ODISHALIVE_NEWS UPDATE_2PM

ଆଜିର ମୁଖ୍ୟ ଖବର @2PM (ଜୁନ ୧୭, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର ବିଶ୍ୱକପ୍ ୨୦୧୯: ବାଂଲାଦେଶକୁ ଭେଟିବ ୱେଷ୍ଟଇଣ୍ଡିଜ ଚଳିତ ବିଶ୍ୱକପର ୨୪ତମ ମ୍ୟାଚରେ ଆଜି ଟଣ୍ଟନରେ ବାଂଲାଦେଶ-ୱେଷ୍ଟଇଣ୍ଡିଜ ମୁହାମହିଁ ହେବେ। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜର ପଲ୍ଲା ଭାରି ରହିବ।...

ବିଶ୍ୱକପ୍ ୨୦୧୯: ବାଂଲାଦେଶକୁ ଭେଟିବ ୱେଷ୍ଟଇଣ୍ଡିଜ

ଓଡ଼ିଶାଲାଇଭ ବ୍ୟୁରୋ ଚଳିତ ବିଶ୍ୱକପର ୨୪ତମ ମ୍ୟାଚରେ ଆଜି ଟଣ୍ଟନରେ ବାଂଲାଦେଶ-ୱେଷ୍ଟଇଣ୍ଡିଜ ମୁହାମହିଁ ହେବେ। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜର ପଲ୍ଲା ଭାରି ରହିବ। ଚଳିତ ବିଶ୍ୱକପରେ ଦୁଇ ଦଳ ୪ଟି ମ୍ୟାଚ ଖେଳି ସମାନ ସ୍ଥିତିରେ...

କ’ଣ ରହିଛି ମହାପ୍ରଭୁଙ୍କ ଗଜାନନ ବେଶର ରହସ୍ୟ?

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀ ବିଗ୍ରହମାନଙ୍କର ଏହି ହାତୀ ବେଶ ଅତ୍ୟନ୍ତ ମନମୁଗ୍ଧକର ଓ ଆକର୍ଷଣୀୟ ହୋଇଥାଏ। ଏହି ହାତୀ ବେଶ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି। କିମ୍ବଦନ୍ତୀ ଅନୁଯାୟୀ ବହୁ ବର୍ଷ ପୂର୍ବେ...

ସୁପ୍ରିମକୋର୍ଟରେ ପହଞ୍ଚିଲା ଡାକ୍ତର ଆନ୍ଦୋଳନ ମାମଲା, କାଲି ହେବ ଶୁଣାଣି

ଓଡ଼ିଶାଲାଇଭ ବ୍ୟୁରୋ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷା ସହି ଜଡ଼ିତ ଆବେଦନ ଉପରେ ଜୁନ୍ ୧୮ ଅର୍ଥାତ ଆସନ୍ତାକାଲି ଶୁଣାଣି କରିବେ। ଦେଶବ୍ୟାପି ଏହି ଆନ୍ଦୋଳନ...

୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କଲେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୦୮ ଗରାରେ ସ୍ନାନ କଲେ ସୁନାକୁଅରୁ ଆସିଲା ସୁବାସିତ ଜଳ ଅପରାହ୍ଣ ୪ଟାରୁ ମହାପ୍ରଭୁଙ୍କ ହାତୀ ବେଶ ସାଢ଼େ ୭ଟାରୁ ସାହାଣମେଲା ଦର୍ଶନ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି...

ବାରିପଦାରେ ଶ୍ରୀହରି ବଳଦେବ ଜୀଉଙ୍କ ସ୍ନାନ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିବର୍ଷ ପରି ଚଳିତବର୍ଷ ଜ୍ୟେଷ୍ଠ ପୂର୍ଣ୍ଣମୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ପୂର୍ଣ୍ଣମୀ ଅନୁଷ୍ଠିତ ହୋଇଛି। ରାଜ୍ୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଲୋକମୁଖରେ ପରିଚିତ ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କ ମନ୍ଦିର...

କେମିତି ଟିମ୍ ଇଣ୍ଡିଆ ପାକିସ୍ତାନକୁ ଦେଇଥିଲା ୩୩୬ ରନର ଟାର୍ଗେଟ?

ଓଡ଼ିଶାଲାଇଭ ବ୍ୟୁରୋ ସପ୍ତମଥର ପାଇଁ ପୁଣି ପାକିସ୍ତାନକୁ ବିଶ୍ୱକପରେ ପରାସ୍ତ କରିଛି ଭାରତ। ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ଓ କୁଲଦୀପ ଓ ହାର୍ଦ୍ଦିକଙ୍କ ଚମତ୍କାର ବୋଲିଂ ବଳରେ ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ...

ଦ୍ରୁତତମ ୧୧,୦୦୦ ରନ୍ ପୂରଣ କରି ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

ଓଡ଼ିଶାଲାଇଭ ବ୍ୟୁରୋ ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ୧୧,୦୦୦ରନ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ଏହି...

ଶ୍ରୀମନ୍ଦିରରେ ଜୟ ବିଜୟଙ୍କ ବିଗ୍ରହ ସ୍ଥାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ସିଂହଦ୍ୱାରରେ ସ୍ଥାପିତ ହୋଇଛି ଜୟ ବିଜୟଙ୍କ ବିଗ୍ରହ। ମହାବାତ୍ୟା ଫନି ବିଗାଡ଼ି ଦେଇଥିଲା ସମ୍ପୂର୍ଣ୍ଣ ପୁରୀ ସହର। ଏଥିରୁ ବାଦ୍ ପଡ଼ି ନଥିଲା ପୁରୀ ଶ୍ରୀମନ୍ଦିର। ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା...

୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ 

ଓଡ଼ିଶାଲାଇଭ ବ୍ୟୁରୋ ଆଜିଠୁ ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ। ଅଧିବେଶନ ଆରମ୍ଭରେ ପ୍ରୋଟିମ ସ୍ପିକର ବିରେନ୍ଦ୍ର କୁମାର ଗୃହରେ ନୂଆ ସଦସ୍ୟଙ୍କ ଶପଥ ପାଠ କରାଇଛନ୍ତି। ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...