ଓଡ଼ିଶା ପିଲାଙ୍କ ପାଇଁ ୫ ଦିନ ବଢ଼ିଲା ଜେଇଇ ଆଡଭାନ୍ସଡ ରେଜିଷ୍ଟ୍ରେସନ ତାରିଖ
ଓଡ଼ିଶାଲାଇଭ ବ୍ୟୁରୋ
ଓଡ଼ିଶା ପିଲାଙ୍କ ପାଇଁ ଜେଇଇ ଆଡଭାନ୍ସଡ ରେଜିଷ୍ଟ୍ରସନ ଅବଧି ୫ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ ମେ ୧୪ ପର୍ଯ୍ୟନ୍ତ କେବଳ ଓଡ଼ିଶା ପିଲାଙ୍କ ରେଜିଷ୍ଟ୍ରେସନ ତାରିଖ ବୃଦ୍ଧି କରାଯାଇଛି।
ତାରିଖ ବୃଦ୍ଧି...
‘କୋରାନା’ ଭୟ – ଆହାର କେନ୍ଦ୍ରରେ ରହିବ ‘ହ୍ୟାଣ୍ଡ ସାନିଟାଇଜର’
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ସମ୍ପର୍କରେ ସଚେତନ କରିବାକୁ ସବୁ ମ୍ୟୁନିସିପାଲଟି ଓ ଏନଏସିକୁ ଚିଠି ଲେଖିଲା ଗୃହ ଓ ନଗର ଉନ୍ନୟନ ବିଭାଗ।
‘କୋରୋନା’କୁ ନେଇ ଏବେ ସବୁଠି ଭୟ। ଏହି ରୋଗରୁ ରକ୍ଷା ପାଇଁ...
ବିଜେଡିର ମେୟର ପ୍ରାର୍ଥୀ: ଭୁବନେଶ୍ଵରରେ ସୁଲୋଚନା, କଟକରୁ ସୁବାସ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେଡି କାହାକୁ ମେୟର ପ୍ରାର୍ଥୀ କରିବ ସେ ନେଇ ଉଠିଥିବା ପ୍ରଶ୍ନ ଉପରୁ ପରଦା ହଟିଛି। ଶନିବାର ବିଜୁ ଜନତା ଦଳ(ବିଜେଡି) ଭୁବନେଶ୍ଵର, କଟକ...
ବିଜୟଙ୍କ ବାଣ ବିଜେପିରେ କମ୍ପନ: କେଉଁ ବରିଷ୍ଠ ନେତା ବିଜେପିରେ ଅଲୋଡ଼ା?
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଶନ୍-୧୨୦କୁ ନେଇ ଅଙ୍କ କଷୁଛି ବିଜେପି। ଅମିତ ଶାହାଙ୍କ ରଣନୀତିକୁ ସଫଳ କରିବା ଲାଗି ଗୋଟି ଚାଳନା କରୁଛି ଏହି ଜାତୀୟ ଦଳ। ଏହି ସମୟରେ ବରିଷ୍ଠ ନେତା ବିଜୟ ମହାପାତ୍ର...
ଜାଣନ୍ତୁ ଆଜିର ରାଶିଫଳ – (୦୫ ମାର୍ଚ୍ଚ ୨୦୨୧, ଶୁକ୍ରବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଆଜି ଫାଲ୍ଗୁନ କୃଷ୍ଣ ସପ୍ତମୀ ରାତ୍ରି ୦୭:୫୪:୪୮ ଗତେ ଅଷ୍ଟମୀ ତିଥି। ବିଛାଚନ୍ଦ୍ର ଅହୋରାତ୍ର। ଅନୁରାଧା ରାତ୍ରି ୧୦:୩୮:୧୨ ଗତେ ଜ୍ୟେଷ୍ଠା ନକ୍ଷତ୍ର।...
ବାତ୍ୟା ମାଡ଼ ଖାଉଛି ଓଡ଼ିଶା! ୧୮୯୧ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ୯୮ଟି ବାତ୍ୟା ମାଡ଼ କରିଥିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ ଉପକୂଳ ଭାରତ ସବୁଠାରୁ ଅଧିକ ବାତ୍ୟାପ୍ରବଣ ଅଞ୍ଚଳ। ପୂର୍ବ ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ଅଧିକ ଘୂର୍ଣ୍ଣିବାତ୍ୟା ସଂଘଟିତ ହୋଇଥାଏ। ବିଗତ ଦଶନ୍ଧିରେ ଓଡ଼ିଶାରେ କେବଳ ବାତ୍ୟା ନୁହେଁ...
ରାଜନୀତି ପଶାପାଲିରେ ‘ବ୍ରାହ୍ମଣୀ ସେତୁ’: କେନ୍ଦ୍ରକୁ ଜବାବ ଦେବା ପାଇଁ ଅଣ୍ଟା ଭିଡ଼ିଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ନକଲେ ରାଜ୍ୟ କରିବ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବକୁ ନେଇ ରବିବାର ରାଉରକେଲାରେ ବିଜେଡି ପ୍ରତିବାଦ କରିବା...
ପ୍ରଦୀପ୍ତ ମହାପାତ୍ର ହେଲେ ସ୍ୱାସ୍ଥ୍ୟ ବିଭାଗ ସଚିବ, ନିକୁଞ୍ଜ ଧଳଙ୍କୁ ଶକ୍ତି ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଲଢ଼େଇ ବେଳେ ବଦଳିଲେ ସ୍ୱାସ୍ଥ୍ୟ ବିଭାଗ ସଚିବ ନିକୁଞ୍ଜ ଧଳ। ତାଙ୍କ ଜାଗାରେ ପ୍ରଦୀପ୍ତ ମହାପାତ୍ର ସ୍ୱାସ୍ଥ୍ୟ ବିଭାଗର ସଚିବ ହୋଇଥିବା ବେଳେ ନିକୁଞ୍ଜଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ...
ଜୁନିଅର ରୋଇଂ ଚମ୍ପିୟନସିପରେ ଓଡ଼ିଶାକୁ ୩ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟ ପ୍ରଦେଶର ଭୋପାଳଠାରେ ଶେଷ ହୋଇଥିବା ୪୦ତମ ଜାତୀୟ ଜୁନିୟର ରୋଇଂ ଚମ୍ପିୟନସିପରେ ଓଡ଼ିଶାର ପ୍ରତିଯୋଗୀମାନେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।...
କାଗଜ ବୋତଲରେ ମିଳିବ ମଦ
ଓଡ଼ିଶାଲାଇଭ୍ ବ୍ୟୁରୋ
କାଗଜ ବୋତଲରେ ମିଳିବ ମଦ। କାଚ କିମ୍ବା ପ୍ଲାଷ୍ଟିକ ବୋତଲ ବଦଳରେ ଲୋକମାନେ କାଗଜ ବୋତଲରେ ମଦ ପାଇପାରିବେ। ବିଶ୍ୱର ନାମୀଦାମୀ ମଦ କମ୍ପାନି ଡିଆଜିୟୋ ପରିବେଶ ପ୍ରଦୁଷଣକୁ ଆଖି ଆଗରେ...


















