ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତର୍ଜାତୀୟ ଭିସା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି। ଓଡ଼ିଶାରେ ପ୍ରତିଷ୍ଠା ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’। ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା କରିବା ପ୍ରସ୍ତାବକୁ...

ମୋଟାପଣକୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=8ucy2Nlq6mw ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ମେଦବହୁଳତା ଯୋଗୁଁ ଆମ ଶରୀରରେ ଅନ୍ୟାନ୍ୟ ଦୂରାରୋଗ୍ୟ ରୋଗ ମଧ୍ୟ ଦେଖାଦେବାର ସମ୍ଭାବନା ରହିଛି। ତେବେ...

ବାଲେଶ୍ଵର: ‘ସମ୍ପର୍କ-୨୦୨୫’ରେ ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ସମ୍ମାନିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ବାଲିଆ ରାମେଶ୍ୱର ମନ୍ଦିର ସମ୍ମୁଖରେ ‘ଆମ ପରମ୍ପରା ଟ୍ରଷ୍ଟ’ର ଏକାଦଶତମ ବାର୍ଷିକ ଉତ୍ସବ ‘ସମ୍ପର୍କ-୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ବିବର୍ତ୍ତନ ନାୟକଙ୍କ ସଭାପତିତ୍ଵରେ...

ସ୍ମୃତିର ଖିଅରେ ବାଘରାଣୀ ‘ଖଇରୀ’ ମୁହଁ

କପିଳାସ ଭୂୟାଁ ପ୍ରାୟ ପଇଁଚାଳିଶି ବର୍ଷ ପଛକୁ ଫେରି ଚାହିଁଲେ ପ୍ରଥମେ ସବୁକିଛି ଦିଶେ ଧୂମ୍ରାଭ, କୁହୁଡ଼ିଆ। ଅସ୍ପଷ୍ଟରୁ କ୍ରମେ ଯାହା ସ୍ପଷ୍ଟ  ହୁଏ ତା’ ଗୋଟେ ମୁହଁ, କୌଣସି ମଣିଷର ନୁହେଁ, ‘ଖଇରୀ’ର...

ଭୁବନେଶ୍ଵର: ପ୍ରଦୀପ କୁମାର ବିଶ୍ୱାଳ ଓ ସତ୍ୟପ୍ରିୟ ରଥଙ୍କ ପୁସ୍ତକ ‘ରିଫର୍ମସ ଇନ୍ ଇନଡାଇରେକ୍ଟ ଟ୍ୟାକ୍ସେସ ଇନ୍ ଓଡ଼ିଶା:...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ପ୍ରଦୀପ କୁମାର ବିଶ୍ୱାଳ ଏବଂ ସତ୍ୟପ୍ରିୟ ରଥଙ୍କ ଦ୍ୱାରା ଲିଖିତ ‘ରିଫର୍ମସ ଇନ୍ ଇନଡାଇରେକ୍ଟ ଟ୍ୟାକ୍ସେସ ଇନ୍ ଓଡ଼ିଶା: ଫ୍ରମ ସେଲ୍ସ ଟ୍ୟାକ୍ସ ଟୁ ଭାଟ ଆଣ୍ଡ ଜିଏସଟି’ ଆନୁଷ୍ଠାନିକ...

କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ

ଓଡ଼ିଶାଲାଇଭ୍ ବ୍ୟୁରୋ ଦଳ ବିରୋଧରେ ମୁହଁ ଖୋଲିବା ମହଙ୍ଗା ପଡ଼ିଲା। କଂଗ୍ରେସରୁ ବହିଷ୍କୃତ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ତାଙ୍କୁ ଦଳର ପ୍ରାଥମିକ...

ବିନା ଯନ୍ତ୍ରଣାରେ ପ୍ରସବ କେମତି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=GHi0J7_d6lY ପେନଲେସ ଡେଲିଭରି ବା ବିନା ଯନ୍ତ୍ରଣାରେ ପ୍ରସବ ହେଉଛି ଏକ ପ୍ରକ୍ରିୟା, ଯେଉଁଥିରେ ପ୍ରସବ ସମୟରେ ମହିଳାଙ୍କୁ କୌଣସି କଷ୍ଟ ଅନୁଭବ ହୁଏ ନାହିଁ। ତେବେ ପେନଲେସ ଡେଲିଭରି ସମ୍ଭବକି, କେଉଁ...

ଭୁବନେଶ୍ୱର: ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ (ୟ୍ୟାଟ୍‌ସ)ର ୧୯ତମ ଗ୍ରାଣ୍ଡ ଫିନାଲେ ସମାରୋହ। ୟ୍ୟାଟ୍‌ସ ୨୦୨୫ର ଥିମ ରହିଛି, ‘ଆଜିର ନକ୍ଷତ୍ରଦର୍ଶୀ,...

ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜୀବନ ଓ ଅନନ୍ୟ ଅବଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ୧୮୯୧ ମସିହା ଫେବ୍ରୁଆରି ମାସର ଏକ ଶୀତୁଆ ସନ୍ଧ୍ୟା। କଟକ କଲେଜ୍, ଯାହା ଏବେକାର ରେଭେନ୍ସା। ବିଶ୍ୱବିଦ୍ୟାଳୟ, ସେହି କ୍ୟାମ୍ପସରେ ସାମନ୍ତଙ୍କୁ ଅପେକ୍ଷା କରିଥାନ୍ତି ବିଜ୍ଞାନ...

ବଦଳିଲା ନାଁ: ‘ମନରେଗା’ ହେଲା ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିଲା ‘ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ ବା ‘ମନରେଗା’ର ନାଁ। ଯୋଜନାର ନୂଆ ନାମ ହେଲା ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’ ବା ‘ପିବିଜିଆରଓ୍ଵାଇ’। ଏହି ଯୋଜନାରେ...