ଓଡ଼ିଶାରେ ପୁଣି ବଢ଼ିବ ଶୀତ! ଘନ କୁହୁଡ଼ି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଶୀତର ପ୍ରକୋପ କମ୍ ରହିଛି। ରାତି ତାପମାତ୍ରା ହାରାହାରି ସ୍ତରରୁ ଅଧିକ ରହୁଛି। ତେବେ ଆଗକୁ ରାଜ୍ୟରେ ତାପମାତ୍ରା କମି ପୁଣି ଶୀତ ବଢ଼ିବାର ସମ୍ଭାବନା ରହିଛି। ଏହାସହ...
ଓଡ଼ିଶାରେ ଆଜିଠୁ କମିବ ଶୀତ! ଘନ କୁହୁଡ଼ି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଜିଠାରୁ ଶୀତ କମିବାର ସମ୍ଭାବନା
୨ରୁ ୩ ଡିଗ୍ରୀ ବଢ଼ିପାରେ ରାତି ତାପମାତ୍ରା
୫ରୁ ୬ ଦିନ ଯାଏଁ ପାଗ ରହିବ ଶୁଖିଲା
ଓଡ଼ିଶାରେ ଆଜିଠାରୁ ଶୀତ କମିବାର ସମ୍ଭାବନା ରହିଛି। ପୁଣି ରାତି...
ଓଡ଼ିଶାରେ ଶୀତ ଲହରୀ ଜାରି: ୧୦ ଡିଗ୍ରୀ ତଳେ ରାଜ୍ୟର ୯ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାରି ରହିଛି ଶୀତ ଲହରୀ। ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା କମି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଶନିବାର ସକାଳେ ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା।...
ଶୀତରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାରି ରହିଛି ଶୀତ ଲହରୀ
ଶୁକ୍ରବାର ସକାଳେ ୧୦ ଡିଗ୍ରୀ ତଳେ ୮ ସହର
ଜି ଉଦୟଗିରିରେ ୪.୮ ଡିଗ୍ରୀ ସହ ସର୍ବନିମ୍ନ ତାପମାତ୍ରା
ଶୀତରେ ଥରୁଛି ଓଡ଼ିଶା। ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା...
ନୂଆବର୍ଷରୁ ରାଜ୍ୟରେ ବଢ଼ିଲା ଶୀତ: ଆଜି ରାଉରକେଲା ସବୁଠୁ ଥଣ୍ଡା ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରୁ ରାଜ୍ୟରେ ପୁଣି ବଢ଼ିଲା ଶୀତ
ଆଜି ରାଉରକେଲା ସବୁଠାରୁ ଥଣ୍ଡା ସହର
ଘନ କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୱାର୍ଣ୍ଣିଂ
ଓଡ଼ିଶାରେ ନୂଆବର୍ଷରୁ ପୁଣି ଆରମ୍ଭ ହୋଇଛି ଶୀତ ପ୍ରକୋପ। ରାଜ୍ୟର ଅଧିକାଂଶ ଅଞ୍ଚଳରେ...
ଓଡ଼ିଶାରେ ଆହୁରି ବଢ଼ିବ ଶୀତ! ଜି ଉଦୟଗିରିରେ ୬.୨ ଡିଗ୍ରୀ ସହ ସବୁଠୁ ଅଧିକ ଥଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରୁ ରାଜ୍ୟରେ ଶୀତ ବଢ଼ିବାର ସମ୍ଭାବନା
ଘନ କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୱାର୍ଣ୍ଣିଂ
୨ରୁ ୪ ଡିଗ୍ରୀ ଯାଏଁ କମିବ ତାପମାତ୍ରା
ଓଡ଼ିଶାରେ ନୂଆବର୍ଷରୁ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ...
ଓଡ଼ିଶାରେ ଆଜିଠାରୁ ବଢ଼ିବ ଶୀତ! ଘନ କୁହୁଡ଼ି ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଜିଠାରୁ ଶୀତ ବଢ଼ିବାର ସମ୍ଭାବନା
ଘନ କୁହୁଡ଼ି ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ
ଆଗକୁ ୩ରୁ ୫ ଡିଗ୍ରୀ ଯାଏଁ କମିବ ତାପମାତ୍ରା
ଓଡ଼ିଶାରେ ଆଜିଠାରୁ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ...
ନୂଆବର୍ଷରୁ ବଢ଼ିବ ଶୀତ! ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ନୂଆବର୍ଷରୁ ଶୀତ ବଢ଼ିବାର ସମ୍ଭାବନା
ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ
ଜାନୁଆରି ୫ ଯାଏଁ ରାଜ୍ୟରେ ଶୁଖିଲା ପାଗ
ଓଡ଼ିଶାରେ ଏବେ ବର୍ଷା କମିଥିବାବେଳେ ପାଗ ଶୁଖିଲା ରହିଛି। ତେବେ ନୂଆବର୍ଷରୁ...
ପଶ୍ଚିମାଝଡ଼ ପ୍ରଭାବ: ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମାଝଡ଼ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା
ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷିବ
ନୂଆବର୍ଷକୁ ତାପମାତ୍ରା କମି ପୁଣି ଶୀତ ବଢ଼ିବ
ଓଡ଼ିଶାରେ ଆଜି ପୁଣି ହାଲୁକା ବର୍ଷା ହେବାର ସମ୍ଭବନା ରହିଛି।...
ଆଜି ପାଗ ଶୁଖିଲା, କାଲିଠୁ ପୁଣି ଭିଜିବ ଓଡ଼ିଶା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଜି, ଶୁକ୍ରବାର ଦିନ ପାଗ ଶୁଖିଲା ରହିଥିବାବେଳେ ଆସନ୍ତାକାଲିଠାରୁ ପୁଣି ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଡିସେମ୍ବର ୨୮ ଓ ୨୯ ତାରିଖ...