ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ‘ଦାନା’: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଦାନା’ ଏବେ ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଏହା ଓଡ଼ିଶା ଦେଇ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା...
ଅକ୍ଟୋବର ମାସରେ କାହିଁକି ଆସେ ବାତ୍ୟା?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=rD7nLTUyX8Y
ଅକ୍ଟୋବର ମାସ ଆସିଲେ ଓଡ଼ିଶାକୁ ଘାରେ ବାତ୍ୟା ଭୟ। କାରଣ ଅକ୍ଟୋବର ମାସରେ ଅନେକ ବାତ୍ୟାର ତାଣ୍ଡବ ଦେଖିଛନ୍ତି ଓଡ଼ିଶାବାସୀ। ଚଳିତ ଅକ୍ଟୋବରରେ ବାତ୍ୟା ‘ଦାନା’ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଥିଲା। ତେବେ...
ଅକ୍ଟୋବର ୨୪ ରାତି ୮ଟା ସୁଦ୍ଧା ବାତ୍ୟା ଅପଡେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୀଷଣ ବାତ୍ୟା ରୂପରେ ଓଡ଼ିଶାକୁ ମାଡ଼ି ଆସୁଛି ‘ଦାନା’। ଏହା ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ‘ଦାନା’ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ...
ବାତ୍ୟା ମୁହଁରେ ଓଡ଼ିଶା: ଧାମରା ଚାନ୍ଦୀପାଳ ଗାଁ ବାତ୍ୟା ଆଶ୍ରୟସ୍ଥଳରୁ ଓଡ଼ିଶାଲାଭ୍ର ବିଶେଷ ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=F-VuCyMLVxo
ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶାକୁ ମାଡ଼ି ଆସୁଛି ‘ଦାନା’। ଭିତରକନିକା ଓ ଧାମରା ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି।
ଗୁରୁବାର ବିଳମ୍ବିତ ରାତିରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା...
ରାଜନଗର ଓ ଚାନ୍ଦବାଲି ଭିତରେ ଲ୍ୟାଣ୍ଡଫଲ କରିବ ‘ଦାନା’!
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=jw7wD8EG9dQ
ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ‘ଦାନା’। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗୁରୁବାର ରାତିରେ ବାତ୍ୟା ‘ଦାନ’ ରାଜନଗର...
ଅକ୍ଟୋବର ୨୪ ସନ୍ଧ୍ୟା ୬ଟା ସୁଦ୍ଧା ବାତ୍ୟା ଅପଡେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୀଷଣ ବାତ୍ୟା ରୂପରେ ଓଡ଼ିଶାକୁ ମାଡ଼ି ଆସୁଛି ‘ଦାନା’। ଏହା ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ‘ଦାନା’ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ...
ମାଡ଼ି ଆସୁଛି ‘ଦାନା’: ଓଡ଼ିଶାଲାଇଭ୍ ପାଇଁ ପଠାନ୍ତୁ ଆପଣଙ୍କ ଅଞ୍ଚଳର ଭିଜୁଆଲ ଓ ଫଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶାକୁ ମାଡ଼ି ଆସୁଛି ‘ଦାନା’। ଏହା ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ‘ଦାନା’ ଭିତରକନିକା ଓ ଧାମରା ମଧ୍ୟରେ...
ଅକ୍ଟୋବର ୨୪ ଦିନ ୩ଟା ସୁଦ୍ଧା ବାତ୍ୟା ଅପଡେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୀଷଣ ବାତ୍ୟା ରୂପରେ ଓଡ଼ିଶାକୁ ମାଡ଼ି ଆସୁଛି ‘ଦାନା’। ଏହା ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ‘ଦାନା’ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ...
ଅକ୍ଟୋବର ୨୩ ରାତି ୮ଟା ସୁଦ୍ଧା ବାତ୍ୟା ଅପଡେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ଅକ୍ଟୋବର ୨୪ ତାରିଖ ରାତିରେ କିମ୍ବା ୨୫ ତାରିଖ ସକାଳ ବେଳକୁ ଏହା ଭୀଷଣ...
ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସଜାଗ ରୁହନ୍ତୁ – ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Da06a-acxJg
“ଓଡ଼ିଶାକୁ ଆସୁଛି ଆଉ ଏକ ବାତ୍ୟା ‘ଦାନା’। ପୂର୍ବରୁ ଆମେ ଅନେକ ବାତ୍ୟା ଦେଖିଛେ ଏବଂ ସଫଳତାର ସହ ତା’ର ମୁକାବିଲା କରିଛେ। ଆସିବାକୁ ଥିବା ବାତ୍ୟାକୁ ନେଇ କେହି ଭୟଭୀତ...



















