ବସ୍ ଓଲଟି ୨୦ରୁ ଅଧିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କଳିଙ୍ଗା ଘାଟିର ଅନ୍ଧାରିକୋଟ ନିକଟରେ ଏକ ବରଯାତ୍ରୀ ବସ୍ ଓଲଟି ପଡ଼ିଛି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିଥିବା ଜଣାପଡ଼ିଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ...
ସହିଦଙ୍କୁ ସମ୍ମାନ ଜଣାଇ ବିରାଟ କୋହଲି ନେଲେ ବଡ ନିଷ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟର ବିରାଟ କୋହଲି ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମଲାକୁ ପରେ ଶନିବାର ହେବାକୁ ଥିବା ଆରପି ଏସଜି ଭାରତୀୟ ଖେଳ ସମ୍ମାନ କାର୍ଯ୍ୟକ୍ରମକୁ ସ୍ଥଗିତ କରିଛନ୍ତି।
The RP-SG Indian Sports Honours...
ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା: ବଡ଼ଦାଣ୍ଡରେ ଏକାଠି ହେବେ ଭକ୍ତ ଓ ଭଗବାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ରବିବାର ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା। ଆଜି ଗୋଟିଏ ଦିନରେ ଅନୁଷ୍ଠିତ ହେବ ବଡ଼ଠାକୁରଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା।
ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବ ଦିନ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ...
ଅସହ୍ୟ ହେଲାଣି ଖରା – ପାଣିପାଗ ବିଭାଗର ପୂର୍ବାନୁମାନ ଆଗକୁ ବି ନିସ୍ତାର ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ତାତିଲାଣି ସାରା ଓଡ଼ିଶା। ଆଗକୁ ତାପାମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗର ଆଶଙ୍କା।
ସକାଳ ୧୦ ପରେ ଘରୁ ବାହାରିବାକୁ ଭୟ ଲାଗିଲାଣି। ବାହାରକୁ ପାଦ...
ଆଜି ଜୟଦେବ ଭବନରେ ଭକ୍ତି ସଙ୍ଗୀତ ସନ୍ଧ୍ୟା ‘ହେ ଚକାନୟନ’: ଓଡ଼ିଶାଲାଇଭ୍ରେ ଦେଖନ୍ତୁ ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=1UoiZQIlSWo]
ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ଭକ୍ତି ସଙ୍ଗୀତ ଆସର ‘ହେ ଚକାନୟନ’ କାର୍ଯ୍ୟକ୍ରମ।
ଓଡ଼ିଆ ଭକ୍ତି ସଙ୍ଗୀତର ପ୍ରତିଷ୍ଠିତ ସ୍ୱର ଶାନ୍ତିଲତା ବାରିକ ଛୋଟରାୟଙ୍କ ସଙ୍ଗୀତ ସନ୍ଧ୍ୟା...
ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ଅସୁସ୍ଥ – ଟୁଇଟ କରି ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ କବି ଜୟନ୍ତ ମହାପାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେ କୋଭିଡ୍ରେ ଆକ୍ରାନ୍ତ ହୋଇ କଟକ ସ୍ଥିତ ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ...
କୋରାପୁଟରେ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଏହି ଗସ୍ତ ଅବସରରେ ସଚିବ ଜୟପୁରସ୍ଥିତ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ। ସ୍ଵତନ୍ତ୍ର ବିମାନ ଯୋଗେ 5T ସଚିବ ଭିକେ...
ରାୟଗଡ଼ା: ଜିଲ୍ଲା ବିକାଶରେ ବାଧକ ରାଜ୍ୟ ସରକାର, ସାଂସଦ ପାଣ୍ଠି ଟଙ୍କାର ହେଉନି ସଠିକ୍ ଉପଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର ୭୨ତମ ଜିଲ୍ଲା ପରିଷଦ ବୈଠକ ଶନିବାର ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲାର ମୌଳିକ...
ମାର୍ଚ୍ଚ ୬ରୁ ବାଲେଶ୍ୱର ଜିଲ୍ଲା ଲୋକକଳା ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ମାର୍ଚ୍ଚ ୬ ତାରିଖରେ ପ୍ରଥମ ଥର ପାଇଁ ବାଲେଶ୍ୱରରେ ହେବାକୁ ଯାଉଛି ଲୋକକଳା ମହୋତ୍ସବ। ଏଥିପାଇଁ ମଙ୍ଗଳବାର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ କମିଟିର ପ୍ରଥମ ବୈଠକ...
ପଞ୍ଚାୟତ ସ୍ତରରେ କରୋନା ମୁକାବିଲା ପାଇଁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏବେ ପଞ୍ଚାୟତ ସ୍ତରରେ କରୋନା ମୁକାବିଲା କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ବିଦେଶରୁ ଯଦି କୌଣସି ବ୍ୟକ୍ତି ନିଜ ଘରକୁ...


















