ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, ୩ ପୋଲିସ ସସ୍ପେଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଦ୍ରାବାଦରେ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଏତଲା ପଞ୍ଜିକରଣରେ ବିଳମ୍ଵ ଯୋଗୁଁ ୩ ପୋଲିସ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ ସାଇବରାବାଦ...
ରାନୁ ମଣ୍ଡଳଙ୍କ ସଫଳତାକୁ ନେଇ ପ୍ରତିକ୍ରିୟା ରଖିଲେ ଲତା ମଙ୍ଗେସ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆ ସେନ୍ସେସନ ରାନୁ ମଣ୍ଡଳଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କିଛି ଦିନ ପୂର୍ବେ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଦ୍ୱିତୀୟ ଲତା ମଙ୍ଗେସ୍କର...
ଧଉଳି ପରେ କୋଣାର୍କ: ‘ଲାଇଟ ଆଣ୍ଡ ସାଉଣ୍ଡ’ ସୋ’ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ଲାକ ପାଗୋଡା ବା କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବହୁ ପ୍ରତୀକ୍ଷିତ 'ଲାଇଟ ଆଣ୍ଡ ସାଉଣ୍ଡ' ସୋ ଶନିବାର ସନ୍ଧ୍ୟାରେ ଲୋକାର୍ପିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ରାଜ୍ୟ...
୩୪ଟି ଅବକାରୀ ସବ୍ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
OSSCରେ ଚାକିରି ସୁଯୋଗ। ୩୪ଟି ଅବକାରୀ ସବ୍ଇନ୍ସପେକ୍ଟର ପାଇଁ କରିପାରିବେ ଆବେଦନ।
ରାଜ୍ୟ ଅବକାରୀ କମିସନ୍ ଅଧିନରେ ୩୪ଟି ସବ୍-ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ସୁଯୋଗ। ଏନେଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ...
ଆଜି ଫିରୋଜଶାହା କୋଟଲା ହେବ ଅରୁଣ ଜେଟଲୀ ଷ୍ଟାଡିୟମ୍
ଓଡ଼ିଶାଲାଇଭ ବ୍ୟୁରୋ
ଗୁରୁବାର ବଦଳିବ ଫିରୋଜଶାହା କୋଟଲା ଷ୍ଟାଡିୟମର ନାଁ। ଏହି ନାଁ ପରିବର୍ତ୍ତନ ହୋଇ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାଁରେ ରଖାଯିବ। ଏହି ଷ୍ଟାଡିୟମରେ ଏକ ଷ୍ଟାଣ୍ଡର ନାଁ ଟିମ୍ ଇଣ୍ଡିଆର...
ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୦୪ ଡିସେମ୍ବର ୨୦୨୦, ଶୁକ୍ରବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଶୁକ୍ରବାର ମାର୍ଗଶିର କୃଷ୍ଣ ଚତୁର୍ଥୀ ରାତ୍ରି ୦୮:୦୪:୦୧ ଗତେ ପଞ୍ଚମୀ ତିଥି।...
ସୁରତ ଫେରନ୍ତାଙ୍କୁ କରୋନା – ଗଞ୍ଜାମରେ ୧୭, ମୟୁରଭଞ୍ଜରେ ୩ ନୂଆ ପଜିଟିଭ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଏକାଥରକେ ଚିହ୍ନଟ ହେଲେ ୨୦ ଜଣ ନୂଆ କରୋନା ପଜିଟିଭ୍। ଗୁରୁବାର ଗଞ୍ଜାମ ଜିଲ୍ଲାରୁ ୧୭ ଓ ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ...
ସୁପ୍ରିମକୋର୍ଟ ରାୟ ପୂର୍ବରୁ ଏକାଠି ହେବେ ଶିବସେନା, ଏନସିପି, କଂଗ୍ରେସ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ସୋମବାର ସନ୍ଧ୍ୟାରେ ହୋଟେଲରେ ଏକାଠି ହେବେ ଶିବସେନା, ଏନସିପି ଓ କଂଗ୍ରେସର ୧୬୨ ବିଧାୟକ। ଗଣମାଧ୍ୟମ ଆଗରେ...
ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ବିଜୟଠାରୁ ୨ ୱିକେଟ ଦୂରରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ତୃତୀୟ ଟେଷ୍ଟରେ ଭାରତୀୟ ଦଳ ବିଜୟୀ ହେବାଠାରୁ ଆଉ ମାତ୍ର ୨ ୱିକେଟ୍ ପଛରେ ରହିଯାଇଛି। ଯେଉଁ କାରଣରୁ ଖେଳକୁ ଚତୁର୍ଥ ଦିନକୁ ଯିବାକୁ ପଡ଼ିଛି। ଭାରତ ଏହି ମ୍ୟାଚ ଜିତିଲେ...
କଟକ ଭିଜିଲାନ୍ସ ଅଫିସରେ ପାଳନ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଭିଜିଲାନ୍ସ ଅଫିସ୍ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଶୁଭାରମ୍ଭ କରାଯାଇଛି। ଭିଜିଲାନ୍ସ ଅଫିସର ନିର୍ଦ୍ଦେଶକ ତଥା ବରିଷ୍ଠ ଆଇପିଏସ ଅଧିକାରୀ ଡକ୍ଟର ଦେବାଶିଷ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ...


















