ନିର୍ବାଚନ ମଇଦାନରେ ୩ ବଲିଉଡ ଷ୍ଟାର, କାହା ପାଖରେ ରହିଛି କେତେ ସମ୍ପତ୍ତି?

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଲୋକସଭା ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ମଇଦାନକୁ ଓହ୍ଲାଇ ସାରିଛନ୍ତି। ହେଲେ ସବୁଠାରୁ ଅଧିକ ନଜର ନିର୍ବାଚନ ଲଢ଼ୁଥିବା ବଲିଉଡ ଷ୍ଟାରଙ୍କ ଉପରେ ରହିଛି। ଏଥର...

ଭରତପୁର ଥାନା ମାମଲା: ଆଉ ୪ ଜଣ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ନିଲମ୍ବିତ ହୋଇଥିବା ଆଉ ୪ ଜଣ ପୋଲିସ କର୍ମଚାରୀଙ୍କର ପଲିଗ୍ରାଫ ଟେଷ୍ଟ ହେବ। ପଲିଗ୍ରାଫ ଟେଷ୍ଟ...

୨୪ ଘଣ୍ଟାର ଡ୍ରାମା ପରେ ଚିଦାମ୍ବରମ୍‌ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କୁ ଗିରଫ କରିଛି ସିବିଆଇ। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହୋଇଛନ୍ତି ଚିଦାମ୍ବରମ୍‌। ଚିଦାମ୍ବରମ୍‌ଙ୍କ ଗିରଫଦାରୀକୁ ନେଇ ୨୪ ଘଣ୍ଟା...

କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ଭୟାବହ ଅଗ୍ନିକାଣ୍ଡ: ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ଓ ଏକାଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲକାତାରୁ ଓଡ଼ିଶା ଆସୁଥିବା ଏକ ବସରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ନାଁ ପୁଷ୍ପାଞ୍ଜଳି...

ତ୍ଵଚାରେ ଚମକ ଆଣିବା ପାଇଁ ଖାଆନ୍ତୁ ମାଛ

ଓଡ଼ିଶାଲାଇଭ୍ ବ୍ୟୁରୋ ଯଦି ତ୍ଵଚାରେ ଚମକ ଆଣିବାକୁ ଚାହୁଁଛନ୍ତି, ନିଜ ଖାଦ୍ୟରେ ଏହିସବୁ ଖାଦ୍ୟ ସାମିଲ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତ୍ଵଚାରେ ଚିକ୍କଣ ଆଣିବା ପାଇଁ କିଏ ବା ନ ଚାହେଁ। ଏଥିପାଇଁ ଖାଦ୍ୟରେ...

ସିନାପାଲିରେ ଉଦନ୍ତି ମହୋତ୍ସବ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆପଡ଼ାରୁ ନନ୍ଦିଘୋଷ ଖମାରୀ) : ନୂଆପଡ଼ା ଜିଲ୍ଲା ସିନାପାଲି ସହରରେ ଆଜି ଧୁମଧାମରେ ପ୍ରସିଦ୍ଧ ଉଦନ୍ତି ମହୋତ୍ସବ ଉଦଘାଟିତ ହୋଇଯାଇଛି। ବୁଧବାର ସକାଳେ ସିନାପାଲିସ୍ଥିତ ମା’ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା ପରେ...

ଆସନ୍ତାବର୍ଷ ଇଦ୍‌ରେ ରିଲିଜ୍ ହେବ ସଲମାନ୍ ଖାନ୍‌ଙ୍କ ଫିଲ୍ମ ‘ରାଧେ’

ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’ ୨୦୨୧ ମସିହାରେ ରିଲିଜ୍ ହେବ। ଆସନ୍ତାବର୍ଷ ଇଦ୍ ଅବସରରେ ଏହି ଫିଲ୍ମକୁ ରିଲିଜ୍ କରିବା...

୨୦୧୯ ପାଇଁ ଅଙ୍କ କଷିଲେ ଅମିତ ଶାହ: ୭ ରାଜ୍ୟର ବିଜେପି ନେତାଙ୍କ ସହ କଲେ ମନ୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ରେ କେନ୍ଦ୍ରରେ ବିଜେପି ସରକାରର ଦବ୍‌ଦବାକୁ ବଜାୟ ରଖିବା ପାଇଁ ଅଙ୍କ କଷୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ଅଙ୍କ କଷିବା ଆରମ୍ଭ କରିଛି।...

୧୦ ଜଣ ଲେଖକ ପାଇବେ ଚତୁର୍ଥ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୦ ବର୍ଷ ପାଇଁ ଯୁବ ଲେଖକ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୪୦...

ଫେବ୍ରୁଆରୀ ୭ରେ ନୟାଗଡ଼ ସାହିତ୍ୟ ଉତ୍ସବ

ଓଡ଼ିଶାଲାଇଭ ବ୍ୟୁରୋ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଆନୁକୂଲ୍ୟରେ ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧ ଆସନ୍ତା ଫେବ୍ରୁଆରୀ ୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଏହି ସମାରୋହରେ ରାଜ୍ୟର...