ପ୍ରସାଦଙ୍କୁ ମିଳିଲା ଆଶ୍ୱସ୍ତି: ଏଆଇସିସି କହିଲା, “ଏବେ ବଦଳିବେନି ପିସିସି ସଭାପତି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହେବା ପରେ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏବେ ପିସିସି ସଭାପତି ବଦଳିବେ ନାହିଁ ବୋଲି ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜିରେ କୁହାଯାଇଛି। ଫଳରେ...

୮ଟି ମଲରେ ନାହିଁ ଅଗ୍ନି ନିର୍ବାପକ ବ୍ୟବସ୍ଥା; ନିଆଁ ଲାଗିଲେ ସାଂଘାତିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ଥିବା ମଲ୍‌ରେ ନିଆଁ ଲାଗିଲେ ହେବ ଭୟଙ୍କର ପରିସ୍ଥିତି। ନିଆଁ ପ୍ରଭାବରୁ ମଲ୍‌ କର୍ମଚାରୀ ଲୋକଙ୍କୁ ସୁରକ୍ଷା ଦେବା ଅସମ୍ଭବ। କାରଣ ୮ଟି ମଲ୍‌ରେ ନାହିଁ ଅଗ୍ନି ନିର୍ବାପକ ବ୍ୟବସ୍ଥା।...

୭ ଥର ଜେଲ୍ ଗଲେଣି ଲାଲୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜେଲ୍‌ ସହିତ ଲାଲୁପ୍ରସାଦ ଯାଦବଙ୍କ ପୁରୁଣା ସମ୍ପର୍କ ରହିଛି। ପୂର୍ବରୁ ଅନେକବାର ଲାଲୁ ବିଭିନ୍ନ ମାମଲାରେ ଜେଲ୍‌ ଯାଇଛନ୍ତି। ବର୍ତ୍ତମାନସୁଦ୍ଧା ଲାଲୁ ଜେଲ୍‌ରେ ୩୭୫ ଦିନ କାଟି ସାରିଛନ୍ତି। ଚାରା ଦୁର୍ନୀତି...

ଲାଲୁଙ୍କୁ ଜେଲ୍: ଜାଣନ୍ତୁ କିଏ କ’ଣ କହିଛନ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରା ଘୋଟାଲାରେ ବିହାରର ଭେଟେରାନ୍‌ ରାଜନେତା ଲାଲୁପ୍ରସାଦ ଯାଦବଙ୍କୁ ସାଢ଼େ ୩ ବର୍ଷ ଜେଲ୍‌ ହୋଇଛି। ଏହି ଦଣ୍ଡାଦେଶ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଛି। ଜାଣନ୍ତୁ ଲାଲୁଙ୍କ...

ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ଘରେ ସିବିଆଇ ପଶିବା ମାମଲା ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ବିଚାରପତି ସିଆର ଦାସଙ୍କ ସରକାରୀ କ୍ଵାଟର୍ସରେ ସିବିଆଇ ଅଧିକାରୀମାନେ ରାତିଅଧିଆ ପଶିବା ମାମଲାକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଏକେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ...

ଲାଲୁଙ୍କୁ ସାଢ଼େ ୩ ବର୍ଷ ଜେଲ୍, ୫ ଲକ୍ଷ ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରା ଘୋଟାଲାର ରାୟ ଶନିବାର ପ୍ରକାଶ ପାଇଛି।ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସଭାପତି ଲାଲୁପ୍ରସାଦ ଯାଦବଙ୍କୁ ସାଢ଼େ ୩ ବର୍ଷ ଜେଲ୍‌ ହୋଇଛି। ଏହାସହ ୫ ଲକ୍ଷ ଟଙ୍କା ଜରିମାନା...

ଗହୀରମଥାରୁ ୧୬ ମତ୍ସ୍ୟଜୀବୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଆଇନଭାବେ ଗହୀରମଥାରେ ମାଛମାରୁଥିବା ଅଭିଯୋଗରେ ବନବିଭାଗ ୧୬ମତ୍ସ୍ୟଜୀବୀଙ୍କୁ ବାବୁବାଲି ଦୀପନିକଟରୁ ଗିରଫ କରିଛି। ଗିରଫ ମତ୍ସ୍ୟଜୀବୀମାନେ ପାରାଦୀପ ଓ ଜଗତସିଂହପୁର ଅଞ୍ଚଳର ବୋଲି ବନବିଭାଗ କହିଛି। ବିରଳ ଅଭିଲ ରିଡଲେ କଇଁଚ୍ଛଙ୍କ...

ମହାନଦୀ ମହାବିବାଦ: କେନ୍ଦ୍ର ଉପରେ ପୁଣି ବର୍ଷିଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀକୁ ନେଇ କେନ୍ଦ୍ରକୁ ପୁଣି ଟାର୍ଗେଟ କରିଛି ବିଜେଡି। କେନ୍ଦ୍ର ସରକାର ପକ୍ଷପାତିତା କରୁଥିବା ଅଭିଯୋଗ କରିଛି। ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ବିଜେଡି ମହାନଦୀକୁ ନେଇ ରାଜନୀତି...

ଜୋର ଧରିଲା ପାର୍ଲାମେଣ୍ଟରେ ବକ୍ସି ଜଗବନ୍ଧୁଙ୍କ ଘୋଡ଼ାଚଢା ପ୍ରତିମୂର୍ତ୍ତି ସ୍ଥାପନ ଦାବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମଗ୍ର ଦେଶ ଓଡ଼ିଶା ପାଇକ ବିଦ୍ରେହର ୨୦୦ବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କରୁଛି। କିନ୍ତୁ ପାଇକ ବିଦ୍ରୋହର ମହାରଥି, ପ୍ରଚଣ୍ଡ ସ୍ୱାଭିମାନୀ, ପରମ ଦେଶଭକ୍ତ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ଘୋଡ଼ାଚଢା ପ୍ରତିମୂର୍ତ୍ତି...

ପୁଣି ବନ୍ଧା ହେଲେ ସିସୋର୍‍ ମୁଖ୍ୟ ପ୍ରଶାନ୍ତ ଦାଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଢ଼େ ୪ ବର୍ଷ ପରେ ଶୁକ୍ରବାର ଜେଲ୍‌ରୁ ମୁକୁଳିଥିଲେ ସିସୋର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାଶ। ଜେଲ୍‌ରୁ ବାହାରିବାର ୨୪ ଘଣ୍ଟା ନପୂରୁଣୁ ପ୍ରଶାନ୍ତଙ୍କୁ ପୁଣି ଗିରଫ କରି ନେଇଛି...