“ଆକାଶରେ ଉଡ଼ିବା ମୋର ପ୍ରଥମ ପ୍ରେମ”
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଲାଦିନରୁ ଆକାଶରେ ଉଡ଼ିବାର ଇଚ୍ଛା ବିଜୁ ପଟ୍ଟନାୟକଙ୍କୁ ଜଣେ ଦୁର୍ଦ୍ଧର୍ଷ ପାଇଲଟ୍ ଭାବେ ଗଢ଼ି ତୋଳିଥିଲା। ପରିଣତ ବୟସରେ ସେ ଥରେ କହିଥିଲେ, “ଆକାଶରେ ଉଡ଼ିବା ମୋର ପ୍ରଥମ ପ୍ରେମ। ଯଦିଓ...
ରାଜ୍ୟସଭା ଭୋଟ ପାଇଁ ବିଜ୍ଞପ୍ତି: ୧୨ ତାରିଖ ସୁଦ୍ଧା ନାମାଙ୍କନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ରିଟର୍ଣ୍ଣିଂ ଅଫିସର ରାଜେଶ ପାଟିଲ୍। ସୋମବାରଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।...
ଏଣିକି ଗାଁ କଥା ବୁଝିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଡିଓ କନଫରେନ୍ସଂ ଜରିଆରେ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେଲେ
ଗାଁର ବିକାଶ କରିବାକୁ ପରାମର୍ଶ ଦେଲେ
କଂଗ୍ରେସ କହିଲା, "ଏହା ଲୋକଦେଖାଣିଆ"
ମୁଖ୍ୟମନ୍ତ୍ରୀ କେବଳ ପ୍ରଚାରରେ ବିଶ୍ୱାସ କରନ୍ତି:...
ଭୁବନେଶ୍ଵରରେ ମାଓ ପୋଷ୍ଟର: ସବ୍ୟସାଚୀଙ୍କୁ ନଛାଡ଼ିଲେ ଏମ୍ସ ଛାତ୍ରଙ୍କୁ ଛାଡ଼ିବୁନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଏମ୍ସରେ କାଶ୍ମିର ଛାତ୍ର ସୋହେଲ ଅଜାଜ୍ ନିଖୋଜ ହେବା ଘଟଣାରେ ଆସିଛି ନୂଆ ମୋଡ଼। ସୋହେଲଙ୍କୁ ମାଓବାଦୀ ଅପହରଣ କରିଥିବା ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଲଗାଯାଇଛି ପୋଷ୍ଟର।
ଭୁବନେଶ୍ୱର ଏମ୍ସରେ କାଶ୍ମିର...
ବିଜୁଙ୍କ ଜୀବନରେ ଜ୍ଞାନ ଦେବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବିଜୁ ପଟ୍ଟନାୟକ। ଭାରତର ତିନି ମହାପୁରଷଙ୍କ ବ୍ୟକ୍ତିତ୍ୱର ସମାହାର ଥିଲେ ବିଜୁବାବୁ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ସେ ଯେତିକି ଦୁର୍ଦ୍ଧର୍ଷ ଓ ଦୁଃସାହସୀ...
ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ସାଂସଦ ହେଲେ କୃଷ୍ଣା କୁମାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ଦଳିତ ହିନ୍ଦୁ ମହିଳା ଭାବେ କୃଷ୍ଣା କୁମାରୀ କୋହ୍ଲି ପାକିସ୍ତାନ ପାର୍ଲିଆମେଣ୍ଟର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।
ମୁସଲମାନ ବହୁଳ ପାକିସ୍ତାନର ସିନ୍ଧ ପ୍ରଦେଶର ଦଳିତ ହିନ୍ଦୁ ମହିଳା କୃଷ୍ଣା କୁମାରୀ...
ଶୁଭାରମ୍ଭ ହେଲା ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ। ଭିଡିଓ କନଫରେନ୍ସିଂ ଜରିଆରେ ଗ୍ରାମାଞ୍ଚଳର ଲୋକଙ୍କ...
କଂଗ୍ରେସର ଆଶା ମଉଳିଲା: ମେଘାଳୟ ବିଜେପି-ଏନପିପି ମେଣ୍ଟ ହାତକୁ ଗଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଘାଳୟରେ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି। ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ନେତୃତ୍ୱରେ ବିଜେପି ଏଠାରେ ସରକାର ଗଢ଼ିବାକୁ ଯାଉଛି।
ଚଳିତବର୍ଷ ମେଘାଳୟ ବିଧାନସଭା ନିର୍ବାଚନରେ କଂଗ୍ରେସ ସର୍ବାଧିକ ୨୧ଟି...
ସିବିଏସଇ ପରିଚାଳିତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଦୁଇ ଶ୍ରେଣୀରେ ମୋଟ ୨୮ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ସେଣ୍ଟ୍ରାଲ ବୋର୍ଡ ଅଫ୍...
ରାଜ୍ୟର ବିକାଶରେ ଦେଶର ବିକାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
"ସଂଘୀୟ ବ୍ୟବସ୍ଥା ଓ ସମାଜବାଦରେ ଗଭୀର ବିଶ୍ୱାସ କରୁଥିଲେ ବିଜୁବାବୁ। ସେ ଭାବୁଥିଲେ, ସମାନୁପାତରେ ରାଜ୍ୟଗୁଡ଼ିକର ବିକାଶ ନହେଲେ ଭାରତ କେବେ ବି ଶକ୍ତିଶାଳୀ ହୋଇପାରିବ ନାହିଁ।''
- ଏମ୍ ହମିଦ୍ ଅନସାରୀ,...





















