ଭାରତରେ ଅବସ୍ଥାପିତ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ପାକିସ୍ତାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଅବସ୍ଥାପିତ ହାଇକମିଶନର୍ ସୋହେଲ୍ ମେହମୁଦଙ୍କୁ ପ୍ରତ୍ୟାହାର କରି ନେଇଛି ପାକିସ୍ତାନ। ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି ଏହି ପଦକ୍ଷେପ ନେଇଛି ପାକିସ୍ତାନ। ପାକିସ୍ତାନର ଡେପୁଟି ହାଇକମିଶନର୍‌ଙ୍କ...

ଅପରାଧ ହାର ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏସ୍ ସମ୍ମିଳନୀରେ ପୋଲିସ ଅଧିକାରୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅପରାଧ ହାର ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ। ଶେଷ ହୋଇଛି...

ନବୀନ, ବିଜେପି ଓ ବୁଡ଼ି ଯାଉଥିବା ଜାହାଜ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପି ପ୍ରତି ଏକ କଟୂ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ଅନ୍ୟ ଦଳର ରାଜନୈତିକ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବିଜେପିର ପ୍ରଭାବ ହ୍ରାସ ପାଉଛି: ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ଗଡ଼ ଉତ୍ତର ପ୍ରଦେଶରେ ହୋଇଥିବା ଉପ-ନିର୍ବାଚନରେ ଦଳକୁ ଜୋରଦାର ଝଟକା ଲାଗିଛି। ଏହାକୁ ନେଇ ଓଡ଼ିଶା ରାଜନୀତି ତେଜିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପିକୁ ସମାଲୋଚନା କରିଛନ୍ତି। ଉତ୍ତର ପ୍ରଦେଶ...

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ତିନି ବିଜେଡି ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ତିନି ବିଜେଡି ପ୍ରାର୍ଥୀ। ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଡକ୍ଟର ଅଚ୍ୟୁତ ସାମନ୍ତ ରାଜ୍ୟସଭାକୁ ଯାଇଥିବା ରିଟର୍ଣ୍ଣିଂ ଅଫିସର କହିଛନ୍ତି। ଦୁଇ ରାଜ୍ୟସଭା ପ୍ରାର୍ଥୀ...

ପ୍ରେମ, ଧୋକା ଓ ଫିକ୍ସିଙ୍ଗ୍: ଏମିତି ଆସିଛି ସାମିଙ୍କ ଜୀବନରେ ‘ହସିନ୍’ ଝଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟ୍ ଦଳର ପେସ୍ ବୋଲର ମହମ୍ମଦ ସାମିଙ୍କ ଜୀବନରେ ଆସିଛି ‘ହସିନ୍’ ଝଡ଼। ପ୍ରେମ, ଧୋକା ଓ ଫିକ୍ସିଙ୍ଗ୍ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ସାମି। ମହମ୍ମଦ ସାମିଙ୍କ ବିରୋଧରେ ଲାଗିଛି ସାଂଘାତିକ...

ପରିବାର ବୋଝ ଉଠାଇବା ପାଇଁ ବାଘଲଟି ଡ୍ୟାମରେ ପଥର ବାନ୍ଧୁଛି ଗୌତମୀ

କପିଳାସ ଭୂୟାଁ ପାଠ ପଢ଼ିବି ଏବଂ ଅଙ୍ଗନବାଡ଼ିରେ ଚାକିରି କରିବି। ଏହା ଥିଲା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ନୂଆଗଡ଼ ଗାଁର ଗୌତମୀ ବେହେରାଙ୍କ ସ୍ୱପ୍ନ। ମାଟ୍ରିକ ଯାଏଁ ପାଠପଢ଼ି ପରିବାରର ବୋଝ ଉଠାଇବା...

ଛାତ୍ର ଅଶାନ୍ତି: ସେଣ୍ଟ୍ରାଲ୍ ୟୁନିଭରସିଟିରେ ଘୋଷଣା ହେଲା ସାଇନ୍-ଏ-ଡାଏ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ପରେ ସାଇନ୍-ଏ-ଡାଏ ଘୋଷଣା କରିଛନ୍ତି କୁଳପତି। କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତକୁ ନେଇ ସାଇନ୍-ଏ-ଡାଏ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ବିଶ୍ୱବିଦ୍ୟାଳୟରେ ଦୀର୍ଘ ଦିନ ଧରି...

ମନ୍ତ୍ରୀଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପନିର୍ବାଚନବେଳେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରକୁ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର। ବନବିରା ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇଛନ୍ତି ବିଜେପି ନେତା...

ଓଡ଼ିଆରେ ନାମଫଳକ ନଲେଖିଲେ ଜରିମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ପ୍ରତି ଦୋକାନ ସହ ପ୍ରତିଷ୍ଠାନଗୁଡ଼ିକର ନାମକରଣ ଓଡ଼ିଆରେ ଲେଖାହେବ। ନଚେତ୍ ତଣ୍ଡ ଗଣିବେ ଦୋକାନୀ। ରାଜ୍ୟ ସଚିବାଳୟରେ ରାଜ୍ୟ କ୍ୟାବିନେଟଣ ଏକ ଗୁରୁତ୍ଵପୁର୍ଣ୍ଣ ବୈଠକ ବସିଛି।...