ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ପୋଲିସ ମହାନିର୍ଦ୍ଦେଶକଙ୍କ ସହ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଏହି ଅବସରରେ ସେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା...
ମୁହଁରେ କେମିତି ବାନ୍ଧିବେ N-95 ମାସ୍କ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଚିକିତ୍ସା/ପରିବେଶ ସଂକ୍ରାନ୍ତୀୟ ଜରୁରୀକାଳୀନ ସ୍ଥିତିରେ କାମ କରୁଥିବା ଲୋକମାନେ N-95 ମାସ୍କ ପିନ୍ଧିଥାନ୍ତି। ଯଦି ଏହାକୁ ଠିକ୍ ଭାବେ ପିନ୍ଧା ଯିବ ତା’ ହେଲେ ଏହା ବାୟୁମଣ୍ଡଳରେ ବୁଲୁଥିବା କ୍ଷୁଦ୍ର...
ପାଣିପାଗ ସୂଚନା: ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆଉ ୨୪ ଘଣ୍ଟା ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଧିକ ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଆହୁରି...
ଇସ୍ରୋ କଲା RISAT 2B ସାଟେଲାଇଟର ସଫଳ ପରୀକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତରୀକ୍ଷରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଇସ୍ରୋ ଆଜି ସକାଳ ୫.୩୦ରେ ଶ୍ରୀହରିକୋଟାରୁ ରିସାଟ- ୨ବି ସାଟେଲାଇଟକୁ ସଫଳ ଭାବେ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ପିଏସଏଲଭି ସି ୪୬...
ଏଣିକି ମହାକାଳପଡ଼ାବାସୀ ପାଇବେ ମଧୁର ପାଣି, ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାକାଳପଡ଼ା ସରୁମୁହିଁଠାରେ ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।
"ଆପଣମାନଙ୍କ ଟଙ୍କାରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ। ଆପଣମାନେ ଖୁସି ତ? ମୁଁ ବି ଖୁସି", ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ...
ବିଜେଡି-ବିଜେପି ‘ବନ୍ଧୁତ୍ୱ’ର ନୂଆ ନଜିର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଶାସକ ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ ଦିନକୁ ଦିନ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଛି। ଉଭୟ ଦଳ ସରକାର ଗଠନ ପରଠାରୁ ଏତେ ମାତ୍ରାରେ ପରସ୍ପର ଆଡ଼କୁ...
ଯୁବାବସ୍ଥାରେ ଆଣ୍ଠୁଗଣ୍ଠି ସମସ୍ୟାର କିଭଳି କରିବେ ଚିକିତ୍ସା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=YzylFq574Bk]
ସାଧାରଣତଃ ବୟସ୍କଙ୍କଠାରେ ଆଣ୍ଠୁଗଣ୍ଠି ବ୍ୟଥା ସମସ୍ୟା ଦେଖାଯିବା ସାଧାରଣ କଥା। କିନ୍ତୁ ଏବେ ଯୁବାବସ୍ଥାରେ ମଧ୍ୟ ଏହି ସମସ୍ୟା ଦେଖାଦେଉଛି।
ବର୍ତ୍ତମାନ ସମୟରେ ଯୁବକ ଯୁବତୀମାନଙ୍କଠାରେ ଆଣ୍ଠୁ ବ୍ୟଥା ହେବା...
ଏପ୍ରିଲ ୧୯ରେ ଭୁବନେଶ୍ୱରରେ ଆଲେନ ୱାକରଙ୍କ ମ୍ୟୁଜିକ କନ୍ସର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ହେବାକୁ ଯାଉଛି ବିଶ୍ଵର ଲୋକପ୍ରିୟ ସଙ୍ଗୀତ ତାରକା ଆଲେନ ୱାକରଙ୍କ ମ୍ୟୁଜିକ କନ୍ସର୍ଟ। ଆସନ୍ତା ଏପ୍ରିଲ ୧୯ ତାରିଖରେ ଏହି କନ୍ସର୍ଟ ଅନୁଷ୍ଠିତ ହେବ। ‘ସନବର୍ଣ୍ଣ’ ଓ ‘ସ୍ପେସ ବାଉଣ୍ଡ’...
ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ – ୯ ମୃତ, ୧୪ରୁ ଅଧିକ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ସ୍ଥିତ ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ ଜଣକର ମୃତ୍ୟୁ ହୋଇଥିବାବେଳେ ୧୪ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି।
ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଥିବା ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର...
ନବଜାତ ଶିଶୁଙ୍କ ପାଚନ ସମସ୍ୟା କେମିତି ଦୂର ହେବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Itl03cFxtMw&t=10s
ନବଜାତ ଶିଶୁଙ୍କ ମେଟାବୋଲିଜିମ୍ ବା ପାଚନ ସମସ୍ୟା ହେଉଛି ଏକ ପ୍ରକାର ବଂଶଗତ ରୋଗ। ଏଥିଯୋଗୁଁ ନବଜାତ ଶିଶୁ ଜନ୍ମରୁ ଖାଦ୍ୟ ହଜମ କରିବାରେ ସମସ୍ୟା ହୋଇଥାଏ।
ମେଟାବୋଲିଜିମ୍ ରୋଗରେ ପୀଡ଼ିତ...


















