ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ବୟସ୍କଙ୍କଠାରେ ଆଣ୍ଠୁଗଣ୍ଠି ବ୍ୟଥା ସମସ୍ୟା ଦେଖାଯିବା ସାଧାରଣ କଥା। କିନ୍ତୁ ଏବେ ଯୁବାବସ୍ଥାରେ ମଧ୍ୟ ଏହି ସମସ୍ୟା ଦେଖାଦେଉଛି।

ବର୍ତ୍ତମାନ ସମୟରେ ଯୁବକ ଯୁବତୀମାନଙ୍କଠାରେ ଆଣ୍ଠୁ ବ୍ୟଥା ହେବା ଏବଂ ଆଣ୍ଠୁ ଦରଜ ହେବା ଭଳି ସମସ୍ୟା ଦେଖିବାକୁ ମିଳୁଛି। ଖାଦ୍ୟପେୟରେ ଅନିୟମିତତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହେଉଥିବା ଡାକ୍ତର କୁହନ୍ତି।

ଯୁବାବସ୍ଥାରେ ଦେଖା ଦେଉଥିବା ଆଣ୍ଠୁଗଣ୍ଠି ସମସ୍ୟାରୁ କିଭଳି ମୁକ୍ତି ମିଳିବ? କ’ଣ ରହିଛି ଏହାର ଚିକିତ୍ସା ବ୍ୟବସ୍ଥା? ସେ ନେଇ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାର ପଣ୍ଡା କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Arthritis #KneeAndJointPain #DoctorsAdvice #Treatment #OdiaHealthTips

Comment