ଅମିତ ଶାହାଙ୍କ ‘ପୋଡା ଟ୍ରାନ୍ସଫର୍ମର’ ମନ୍ତବ୍ୟର ଜବାବ ଦେଲେ କି ବିଜେଡି କର୍ମୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ମିଶନ୍-୧୨୦' ହାସଲର ଲକ୍ଷ୍ୟ ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ୩ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। ରାଜଧାନୀ ଭୁବନେଶ୍ବରରେ ୩ ଦିନର ରହଣି ଭିତରେ ବିଜେଡି ସରକାର ଉପରେ...