିର : ଭୁବବେଶ୍ୱର ବିମାନବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡକ୍ଟର ଏସସି ଜମିର ଓଡ଼ିଶା ଛାଡ଼ିଛନ୍ତି। ଭୁବନେଶ୍ୱର ବିମାନବନ୍ଦରଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ଓଡ଼ିଶାରୂ ବିଦାୟ ନେଇଛନ୍ତି ପୂର୍ବତନ ରାଜ୍ୟପାଳ ଏସସି ଜମିର। ୨୦୧୩ ମସିହା...