ରାଜ୍ୟପାଳଙ୍କ ଅଭିଭାଷଣରୁ ଆଜିଠୁ ଆରମ୍ଭ ହେବ ବିଧାନସଭା

ଓଡ଼ିଶାଲାଇଭ ବ୍ୟୁରୋ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାରଠୁ ଆରମ୍ଭ ହେବ। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ୩୦ ଦିନ ଅଗଷ୍ଟ ୮ ତାରିଖ ଯାଏଁ ଚାଲିବ। ଅଧିବଶେନର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଜୁଲାଇ ୨...

ମୟୂରଭଞ୍ଜରେ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଉଦଘାଟିତ: ଜିଲ୍ଲା ପରିକ୍ରମା କରିବ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୁରଭଞ୍ଜ ଜିଲ୍ଲା ବାରିପଦା ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ବଙ୍ଗାଳୀ ସାଂସ୍କୃତିକ ଜାଗରଣ ଯାତ୍ରା ଉଦଘାଟିତ ହୋଇଯାଇଛି। ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟ ଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟ ଅତିଥି...

କେନ୍ଦ୍ରାପଡ଼ା: ଯୁବକଙ୍କ ଘରୁ ଜବତ ହେଲା ୫ କେଜି ଗଞ୍ଜେଇ

sanjay
    ଓଡ଼ିଶାଲାଇଭ ବ୍ୟୁରୋ ଯୁବକଙ୍କ ଘରୁ ଜବତ ହେଲା ୫ କେଜି ଗଞ୍ଜେଇ। ଏଭଳି ଘଟଣା କେନ୍ଦ୍ରାପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି। ଗୁରୁବାର କଟକ ଅବକାରୀ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଖବର ପାଇ...

ଗାଁ ଭିତରକୁ ପଶି ଆସିଲା ବିଶାଳ କୁମ୍ଭୀର – କାବୁ କରି ବନବିଭାଗକୁ ହସ୍ତାନ୍ତର କଲେ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ଗାଁ ଭିତରକୁ ପଶି ଆସିଲା ବିଶାଳ କୁମ୍ଭୀର। କିନ୍ତୁ ସାହସ ଦେଖାଇ କୌଶଳକ୍ରମେ କୁମ୍ଭୀରକୁ କାବୁ କରି ବନବିଭାଗକୁ ହସ୍ତାନ୍ତର କଲେ ଗାଁ ଲୋକ। କେନ୍ଦ୍ରାପଡ଼ା...

ଓଡ଼ିଆ ସାହିତ୍ୟ ଜଗତର ପ୍ରସିଦ୍ଧ ଲେଖିକା ଡକ୍ଟର ସଂଘମିତ୍ରା ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=-Jdr_if1Exs&t=1073s ଓଡ଼ିଆ ସାହିତ୍ୟ ଜଗତର ଅତି ପରିଚିତ ନାଁ ଡକ୍ଟର ସଂଘମିତ୍ରା ମିଶ୍ର। ପିଲାଟି ଦିନରୁ ହିଁ ତାଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ମାତ୍ର ସେ କେବେ ହାର୍ ମାନି ନାହାନ୍ତି, ବରଂ...

୨୪ ଘଣ୍ଟାରେ ଜମ୍ମୁ କଶ୍ମୀରରେ ୬ ଆତଙ୍କବାଦୀ ସଫା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ କଶ୍ମୀରରେ ୨୪ ଘଣ୍ଟାରେ ୬ ଜଣ ଆତଙ୍କବାଦୀଙ୍କୁ ସଫା କରିଛି ଭାରତୀୟ ସେନା। ଗତକାଲି ଗୁଲଗାମ ଜିଲ୍ଲାରେ ୩ ଆତଙ୍କବାଦୀ ନିହତ ହୋଇଥିଲା ବେଳେ ଆଜି ସୋପିଆନ ଜିଲ୍ଲାରେ ସେନା...

ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ମାରି ୨୩ ବର୍ଷର ରେକର୍ଡ ଭାଙ୍ଗିଲେ ରୋହିତ

ଓଡ଼ିଶାଲାଇଭ ବ୍ୟୁରୋ ଭାରତୀୟ କ୍ରିକେଟ ଦଳର ହିଟ୍‌ମ୍ୟାନ ରୋହିତ ଶର୍ମା ଦିନିକିଆ ଓ ଟି-୨୦ ପରେ ଏବେ ଟେଷ୍ଟରେ ନିଜ ଯାଦୁ ଦେଖାଇଛନ୍ତି। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ସେ ଏକ...

ଶ୍ରୀମନ୍ଦିର ସଂସ୍କାର: ଜିଲ୍ଲା ଜଜଙ୍କ ରିପୋର୍ଟକୁ କଡ଼ାକଡ଼ି ପାଳନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ପରିଚାଳନା ଅବ୍ୟବସ୍ଥା ମାମଲାରେ ଜିଲ୍ଲା ଜଜ୍‌ ଯେଉଁ ସୁପାରିସ କରିଛନ୍ତି, ତାହା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାପାଇଁ ସୁପ୍ରିମକୋର୍ଟ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ଆଚରଣ...

ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ, ଜାଣନ୍ତୁ ମତ ରଖିବା ପାଇଁ କେଉଁ ଦଳକୁ ମିଳିବ କେତେ ସମୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ସଂସଦରେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ।      ଶାସନର ୪ ବର୍ଷ ପରେ ମୋଦି ସରକାର ଆଜି ପ୍ରଥମଥର ପାଇଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ଯାଉଛନ୍ତି।...

୨୦୧୯ରେ ବଲିଉଡ ଷ୍ଟାରକିଡ୍‌ଙ୍କ ଦମଦାର ଏଣ୍ଟ୍ରି, ହେଲେ ଫିଲ୍ମ ଫ୍ଲପ୍‌

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୧୯ ସରିବାକୁ ଆଉ ଅଳ୍ପ କିଛି ଦିନ ରହିଲା। ନୂଆବର୍ଷ ଆସିବା ପୂର୍ବରୁ ଆସନ୍ତୁ ଥରେ ନଜର ପକାଇବା ୨୦୧୯ରେ ବଲିଉଡରେ ଏଣ୍ଟ୍ରି ମାରିଥିବା ଷ୍ଟାରକିଡ୍‌। ପ୍ରତିବର୍ଷ ବଲିଉଡରେ ନବାଗତ ଅଭିନେତା...